Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କଲା ଏନ୍ଟିପିସି…
ସୁନ୍ଦରଗଡ଼, : ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ତଥା ଏହାର ଆଖପାଖ ଜିଲ୍ଲାର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଆଧୁନିକ ଭିତ୍ତିଭୂମିର ନିର୍ମାଣ କରାଯାଇଛି। ମଙ୍ଗଳବାର ଦିନ ମେଡିକାଲ କଲେଜ ପରିସରରେ!-->!-->!-->…
ଗଜପତି ଥିଲେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ କର୍ଣ୍ଣଧାର : କଳା କେନ୍ଦ୍ର
ବ୍ରହ୍ମପୁର (୨୬/୦୪) : ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ 'ଜାତୀୟ ସଙ୍ଗୀତ କଳା କେନ୍ଦ୍ର' ପକ୍ଷରୁ ଗଜପତି କୃଷ୍ଣ ଚନ୍ଦ୍ର ଦେବ ମହାରାଜଙ୍କ ଏକଶତଏକତ୍ରିଂଶତିତମ ଜୟନ୍ତୀ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । କଳା କେନ୍ଦ୍ର ସଭାପତି!-->!-->!-->…
କରଡ଼ା ଘାଟି ରେ ଡକାୟତି ମାମଲା : ୫ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ ଜେଲ୍
ବାଲିଗୁଡା : ଏକ ଡକାୟତି ମାମଲା ର ବିଚାର କରି ମଙ୍ଗଳବାର ଦିନ ବାଲିଗୁଡା କୋର୍ଟର ସହକାରୀ ଦୌରାଜଜ ଶ୍ରୀମତୀ ଚିନ୍ମୟୀ ଜେନା ଦୋଷୀ ମାନଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଣୀ କରିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ୨୦୧୯ ମସିହା ଫେବୃଆରୀ ମାସ ୬ ତାରିଖ ଦିନ ସନ୍ଧ୍ୟା ୬!-->…
ଏଏନଏମ ସେଣ୍ଟର ଗୃହ କାର୍ଯ୍ୟ ନିମ୍ନମାନର ଅଭିଯୋଗ
ମାଲକାନଗିରି/କାଲିମେଳା (୨୬/୦୪) : ସରକାର ଗ୍ରାମାଞ୍ଚଳ ରେ ସ୍ଵାସ୍ଥ୍ୟ ସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ର ପ୍ରତ୍ୟେକ ପଞ୍ଚାୟତ ସଦର ମହକୁମା ଠାରେ ଗୋଟିଏ ଲେଖାଏଁ ମହିଳା ସ୍ୱାସ୍ଥ୍ୟ କର୍ମୀ ଗୃହ (ଏ ଏନ୍ ଏମ୍ ସେଣ୍ଟର) ଗୃହ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବସ୍ଥା କରିଛନ୍ତି!-->…
ଲିମ୍ବ ଗଛରୁ ବାହାରୁଛି କ୍ଷୀର, ଲୋକଙ୍କ ପୂଜାର୍ଚ୍ଚନା
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିଯୋଡି ଗାଁରେ ଏବେ ଚର୍ଚ୍ଚା ଚାଲିଛି । ଏଠାରେ ଏକ ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଛି। ଗାଁ ମୁଣ୍ଡରେ ଥିବା ଏକ ଲିମ୍ବ ଗଛରୁ ଏହି କ୍ଷୀର ବାହାରୁଛି।ଗତକାଲି ସନ୍ଧ୍ୟା ସମୟରେ ଗାଁର କିଛି ଯୁବକ ପ୍ରଥମେ ଏହି ଗଛରୁ କ୍ଷୀର!-->…
ପ୍ରକୃତି ରଚିବ ତାଣ୍ଡବ, ବର୍ଷକୁ ସାମ୍ନା କରିବାକୁ ପଡ଼ିବ ୫୬୦ ବିପର୍ଯ୍ୟୟ!
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବ ପୂରା ବିଶ୍ୱ। ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗାମୀ ୮ ବର୍ଷ ସୁଦ୍ଧା ବିଶ୍ୱକୁ ବଡ଼ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ। ଜୀବନ ଓ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ ପ୍ରକୃତିର ତାଣ୍ଡବ ରୂପ। ମିଳିତ ଜାତିସଂଘ!-->…
କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ସଚେତନ ବରିଷ୍ଠ ନାଗରିକଙ୍କ ଵୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ପ୍ରାୟ ୫୦ ଜଣ ସଚେତନ ବରିଷ୍ଠ ନାଗରିକ ମାନେ ସୋମବାର ସନ୍ଧ୍ୟା ରେ ଏକତ୍ରିତ ହୋଇ ସେମାନଙ୍କର ସଙ୍ଘର ଅନୀମି଼ୟତା ବିଷୟରେ କାର୍ଯାନୁଷ୍ଠାନ ପାଇଁ ମତ ବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ସଙ୍ଘର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ ତଥା!-->…
ମୀନାକ୍ଷୀଙ୍କ ସ୍ୱପ୍ନ ସାକାର କରିବ କିସ୍ ଫାଉଣ୍ଡେସନ୍
ଫୁଲବାଣୀ (୨୬ ।୪) : କନ୍ଧମାଳର ଝିଅ ମୀନାକ୍ଷୀ ମଲ୍ଲିକଙ୍କ ସ୍ୱପ୍ନ ସାକାର କରିବ କିସ୍ ଫାଉଣ୍ଡେସନ୍। କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗଇବନ୍ଧ ଗ୍ରାମର ମେଧବୀ ଛାତ୍ରୀ ମୀନାକ୍ଷୀଙ୍କ ପିଲା ଦିନର ସ୍ୱପ୍ନ ଥିଲା ଭବିଷ୍ୟତରେ ଡାକ୍ତରୀ ପାଠ ପଢ଼ି ଲୋକଙ୍କ ସେବା କରିବେ।!-->…
ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲା କଳାକାରଙ୍କ କାର୍ଯ୍ୟକାରିଣୀ ବୈଠକରେ ସାମ୍ବାଦିକଙ୍କୁ…
ମାଲକାନଗିରି : ଗତ ୨୫ ତାରିଖ ଦିନ ତରବରିଆ ଭାବେ ମାଲକାନଗିରି ଜିଲ୍ଲା ସଂସ୍କୃତି କାର୍ଯ୍ଯାଳୟ ତରଫରୁ ଜିଲ୍ଲା କଳାକାରମାନଙ୍କୁ ନେଇ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ କାର୍ଯ୍ଯକାରିଣି ବୈଠକ ବସିଥିଲା ବେଳେ ଜିଲ୍ଲାର କୌଣସି ସାମ୍ବାଦିକମାନଙ୍କୁ ଆଗତ ସୂଚନା ଦିଆ ଯାଇନଥିଲା ବେଳେ!-->!-->!-->…
ମାଲକାନଗିରି : ଭେଜାଙ୍ଗୀୱାଡା କେନାଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର…
ମାଲକାନଗିରି : ମାଲାକାନଗିରି ଜିଲ୍ଲା କାଲିମେଳା ଥାନା ଭେଜାଙ୍ଗୀୱାଡା ପଞ୍ଚାୟତ ଅନ୍ତର୍ଗତ ତୁମୁକିମାଡକା ଗ୍ରାମ ନିକଟରେ ଯାଇଥିବା କେନାଲ ପାଣି ଭିତରେ ଆଜି ଜଣେ ମହିଳା କେନାଲ ପାଣିରେ ଭାସି ଯାଉଥିବା ବେଳେ କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ l ପରେ କାଲିମେଳା ଥାନା ପୋଲିସ!-->!-->!-->…