Browsing Category

ଆଞ୍ଚଳିକ

ବେଆଇନ ଗଞ୍ଜେଇ ଚାଲାଣ ବେଳେ ୨ ଗିରଫ ସହ କାର ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଶ୍ରିପଡ଼ା ଛକ ନିକଟବର୍ତୀ ବୋଡକମ୍ବା ଗ୍ରାମରେ ଗୋଟିଏ ସୁଇଫ୍ ଡିଯେଆର୍ କାର ଗାଡ଼ି ନମ୍ବର୍ ଓଡି ୦୨/ଏଏନ୍/୪୦୯୬ ରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ଜବତ କରିବା ସହ ୨…

ଖ୍ରୀଷ୍ଟିୟ ଧର୍ମାଲମ୍ବିଙ୍କ ବିଜୟ ପର୍ବ ପାଳନ

ଦାରିଙ୍ଗବାଡି,୧୦/୪ : ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଚର୍ଚ୍ଚ ଗୁଡିକରେ ଖ୍ରୀଷ୍ଟିୟ ଧର୍ମାଲମ୍ବି ମାନେ ବିଜୟ ପର୍ବ ପାଳନ କରିଛନ୍ତି । ଏହି ବିଜୟ ପର୍ବରେ ତାଳପତ୍ର ତଥା ଖଜୁରି ବାହୁଙ୍ଗା ଧରି ଶୋଭାଯାତ୍ରାରେ ବାହାରି ଚର୍ଚ୍ଚରେ ସମବେତ ହୋଇଥିଲେ । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଥାନ…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମନବମୀ ପାଳନ

ଦାରିଙ୍ଗବାଡ଼ି,(୧୦/୪) : ଦାରିଙ୍ଗବାଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମନବମୀ ଉତ୍ସଵ ପାଳନ କରାଯାଇଛି । ଶିଶୁ ବିଦ୍ୟାମନ୍ଦିରର ଭାଇଭଉଣୀ ମାନେ ବିଭିନ୍ନ ବେସରେ ସଜିତ ହୋଇ ବିଦ୍ୟାଳୟର ବୈଦିକ ମଣ୍ଡପରେ ଉପସ୍ଥିତ ହୋଇଥିଲେ। ଶ୍ରୀରାମଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ…

ଏସଟିଏଫ ଟିମ ଦ୍ୱାରା ବାଘଛାଲ ଜବତ : ଜଣେ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିନସ୍ଥ ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦାବେରୀ ଗାଁ ରାସ୍ତା କଡରୁ ବନ ବିଭାଗ ର ଏସଟିଏଫ ଟିମ କୌଣସି ସୂତ୍ରରୁ ଖବର ପାଇ ବାଘ ଛାଲ ସହ ଘଟଣା ସ୍ଥଳରୁ ଦାରିିଙ୍ଗିବାଡ଼ି ଅଞ୍ଚଳର ପ୍ରଦୀପ ନାୟକଙ୍କୁ ଗିରଫ କରି ତଦନ୍ତ ଅବ୍ୟାହତ ଥିବା ବନ…

୧୨୭ ବାଟାଲିୟନ ଦ୍ୱାରା ବୀରତା ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବୀରତା ଦିବସ (ଶୌର୍ଯ୍ୟ ଦିବସ) ପାଳନ କରାଯାଇଛି l ଏଥିରେ ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦିନର ସ୍ମୁତିଚାରଣ କରିଥିଲେ l ୧୯୬୫ ମସିହା ଏପ୍ରିଲ ମାସ ୯…

ଶ୍ରୀରାମ ନବମୀରେ ଵିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସହ ବଜରଙ୍ଗ ଦଳର ଶୋଭାଯାତ୍ରା

ହିଞ୍ଜିଳିକାଟୁ (୧୦ା୪): ଶ୍ରୀରାମ ନବମୀ ଅବସରରେ ହିଞ୍ଜିଳିଠାରେ ପ୍ରତିଷ୍ଠିତ ରଘୁନାଥ ମଠରେ ବିରାଜିତ ସୀତା, ଲକ୍ଷ୍ମଣ, ହନୁମାନଙ୍କ ସହ ବିରାଜିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଭଗବାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଦିନ ତମାମ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିଲା ।…

ଖଲ୍ଲିକୋଟରେ ପବିତ୍ର ଶ୍ରୀରାମନବମୀ

ଖଲ୍ଲିକୋଟ(୯/୪) : ପବିତ୍ର ଶ୍ରୀ ରାମନବମୀ ଖଲ୍ଲିକୋଟ ସହରର ବିଭିନ୍ନ ମଠ ମନ୍ଦିର ମାନଙ୍କରେ ମହାସମାରୋହରେ ପାଳିତ ହେବା ସହ ରାମ ଭକ୍ତ ମାନଙ୍କର ପ୍ରବଳ ସମାଗମ ହୋଇଥିବା ଦେଖିବାକୁ ମିଳିଛି l ଖଲ୍ଲିକୋଟ ସହର ରେ ଥିବା ରାମମନ୍ଦିର କୁ ସୁନ୍ଦର ଭାବେ ଆଲୋକମାଳା ରେ ସୁସଜ୍ଜିତ କରିବା ସହ…

ବଡ଼ଭାଇକୁ ଶାବଳରେ ପିଟି ହତ୍ୟା କଲା ସାନଭାଇ

ପାଟଣା: ବଡ଼ଭାଇକୁ ଶାବଳରେ ପିଟି ହତ୍ୟା କଲା ସାନଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ରାଇକୁଦର ଗାଁରେ । ମୃତକ ହେଲେ ଚତୁର୍ଭୁଜ ନାଏକ । ଅଭିଯୁକ୍ତ ସାନଭାଇ କମଳ ନାଏକକୁ ଗିରଫ କରିଛି ପୋଲିସ । ଘରୋଇ କଳିକୁ ନେଇ ଚତୁର୍ଭୁଜ ଓ କମଳଙ୍କ ମଧ୍ୟରେ ବଚସା…

ମୋବାଇଲ ପାଇଁ ପ୍ରଥମେ ଗଣ୍ଡଗୋଳ ପରେ ହତ୍ୟା

ନବରଙ୍ଗପୁର: ମୋବାଇଲ ପାଇଁ ସାଙ୍ଗ ସାଜିଲା ସଇତାନ । ବନ୍ଧୁକୁ ପଥରରେ ଛେଚି ମାରିଦେଲା ସାଙ୍ଗ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଛତାବେଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୋବାଇଲ ହଜିବାକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରବର୍ତ୍ତୀ ଘଟିଛି ନିର୍ମମ…

ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ପୋଖରୀ କୂଳରୁ ଏକ ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ବଡ଼ଗାଁ ଥାନା ମରଚିମୁଣ୍ଡା ପୋଖରୀ…