Browsing Category

ଆଞ୍ଚଳିକ

ବଣେଇ ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା କୋଇଡା ବ୍ଳକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା…

କୋଇଡ଼ା ଆଇପିୟୁ କେନ୍ଦ୍ରରେ ବ୍ୟାଟେରିଚାଳିତ ଗାଡ଼ି ଉଦଘାଟନ• କୋଇଡ଼ା ଅଞ୍ଚଳର ଶ୍ରମିକମାନଙ୍କୁ ସୁରକ୍ଷା କିଟ୍ ବଣ୍ଟନ• ଚାଷ ଜମିକୁ ଜଳସେଚନ ପାଇଁ ଉଠାଜଳସେଚନ ପ୍ରକଳ୍ପ ଉଦଘାଟନ• ୫ଟି ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା ସୁନ୍ଦରଗଡ଼/ରାଉରକେଲା : ବଣାଇଁ…

କୋଇଡା ରେ ‘ସୁଦକ୍ଷ’ କୋଚିଂ କେନ୍ଦ୍ର ଉଦଘାଟିତ : ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ…

ସୁନ୍ଦରଗଡ଼/ରାଉରକେଲା ; ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ବୁଧବାର ଦିନ ଏହି କେନ୍ଦ୍ର ଉଦଘାଟିତ ହୋଇଛି। ଅତିଥିମାନେ ‘ସୁଦକ୍ଷ’ କେନ୍ଦ୍ରର ଜଣେ…

ବିଏସଏଫ ପକ୍ଷରୁ ସ୍କୁଲ ପିଲାଙ୍କୁ ଚପଲ ବଣ୍ଟନ

ଚିତ୍ରକୋଣ୍ଡା(୬/୪) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ହନ୍ତାଳଗୁଡା ଠାରେ ଥିବା ନବମ ବାଟାଲିୟନ ବିଏସଏଫ ର ଏଫ କମ୍ପାନୀ ତରଫରୁ ହନ୍ତାଳଗୁଡା ସ୍କୁଲ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କୁ ୭୧ ହଳ ଚପଲ ପ୍ରଦାନ କରାଯାଇଛି। ଆଜି ବିଏସଏଫ ( ଏଫ)…

ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ସାଧାରଣ ବୈଠକ

ହିଞ୍ଜିଳିକାଟୁ, ୬/୪ : ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପକ୍ଷରୁ ବୁଧବାର ୩ୟ ସାଧାରଣ ବୈଠକ ସଭାକକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ନବ ନିର୍ବାଚିତ ଅଧ୍ୟକ୍ଷା ସରସ୍ବତୀ ସେଠୀ ସଭାପତିତ୍ୱ କରିଥିଲେ । ନିମନ୍ତିତ ଅତିଥି…

ପିତଳରେ ୪ ଭାଇଙ୍କୁ ହତ୍ୟା ଘଟଣା : ୩ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି ହିଞ୍ଜିଳି ପୋଲିସ

ହିଞ୍ଜିଳିକାଟୁ, ୬/୪ : ଗତ ମାର୍ଚ୍ଚ ୨୨ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ୫୯ ନଂ ଜାତୀୟ ରାଜପଥ ଉପରେ କମେଂଟମରାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ୬ଜଣ ମିଶି ଫାଷ୍ଟଫୁଡ ଦୋକାନ କରିଥିବା ୪ ଭାଇଙ୍କୁ କାଠ ଫାଳିଆ, ଲୁହାରଡ ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ…

ରଙ୍ଗେଇଲୁଣ୍ଡା ବ୍ଳକ ଭିତରେ ଭୋଜି ଭାତର ଆସର

ରଙ୍ଗେଇଲୁଣ୍ଡା : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ ପାଲଟିଛି ବିଜେଡି ନେତାମାନଙ୍କ ଆଶ୍ରୟସ୍ଥଳୀ । ଏହି ଅଞ୍ଚଳ ର ବିଧାୟକ ତଥା ଗୋପାଳ ପୁର ବିଧାୟକ ଦଳରୁ ନିଲମ୍ବିତ ହେବା ପରେ ତାଙ୍କର ଦାୟିତ୍ଵ ବହନ କରୁଛନ୍ତି ରଙ୍ଗେଇଲୁଣ୍ଡା ବ୍ଳକ୍ ବିଡ଼ିଓ ପ୍ରଶ୍ନ ପାତ୍ର । ତେଣୁ କରି ବିଡ଼ିଓ…

ହିଞ୍ଜିଳିକାଟୁ ରେ ଭାଜପାର ୪୨ ତମ ପ୍ରତିଷ୍ଠା ଦିବସ ପାଳନ

ହିଞ୍ଜିଳିକାଟୁ, ୬ /୪ : ହିଞ୍ଜିଳିକାଟୁ ନଗର ବିଜେପି ତରଫରୁ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥୁବା ଭାଜପା କାର୍ଯ୍ୟାଳୟ ଠାରେ ବିଜେପିର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ…

ମନରେଗା ଯୋଜନାରେ ହିତାଧିକାରୀଙ୍କ ଟଙ୍କା ୩ ବର୍ଷ ପରେ ମଧ୍ୟ ମିଳିନି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ଜାର୍ଗପଦର ଗ୍ରାମର ଟ୍ରାନସୁ ପକାଲ ଗାଁର ଚୈତନ୍ୟ କହଁର ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ତରଫରୁ ଚାଷୀ କୂପ ଖୋଲିଥିଲେ । ଅନେକ ସମୟରେ ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଗରୀବ ଚାଷୀ…

ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୮ ଦିନିଆ ଆତ୍ମରକ୍ଷା ତାଲିମ ଉଦଯାପିତ

ଦାରିଙ୍ଗବାଡ଼ି, ୬/୪ : ଦାରିଙ୍ଗବାଡ଼ି ସ୍ଥିତ ଡାକ୍ତର ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀଙ୍କୁ ନେଇ ୮ ଦିନିଆ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର,…

ବଜ୍ରଘାତ: ୧୦ ବଳଦ ମୃତ…

ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସାଙ୍ଗୁଡୁମାହା ଗ୍ରାମରେ ବଜ୍ରଘାତ କାରଣରୁ ୧୦ ଟି ବଳଦ ମୃତ୍ୟୁବରଣ କରିଛନ୍ତି । ବୁଧବାର ଦିନ ଦିବା ୨ ଘଣ୍ଟା ସମୟରେ ଏହି ବଜ୍ରପାତ ଘଟିଥିଲା । ଏଥି ସହିତ ଅଂଚଳରେ ବର୍ଷା ପବନ ମଧ୍ୟ ଘଟିଥିଲା । ସାଙ୍ଗୁଡୁମାହା ଗ୍ରାମର ଯାକବ…