Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଖଲ୍ଲିକୋଟ ବ୍ଲକ ସମିତି ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଦୈତାରୀ…
ଖଲ୍ଲିକୋଟ ; ନିର୍ବାଚିତ ହେବାର ୨୫ ଦିନ ପରେ ଖଲ୍ଲିକୋଟ ବ୍ଲକ ସମିତି ଅଧକ୍ଷ ଭାବେ ଦୈତାରୀ ବେହେରା ଓ ଉପାଧ୍ୟକ୍ଷା ଭାବେ ଭାରତୀ ମହାରଣା ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି l ଗତ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ପଂଚାୟତ ନିର୍ବାଚନ ରେ ବିଜେଡି ର ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ଙ୍କ!-->!-->!-->…
ଵିଜେପି ଛାଡିଲେ ପୂର୍ବତନ ଭାଜପା ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର…
ହିଞ୍ଜିଳିକାଟୁ : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସରେ ଇସ୍ତଫା ଦେଲେ ହିଞ୍ଜିଳିର ଜଣାଶୁଣା ବରିଷ୍ଠ ଭାଜପା ନେତା ଓ ପୂର୍ଵତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର। ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ବୁଧବାର ମହାପାତ୍ର ନିଜ ଇସ୍ତଫା ବିଷୟରେ ପ୍ରେସ ମିଟ୍ କରି!-->…
ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ସଚେତନତା…
ବାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ନଗରର ୧୨ନଂ ୱାର୍ଡ଼ ଅଙ୍ଗନୱାଡ଼ି କେନ୍ଦ୍ର ଆନୁକୂଲ୍ୟରେ କିଶୋରି ବାଳିକା,ଆଶା, ଅଙ୍ଗନବାଡି କର୍ମୀ ଓ ସହାୟିକା ତଥା S.H.G. ଗ୍ରୁପ୍ ମହିଳା ମାନଙ୍କ ନେତୃତ୍ୱରେ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଏକ ସଚେତନତା ସଭା କରାଯାଇ!-->…
ଚାକିରୀ ଦେବା ନାଁରେ ୮ଲକ୍ଷ ଠକେଇ, ଜଣେ ଗିରଫ
ଭୁବନେଶ୍ୱର: ଚାକିରୀ ଦେବାକୁ କହି ୮ଲକ୍ଷଟଙ୍କା ଠକେଇ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଫୁଲନଖରା ଅଞ୍ଚଳରେ ରହୁଥିବା ଭଦ୍ରକ ଜିଲ୍ଲାର ପିତବାସ ପଣ୍ଡା (୪୪) । ଏନେଇ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ ଅଭିଯୁକ୍ତକୁ!-->…
ଧାମନଗର ଏନଏସିର ୬ଟି ବୁଥରେ ଭୋଟ ଗଣଣା ଆରମ୍ଭ
ଭଦ୍ରକ: ଜିଲ୍ଲାର ଧାମନଗର ଏନଏସିରେ ପୁନଃମତଦାନ ହେବାର ଗୋଟିଏ ଦିନ ପରେ ଆସନ୍ତାକାଲି ସକାଳ ୬ଟା ଯାଏ ୧୪୪ ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ । ଖବର ଅନୁଯାୟୀ, ନିଷେଧାଦେଶ ନିର୍ଦ୍ଦେଶ ଗତକାଲି ରାତି ୯ ଟାରୁ କାର୍ଯ୍ୟକାରୀ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ ଟାରେ ଧାମନଗର!-->…
କଟକର ଲସି ଦୋକାନରେ ସିଏମ୍ସିର ଚଢ଼ଉ
କଟକ : କଟକର ବିଭିନ୍ନ ସର୍ବତ ଓ ଲସି ଦୋକାନରେ ନଷ୍ଟ ହୋଇ ଯାଇଥିବା ଦହି ଓ ଅନ୍ୟାନ୍ୟ ନିମ୍ନମାନର ଜିନିଷ ଗ୍ରାହକଙ୍କୁ ଦିଆଯାଉଥିବା ଖବର ପାଇ ମଙ୍ଗଳବାର କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ଲସି ଓ ସର୍ବତ ଦୋକାନରେ ଅଚାନକ ଚଢଉ କରାଯାଇଥିଲା । କଟକ ମହାନଗର ନିଗମ ଖାଦ୍ୟ ସୁରକ୍ଷା ଟିମ!-->…
କାଠରେ ମାତ୍ର ଚାରି ଇଞ୍ଚ ଉଚ୍ଚତାର ମା ତାରା ତାରିଣୀ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ଦିଲୀପ
ବ୍ରହ୍ମପୁର: ବ୍ରହ୍ମପୁର ସହରର କ୍ଷୁଦ୍ର କାଷ୍ଠ ଶିଳ୍ପୀ ଗ୍ରାଣ୍ଡମାଷ୍ଟର ଦିଲୀପ ମହାରଣା ପୁଣି ଥରେ ଏକ ନୂଆଁ ବିସ୍ମୟ ସୃଷ୍ଟି କଲାଭଳି ଏକ କଳାକୃତି ନିର୍ମାଣ କରିଛନ୍ତି। ପୁର୍ବରୁ ସେ ପୁରୀ ଶ୍ରୀମନ୍ଦିର, ରାମ ମନ୍ଦିର ଏକ ଇଞ୍ଚ ଏବଂ ଅଧା ଇଞ୍ଚ ବିଶିଷ୍ଠ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି,!-->…
କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା : ଗାଁଠୁ ସହର ସବୁଠି ଭକ୍ତିଭାବ ପରିବେଶ
ବାଲିଗୁଡ଼ା : କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା l ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଦଣ୍ଡଯାତ୍ରା ହୋଇପାରିନଥିଲା । ଦୁଇବର୍ଷ ପରେ ଦଣ୍ଡଯାତ୍ରା ହେଉଥିବାରୁ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସମସ୍ତଙ୍କ ମନରେ ବେଶ ଖୁସି ପରିଲକ୍ଷିତ ହେଉଛି l କନ୍ଧମାଳର ପ୍ରସିଦ୍ଧ!-->…
ଟଣ୍ଡମି ସ୍କୁଲ ଖୋଲିବା ପାଇଁ ଗ୍ରାମବାସୀଙ୍କ ଦାବି
ଦାରିଙ୍ଗବାଡ଼ି (୫/୪) : ପର୍ତମାହା ପଞ୍ଚାୟତ ଅନ୍ତର୍ଗତ ଟଣ୍ଡମି ସ୍କୁଲ ଖୋଲିବାକୁ ଗ୍ରାମବାସୀଙ୍କ ଦାବି । ଏହି ଗ୍ରାମର ସ୍କୁଲରେ ପିଲା ସଂଖ୍ୟା କମଥିବା ଦର୍ଶାଇ ସରକାର ଗତ ବର୍ଷ ସ୍କୁଲ ବନ୍ଦ କରିଦେଇଥିବା ଯୋଗୁଁ ଗାଁ ପିଲା ଅନ୍ୟ ସ୍କୁଲକୁ ଯାଉନାହାଁନ୍ତି । ନିକଟରେ ରହିଥିବା ସାରୁମାହା!-->!-->!-->…
କେନ୍ଦୁଝର ଜିଲ୍ଲା ଉରୁମୁଣ୍ଡାରେ ବୃଦ୍ଧାଙ୍କୁ ହତ୍ୟା, ଜଣେ ଗିରଫ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କୁମୁଣ୍ଡି ପଞ୍ଚାୟତ ଉରୁମୁଣ୍ଡା ଗ୍ରାମରେ ବୃଦ୍ଧାଙ୍କୁ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଜଣଙ୍କ ରତନୀ ଦେହୁରୀ ବୋଲି ଜଣାପଡ଼ିଛି । ସୂଚନାନୁସାରେ ସୋମବାର କିଛି ଯୁବକ ରତନୀଙ୍କ ଘରେ ପଶି ତାଙ୍କୁ କାଠ!-->…