Browsing Category

ଆଞ୍ଚଳିକ

ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ଭୟରେ ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ

ସୁନ୍ଦରଗଡ ୦୨/ ୦୪: ପଟୁଆଡିହି ହାଇସ୍କୁଲ ଦଶମ ଛାତ୍ରୀ ମୃତ୍ୟୁ ମାମଲା । ଭୟରେ ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ । ଛାତ୍ରୀ ମୃତ୍ୟୁକୁ ଭୟଭୀତ ଥିଲେ ସ୍କୁଲ ଛାତ୍ରଛାତ୍ରୀ । ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତ ଛାତ୍ରୀ ହେଉଛନ୍ତି…

ସମିତି ସଭ୍ୟଙ୍କୁ ଅଟକ ରଖିବା ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ 

ଛତ୍ରପୁର: ହୋଟେଲରେ ସମିତି ସଭ୍ୟଙ୍କୁ ଅଟକ ରଖିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖି ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ । କହିଲେ ସମିତି ସଭ୍ୟଙ୍କ ସୁରକ୍ଷା ପାଇଁ ପୋଲିସ ସଜାଗ ଥିଲେ । ସେମାନଙ୍କୁ ଅଟକ ରଖାଯାଇନି । ମାତ୍ର ଏପଟେ ସମିତି ସଭ୍ୟ ମାନେ ସେମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ…

କୂଅରୁ ଯୁବତୀଙ୍କ ମୃତଦେହ ଠାବ ଘଟଣା, ହତ୍ୟାକାରୀ ଗିରଫ

ଭଞ୍ଜନଗର ୦୨।୦୪ : ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା । ହତ୍ୟାକାରୀ ଯୁବକକୁ ଗିରଫ କଲା ପୋଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ଖବର ଅନୁଯାୟୀ, ଶୁକ୍ରବାର ବଡ଼ଗଡ଼ ଥାନା ଅନ୍ତର୍ଗତ ଖାରିଗୁମା ଗାଁର ଏକ କୂଅରୁ…

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ୨ ଶିକ୍ଷକ ଚାକିରିରୁ ବିଦା

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଦୁଇ ଶିକ୍ଷକଙ୍କୁ ଚାକିରିରୁ ଅବ୍ୟାହତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ମହୁଲପଙ୍ଖା ବିଦ୍ୟାଳୟର ସୌରଭମୟ ଆଚାର୍ଯ୍ୟ ଏବଂ ନାଟୋ ପଞ୍ଚାୟତ ହଳଦିଆସାହି ବିଦ୍ୟାଳୟର ମାନଶ୍ରୀ ନାଏକଙ୍କୁ ଚାକିରୀରୁ ବାହାର କରାଯାଇଛି । ୨୦୧୮ ମସିହାରୁ ଉୟଭ ଜାଲ…

୧୨ ସମିତି ସଦସ୍ୟଙ୍କୁ ପୋଲିସ ତାଲା ପକାଇଥିବା ଅଭିଯୋଗ

ଗଞ୍ଜାମ : ମାର୍ଚ୍ଚ ୧୨ ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ ଏକ ଉଚ୍ଚ ଡ୍ରାମା ଦେଖିବାକୁ ମିଳିଥିଲା ଯେତେବେଳେ ମତଦାନ ପୂର୍ବରୁ ୬ ଜଣ ସମିତି ସଦସ୍ୟ କୋଭିଡ -୧୯ ସଂକ୍ରମିତ ହୋଇଥିଲେ ଏବଂ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ କିଛି ଅଜ୍ଞାତ ସ୍ଥାନକୁ ସ୍ଥାନାନ୍ତର କରିଥିଲା। ଏବେ…

ଗୋଡ଼-ହାତ ବାନ୍ଧି ନେଇଗଲେ ୨୫ ଭରି ଅଳଙ୍କାର ଓ ନଗଦ ଟଙ୍କା

ରାୟଗଡ଼ା ୦୨।୦୪ : ବଡ଼ଧରଣର ଡକାୟତି । ରାୟଗଡ଼ା ସହରର ସାଇପ୍ରିୟା ନଗରରେ ହୋଇଛି ଏହି ବଡ଼ଧରଣର ଲୁଟ୍‌ ହୋଇଛି । ୨୫ ଭରିର ସୁନା ଅଳଙ୍କାର ସମେତ ରୁପା ଅଳଙ୍କାର, ୩୦ ହଜାର ଟଙ୍କା, ୪ଟି ମୋବାଇଲ୍‌ ଫୋନ୍‌ ଲୁଟି ନେଲେ ଲୁଟେରା । ଖବର ଅନୁଯାୟୀ, ସାଇପ୍ରିୟା ନଗରର ଏମ୍‌. ଭେଙ୍କେଟ ରାବନା ନାମକ…

ଯୁବକଙ୍କୁ ଗଳା କାଟିବା ଘଟଣାରେ ୩ ଗିରଫ

ଗଞ୍ଜାମ :ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳଦେଇପୁର ଗ୍ରାମ ବିଲମାଳରେ ଜନୈକ ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା ଘଟଣାରେ ପୋଲସରା ପୁଲିସକୁ ମିଳିଛି ସଫଳତା । ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉକ୍ତ ହତ୍ୟାକାଣ୍ଡର ସ୍କ୍ରିନ…

ବାଲେଶ୍ୱର ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ବିଭତ୍ସ ହତ୍ୟା, ସ୍ତ୍ରୀ ଗୁରୁତର

ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ଗାଁର ଏକ ବିଲରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ବାଲିଖଣ୍ଡ ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟର ଅବସରପାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ପତ୍ରି । ଗତକାଲି ବିଳମ୍ବିତ ରାତିରେ କିଛି…

ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ସୁନ୍ଦରଗଡ଼,: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ବଳିଦାନ ଦେଇଥିବା ମହାମନୀଷୀ ମାନଙ୍କୁ ସ୍ମରଣ କରି…

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବଲପୁର ଠାରେ ଉତ୍କଳ ଦିବସ ପାଳିତ…

ସମ୍ବଲପୁର:-- ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଉତ୍କଳ ଦିବସ ପାଳନ କରାଯାଇଛି l ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ଉପସଭାପତି ସୁମିତ ପଟେଲ ଏବଂ ସମ୍ପାଦକ ଚୁମନ ପ୍ରଧାନ ଙ୍କ ନେତୃତ୍ଵରେ ଆଜି…