Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ହିଞ୍ଜିଳିକାଟୁ : ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରୀୟ ଦଳ…
ହିଞ୍ଜିଳିକାଟୁ : ମଙ୍ଗଳବାର କେନ୍ଦ୍ରୀୟ ଦଳର ଏକ ଟିମ୍ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଥିଲେ । ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖି!-->…
ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିର ଦୁଇ ପୂର୍ବତନ କାଉନସିଲର ନିଲମ୍ବିତ
କନ୍ଧମାଳ,: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସ୍ପେଣ୍ଡ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ମ୍ୟୁନିସିପାଲର ୱାର୍ଡ ନ -୦୩ର ପୂର୍ବତନ କାଉନସିଲର ଭାଗବତ ବେହେରା ଏବଂ ୧୦ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଶ୍ରୀବଚ୍ଛ ବେହେରା ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ!-->…
କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଗାଡିକୁ ଦୁର୍ବୁତ୍ତ ଭାଙ୍ଗିଲେ
କନ୍ଧମାଳ,: କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଗାଡିକୁ କୌଣସି ଦୁର୍ବୁତ୍ତ ଗତ ରାତିରେ ଭାଙ୍ଗିଥିବା ଜଣାପଡିଛି । ପ୍ରକାଶ ଯେ, ଶ୍ରୀ ତ୍ରିପାଠୀ କନ୍ଧମାଳ ଜିଲା ଫୁଲବାଣୀରେ ପୌରପରିଷଦ ପ୍ରଚାର କରି ରାତିରେ ୬ନଂ. ୱାର୍ଡରେ!-->…
ଫୁଲବାଣୀ କୋର୍ଟ ପରିସରରେ ଓକିଲ ସଂଘର ଇ ଲାଇବ୍ରେରୀ ଉଦଘାଟିତ
ଫୁଲବାଣୀ : ଓଡ଼ିଶାର ୩୦ ଟି ଜିଲ୍ଲାରେ ଇ ଲାଇବ୍ରେରୀ ଉଦଘାଟିତ ହୋଇଯାଇଛି । ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆଇନଜୀବୀ ସଂଘର ଇ-ଲାଇବ୍ରେରୀର ଶୁଭ ଉଦଘାଟନ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭରଚୁର୍ଆଲ)!-->!-->!-->…
ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲାସ୍ତରୀୟ କର୍ମଶାଳା
ଫୁଲବାଣୀ : ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର ଓ ନିଉଷ୍ଟେସନ ଇଣ୍ଟେରନେସନାଲ ତଥା ବିଶ୍ୱ ନେଟୱର୍କ ଓଡ଼ିଶାର ମିଳିତ ସହାୟତାରେ କନ୍ଧମାଳ ସ୍ଥିତ ଜିଲ୍ଲା ପରିଷଦ ଭବନ ଠାରେ ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲା ସ୍ଥରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଜିଲ୍ଲାର ମୁଖ୍ୟ!-->…
ରାଜ୍ୟପାଳଙ୍କ ଆଦିଭୂମି ବଣ୍ଡା ଭୂମି ସୀତାକୁଣ୍ଡ ତୀର୍ଥସ୍ଥଳୀ ଗସ୍ତ
ମାଲକାନଗିରି : ମାଲକାନଗିରି ଖଇରପୁଟ, ରାଷ୍ଟ୍ରୀୟ କବି ସଂଗମ, ନୂଆଦିଲ୍ଲୀ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଶାଖା (ଓଡିଶା)ପକ୍ଷରୁ ଆୟୋଜିତ ରାମ ବନଗମନ ଆଧ୍ୟାତ୍ମିକ ଯାତ୍ରା ପରିପ୍ରେକ୍ଷୀରେ ଆଦିବାସୀ ଆଦିଭୂମି ମାଲକାନଗିରି ମାଟି ର ପବିତ୍ର ଭୂମି ମୁଦୁଲିପଡ଼ାର ସୀତାକୁଣ୍ଡ ଠାରେ!-->!-->!-->…
ସ୍ୱାମୀ ପରିତ୍ୟକ୍ତା ମାଳତୀ, ଆବାସ ଯୋଜନାରେ ଘରଟିଏ ପାଇବାରୁ ବଞ୍ଚିତ
ଦାରିଙ୍ଗବାଡି (୨୨/୦୩) : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ମହକୁମାର ସ୍ୱାମୀ ପରିତ୍ୟକ୍ତା ମାଳତୀ ମଲିକ ଦୀର୍ଘ ୧୦ ବର୍ଷ ବିତି ଯାଇଥିଲେବି ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଯୋଜନାରେ ଘରଟିଏ ନପାଇ, ହତାଶ ଓ ନିରାଶର ସହିତ ଝାଟି ମାଟିର କୁଡ଼ିଆ ଘରେ ଚଳି!-->!-->!-->…
ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି, ବିଡ଼ିଓଙ୍କୁ ଅଭିଯୋଗ କଲେ ପରପଙ୍କା ଗ୍ରାମବାସୀ
ଦାରିଙ୍ଗବାଡ଼ି(୨୨/୦୩) : ମନରେଗା ଯୋଜନାରେ ଦିନକୁ ଦିନ ଦୁର୍ନିତ ବଢ଼ିବାରେ ଲାଗିଛି। ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଦୁର୍ନୀତି କମିବାର ନାଁ ଧରୁନାହିଁ। କିନ୍ତୁ ବିଭାଗୀୟ ଅଧିକାରୀ ସବୁ ଜାଣିଶୁଣି ଚୁପ। ଏଭଳି ଏକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଦାରିଙ୍ଗବାଡ଼ି!-->!-->!-->…
ଶିଶୁମିତ୍ର ପଞ୍ଚାୟତ ଗଠନ ଉପରେ ଗୁରୁତ୍ଵ ଦେଲେ ଜିଲ୍ଲାପାଳ
ନବରଙ୍ଗପୁର (୨୨ / ୦୩) : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ!-->!-->!-->…
ନବରଙ୍ଗପୁର ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ଉଦ୍ଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର
ନବରଙ୍ଗପୁର : ଓଡ଼ିଶାର ୩୦ ଟି ଜିଲ୍ଲା ସହ ନବରଙ୍ଗପୁର, କୋରାପୁଟ ଓ ରାଉରକେଲା ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ର ଶୁଭ ଉଦଘାଟନ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭର୍ଚୁଆଲ) ଜରିଆରେ କରିଛନ୍ତି । ଜିଲ୍ଲା!-->!-->!-->…