Browsing Category

ଆଞ୍ଚଳିକ

ପର୍ତ୍ତମାହା ଗୁମ୍ଫାରେ ମା” ମେରୀଙ୍କ ପର୍ବ ପାଳନ

ଦାରିଙ୍ଗବାଡି (୫/୩) : ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ଗ୍ରାମସ୍ଥ ମା'ମେରୀଙ୍କ ଦର୍ଶନ ଗୁମ୍ଫାରେ ମା'ମେରୀଙ୍କ ପର୍ବ ପାଳନ ହୋଇଯାଇଛି । କଟକ ଭୁବନେଶ୍ୱର ମହା ଧର୍ମ ପ୍ରଦେଶର ଭିକାରୀ ଜେନେରାଲ ଫା. ପ୍ରଦର୍ଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ମହା ଦିବ୍ୟଯଜ୍ଞ ଓ ପ୍ରାର୍ଥନା ଉତ୍ସର୍ଗ…

ଟିକାବାଲି ପ୍ରାଥମିକ ଶିକ୍ଷକସଂଘର ବାର୍ଷିକ ଉତ୍ସବ ପାଳିତ

ଟିକାବାଲି (୫/୩) ଟିକାବାଲି ବ୍ଲକର ବୁର୍ବିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦିନ 10 ଘଣ୍ଟିକା ସମୟରେ ଟିକାବାଲି ପ୍ରାଥମିକ ଶିକ୍ଷକସଂଘର ବାର୍ଷିକ ଉତ୍ସବ ଏବଂ ପଞ୍ଚାୟତରାଜ ଦିବସ ପାଳନ କରାଯାଇଛି | ମଞ୍ଚ ପରିଚାଳକ ଦାୟିତ୍ୱ ଉପସଭାପତି ଶ୍ରୀ ପବିତ୍ର କୁମାର ସାହୁ ସଂଘ ର ସମସ୍ତ…

ମାଲକାନଗିରି (୫/୩) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ ଅଣ୍ଡ୍ରାହାଲ ପଞ୍ଚାୟତର ବଣ୍ଡାଘାଟି ଠାରେ BSF IG ଶ୍ରୀ ସତୀଶ ଚନ୍ଦ୍ର ବୁଡାକୋଟି , କୋରାପୁଟ DIG ଶ୍ରୀ ମଦନ ଲାଲ, 65 BSF ବଟାଲୀୟନ କମଣ୍ଡିଙ୍ଗ ଅଫିସର ଶ୍ରୀ TN Reddy ଙ୍କ ତତ୍ୱାବଧାନରେ ଏକ ବିଶାଳ ମାଗଣା…

ଖଲ୍ଲିକୋଟ ରେ ବିଜୁଜୟନ୍ତୀ ପାଳିତ

ଖଲ୍ଲିକୋଟ ( ୫/୩) ଖଲ୍ଲିକୋଟ ବିଜୁ ଜନତା ଦଳ ତରଫରୁ ରାଣୀ ସାହେବାଙ୍କ ନିର୍ମଳଝରସ୍ଥିତ ବାସଭବନ ପରିସର ରେ ପ୍ରବାଦ ପୁରୁଷ ବିଜୁ ପଟନାୟକ ଙ୍କ ୧୦୨ ତମ ଜନ୍ମ ଜୟନ୍ତୀ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ ଙ୍କ ଅଧକ୍ଷ ତା ରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଜୟନ୍ତୀ ସଭା ରେ ଖଲ୍ଲିକୋଟ…

ବିଜୁ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ପାଳିତ

ହିଞ୍ଜିଳିକାଟୁ (୫/୩) : ହିଞ୍ଜିଳି ପୌରପରିଷଦ ବିଜୁ ଜନତା ଦଳ ଓ ବ୍ଳକ ଵିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ, କଳିଙ୍ଗର ବରପୁତ୍ର ତଥା ମହାନ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ଶନିବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ପୌରଂଚଳ…

ଦାରିଙ୍ଗବାଡ଼ିରେ ବିଦ୍ୟୁତ ବିଭାଗ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ଅଭିଯାନ

ଦାରିଙ୍ଗବାଡ଼ି (୦୫/୦୩) : ଦାରିଙ୍ଗବାଡ଼ି ଟାଟା ପାୱର ବିଦ୍ୟୁତ ବିଭାଗ ପକ୍ଷରୁ ୫୧ ତମ ଜାତୀୟ ସୁରକ୍ଷା ସପ୍ତାହ ଅଭିଯାନ ଓ ଲାଇନମ୍ୟାନ ଡେ କାର୍ଯ୍ୟକ୍ରମ ଡୁଲୁରି ପାଇନ ବଣରେ ଆୟୋଜନ ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମ ୪ ମାର୍ଚ୍ଚ ରୁ ୧୧ ମାର୍ଚ ପର୍ଯ୍ୟନ୍ତ ସପ୍ତାହ ଧରି ପାଳନ ହେବ । ଏହି…

ସୋର ଉପ କାରାଗାରରେ ବିଷ ପିଇଲେ ବିଚରାଧୀନ କଏଦୀ

ସୋର : ପୁଣି ବିବାଦରେ ସୋର ଉପ କାରାଗାର । କିଛି ମାସ ତଳେ ଜେଲ ଭିତରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ବେଳେ ପୁଣି ଆଜି ଆଉ ଜଣେ ବିଚାରାଧୀନ କଏଦି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ତେବେ କଏଦୀ ଜଣକ କାହିଁକି ଓ କଣ ଖାଇଥିବା ସ୍ପଷ୍ଟ ଭାବେ ଜଣାପଡିନଥିବା ବେଳେ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର ଆଣ୍ଡ ବି ଜେଇ

ଭିଜିଲାନ୍ସ ଜାଲରେ ଜେଇ । ଆର ଆଣ୍ଡ ବି ଜେଇ ଭାବେ କାର୍ଯ୍ୟରତ ଧୃବାନନ୍ଦ ରାଉତ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କଟକ ବଡ ମେଡିକାଲରେ ଏକ କାର୍ଯ୍ୟର ବିଲ ପାସ୍‌ କରାଇଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଧ୍ରୁବାନନ୍ଦ ।…

ସାନଭାଇକୁ ହତ୍ୟା କଲା ବଡ଼ଭାଇ

ବଲାଙ୍ଗୀର: ଭାଇ ହେଲା ଭଗାରି। ରକ୍ତ ସଂପର୍କର ସାନଭାଇକୁ ହତ୍ୟା କଲା ବଡ଼ଭାଇ। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ସହର ଚମାରପଡାରେ।ସୂଚନା ଅନୁଯାୟୀ, ଯୋଶେଫ ରୋହିଦାସ ଗତକାଲି ମଦପିଇ ବଡ଼ଭାଇ ରାଜୀନଙ୍କୁ ଗାଲିଗୁଲଜ କରୁଥିଲେ। ହଠାତ ବଡଭାଇ ରାଜୀନ ରାଗିଯାଇ ସାନଭାଇ ଯୋଶେଫଙ୍କ ତଣ୍ଟିଚିପି…

ଭୁବନେଶ୍ୱରରେ ମହିଳାଙ୍କୁ ଅସଦାଚରଣ ନେଇ ଅଭିଯୋଗ, ଥାନାରେ ମାମଲା

ଭୁବନେଶ୍ୱର: ଭଣ୍ଡ ସାରଥୀ ପରି ଭୁବନେଶ୍ୱରରେ ଜଣେ ଭଣ୍ଡ ବାବା ଥିବାର ଅଭିଯୋଗ ଆଣିଛି ଓଡ଼ିଶା ନ୍ୟାୟ ମଞ୍ଚ । ଅଭିଯୋଗ କରିଛି, ଖଣ୍ଡଗିରି ଡୁମୁଡୁମାର ରଘୁନାଥନଗରରେ ଏକ ମଠ ଚଳାଇବା ନାଁରେ ସରକାରୀ ଜମି ମାଡି ବସିଛନ୍ତି । ନିଜ ଅପରାଧ ସାମ୍ରାଜ୍ୟ ଗଢ଼ୁଛନ୍ତି । ଏମିତିକି ତାଙ୍କ ନାଁରେ ମହିଳା…