Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କୋରାପୁଟରେ ଅତିଶୀଘ୍ର ଆରମ୍ଭ ହେବ ଭିଷ୍ଟାଡମ୍ କୋଚ : ପ୍ରକୃତିକୁ ଉପଭୋଗ କରିବେ ପର୍ଯ୍ୟଟକ…
କୋରାପୁଟ: କୋରାପୁଟ ଦେଇ ଅତି ଶୀଘ୍ର ଚାଲିବ ଭିଶ୍ଟାଡମ୍ କୋଚ(ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବଡ ବଡ କାଚ ଲାଗିଥିବା କୋଚ) । ଏ ନେଇ ରେଲୱେ ଡିଆରଏମ ଅନୁପ କୁମାର ଶତପଥୀ ସୂଚନା ଦେଇଛନ୍ତି । ଆଜି ଅନୁପ କୋରାପୁଟ ଅଞ୍ଚଳ ଗସ୍ତ କରି ବିଭିନ୍ନ ରେଳଷ୍ଟେସନରେ ଥିବା ସମସ୍ୟା ଓ!-->!-->!-->…
ଧାନ କିଣାରେ ଅବହେଳା ଯୋଗୁଁ ୧୩ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
ଛତ୍ରପୁର : ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବହେଳା ତଥା ଅସହଯୋଗ କରୁଥିବା ୧୩ ଜଣ ମିଲର ଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଚାଷୀଙ୍କ ଧାନ କିଣିବା ପାଇଁ ଟ୍ୟାକ୍ ହୋଇଥିବା!-->!-->!-->…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ବାଲିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ବାଲିଗୁଡା ପଞ୍ଚାୟତ ସମିତିରେ ଆଗାମୀ ପଞ୍ଚାୟତ ନିର୍ବାଚନ ଚଳିତ ମାସ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ l ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l
ଏହି ପରିପ୍ରେକ୍ଷୀରେ!-->!-->!-->…
ହିଜାବ ପିନ୍ଧି ଶିକ୍ଷାନୁଷ୍ଠାନ ଆସିବାକୁ ଛାତ୍ରୀଙ୍କ ଜିଦ, ଘୁଞ୍ଚିଲା ସ୍କୁଲ, କଲେଜ ଖୋଲିବା ତାରିଖ
ବେଙ୍ଗାଲୁରୁ: ଥମିବା ନାଁ ଧରୁନି ହିଜାବ ଝଡ଼ । ଏହାକୁ କେନ୍ଦ୍ର କରି ସ୍କୁଲ, କଲେଜରେ ଉତ୍ତେଜନା ଦେଖାଦେବାରୁ ପୁଣି ଥରେ ଘୁଞ୍ଚିଛି ଶିକ୍ଷାନୁଷ୍ଠାନ ଖୋଲିବା ତାରିଖ । ଗତ ୮ ତାରିଖରୁ କର୍ଣ୍ଣାଟକ ସରକାର ୩ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିଦେଇଥିଲେ। ଇତି ମଧ୍ୟରେ ୫ ଦିନ!-->…
ଜିଲ୍ଲା କଂଗ୍ରେସ କମିଟି କନ୍ଧମାଳ ପକ୍ଷରୁ ୨୦୨୨ ପଞ୍ଚାୟତ ନିର୍ବାଚନ ଇସ୍ତାହାର ଉନ୍ମୋଚିତ
ଫୁଲବାଣୀ (୧୨/୦୨) : ଜିଲ୍ଲା କଂଗ୍ରେସ କମିଟି କନ୍ଧମାଳ ପକ୍ଷରୁ ୨୦୨୨ ପଞ୍ଚାୟତ ନିର୍ବାଚନ ଇସ୍ତାହାର ସ୍ଥାନୀୟ ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ଠାରେ ଉନ୍ମୋଚିତ ହୋଇଯାଇଛି । ଏ ନେଇ ଜ଼ିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ!-->!-->!-->…
ବଢିଲା ପୋଲିସର ଚିନ୍ତା : ପୁଣି ପୋଷ୍ଟର ବ୍ୟାନର ଜାରିକଲା ମାଓ ସଙ୍ଗଠନ, ବ୍ୟାନର ମାଧ୍ୟମରେ ଭୋଟ ବର୍ଜନ ପାଇଁ…
ବାଲିଗୁଡ଼ା,: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମାଓ ସଙ୍ଗଠନ କନ୍ଧମାଳ ଜିଲ୍ଲାରେ ସେତିକି ସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି । ଶନିବାର ପୁଣି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ରଡ଼ିଗୁମା ସ୍କୁଲ ଅଞ୍ଚଳରେ ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୋଷ୍ଟର ବ୍ୟାନର!-->…
କୋଟିଆ ଭୋଟରଙ୍କୁ ଜଙ୍ଗଲ ଜମିପଟ୍ଟା ବାଣ୍ଟୁଛି ଆନ୍ଧ୍ର : ଓଡିଶା ପ୍ରଶାସନ ନିରବ ଦ୍ରଷ୍ଟା…!
କୋରାପୁଟ: କୋଟିଆ ପଞ୍ଚାୟତର 21ଟି ଗାଁ ମଧ୍ୟରୁ ଫଗୁଣସିନେରି, ଫାଟୁସିନେରି, ଡୋଲିଆମ୍ବ, କୋନାଦରା, ସଲପଗୁଡା, କୋଟିଆ, ମାଡକାର ପ୍ରଭୃତି ଅଞ୍ଚଳରେ ଏକ ଭିନ୍ନ ପ୍ରୟାସ ଦେଖିବାକୁ ମିଳିଛିି । 200 ଲୋକଙ୍କୁ ସଲପଗୁଡ଼ା ଠାରେ ଏକାଠି କରି ଆଜି ଆନ୍ଧ୍ରପ୍ରଦେଶ ରାଜ୍ୟ ଆଦିବାସୀ ଆଇନ!-->!-->!-->…
ମାଳିପର୍ବତ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଉପରେ ହାଇକୋର୍ଟଙ୍କ ରହିତାଦେଶ…
କୋରାପୁଟ: ପଟାଙ୍ଗୀ ତହସିଲ ଅନ୍ତର୍ଗତ କଙ୍କଡ଼ାମ୍ବ ଠାରେ ହିଣ୍ଡାଲକୋ ଦ୍ବାରା ଖଣି ଖନନର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣୀ କରାଯାଇଥିବା ବେଳେ ଓଡ଼ିଶା ହାଇକୋର୍ଟ ପରିବେଶ ମଞ୍ଜୁରୀ ନିଷ୍ପତ୍ତି ଉପରେ ରହିତାଦେଶ ଦେଇଛି ।ମାଳିପର୍ବତ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଉପରେ!-->!-->!-->!-->!-->…
ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟିଆରେ ପୋଲିସର ଫ୍ଲାଗମାର୍ଚ୍ଚ : କହିଲେ ନିର୍ଭୟରେ ଭୋଟ ଦିଅ…
କୋରାପୁଟ: କୋଟିଆରେ ନିର୍ବାଚନୀ ତାତି । ଅବାଧ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ଆଜି(ଶୁକ୍ରବାର) କୋରାପୁଟ ଜିଲ୍ଲା ପୋଲିସ ଦ୍ବାରା କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗମାର୍ଚ୍ଚ ସମୟରେ ଗ୍ରାମବାସୀଙ୍କୁ ନିର୍ଭୟରେ ଭୋଟ ଦେବା ପାଇଁ ଉତ୍ସାହିତ!-->!-->!-->…
କନ୍ଧମାଳ ଗ୍ରସ୍ତରେ ପୋଲିସ ଡିଜି : ମାଓ ଦମନ ପାଇଁ ହେବ ସ୍ଵତନ୍ତ୍ର ରଣନୀତି…
ଫୁଲବାଣୀ:-ନୂଆ ଡିଜିଙ୍କୁ ମାଓ ଚିନ୍ତା । ମାଓ ଦମନ ପାଇଁ ହେବ ସ୍ଵତନ୍ତ୍ର ରଣନୀତି । ଆଜି ନୂତନ ପୋଲିସ ଡିଜି ସୁନୀଲ ବଂସଲ କନ୍ଧମାଳ ଗ୍ରସ୍ତ କରି ମାଓ ଦମନ ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ଦକ୍ଷିଣାଞ୍ଚଳ ଡିଆଇଜି ଓ ପଶ୍ଚିମଞ୍ଚଳ ଡ଼ିଆଇଜି ଯୋଗ ଦେବା ସହ ମାଓ ଅଧୁଷ୍ଟିତ!-->!-->!-->…