Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ତୁମ୍ବାର୍ଲିଗୁଡ଼ା ରାସ୍ତାରେ ଭୂତ ଯିବାକୁ ଭୟ କରୁଛି…..!
ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ ବାବୁ ମାନେ ଗୁହାରି ଶୁଣିବାକୁ ଅମଙ୍ଗ….ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ପଞ୍ଚାୟତର ସଦର ଯିବା ବାଟରୁ ନାୟକ ବାବୁ ଘର ଠାରୁ ତୁମ୍ବାର୍ଲିଗୁଡ଼ାକୁ ଯାଇଥିବା ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଭୂତ ଯିବାକୁ ଭୟ!-->…
ବିପର୍ଯ୍ୟୟ ପରିଚାଳନା କ୍ଷମତା ନିର୍ମାଣ ପ୍ରଶିକ୍ଷଣ ଶିବିର…
ମାଲକାନଗିରି, ୧୨/୯/୨୫: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟ ରେ ଜିଲ୍ଲା ଜରୁୀକାଳୀନ ବିଭାଗ ଦ୍ୱାରା କାଲିମେଳା, ମାଥିଲି ଓ କୋରକୁଣ୍ଡା ବ୍ଲକ୍ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ( ପିଇଓ) ଙ୍କ ପାଇଁ ଦୁଇ ଦିନିଆ ବିପର୍ଯ୍ୟୟ ପରିଚାଳନା ତଥା କ୍ଷମତା ନିର୍ମାଣ!-->…
ଟୀକା ନେଇ ଚାଲିଗଲା ଝିଅର ଜୀବନ, ଅଭିଯୋଗକୁ ଖଣ୍ଡନ କଲେ କାଲିମେଳା ସ୍ବାସ୍ଥ୍ୟ ଅଧିକାରୀ
ମାଲକାନଗିରି କାଲିମେଳା,୧୧|୯ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତୁମକିମାଡକା ଗ୍ରାମରେ ଜଣେ ୪ ମାସର ଶିଶୁ କନ୍ୟା ଟୀକା ନେବାରୁ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅପର ପକ୍ଷରେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି କାଲିମେଳା ଗୋଷ୍ଠୀ!-->!-->!-->…
ରାଜ ସୁନାଖଳାକୁ ଏନ.ଏ.ସି ମାନ୍ୟତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନୟାଗଡ଼,୧୦/୯(ନିସର୍ତ ନ୍ୟୁଜ୍): ନୟାଗଡ଼ ଜିଲ୍ଲା, ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତକୁ ଏନ.ଏ.ସି ମାନ୍ୟତା ପାଇଁ ଏକ ଜରୁରୀ ବୈଠକ ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ଆବାହକତ୍ୱରେ ରାଜସୁନାଖଳା ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି!-->…
ବ୍ରହ୍ମପୁରରେ ଅବକାରୀ ପୋଲିସର ବଡ଼ ଧରଣର ଚଢ଼ାଉ : ୧୪୨ ଗ୍ରାମ ବ୍ରାଉନସୁଗାର ଜବତ, ମା-ପୁଅଙ୍କ ସମେତ ୪ ଗିରଫ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଅବକାରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। 'ଅପରେସନ ପ୍ରହାର' ଅନ୍ତର୍ଗତ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ!-->!-->!-->…
ଖଲିକୋଟ ଘାଟିରେ ୫୫ କିଲୋଗ୍ରାମ ଗଞ୍ଜେଇ ଜବତ, ୬ ଗିରଫ…
ବ୍ରହ୍ମପୁର :କନ୍ଧମାଳରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଖଲିକୋଟ ଘାଟି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି। ୫୫ କିଲୋଗ୍ରାମ ଗଞ୍ଜେଇ ସହିତ ତିନୋଟି ଚାରି ଚକିଆ ଯାନ, ଗୋଟିଏ ବାଇକ୍ ଏବଂ ଆଠଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।!-->!-->!-->…
ଆସିକାକୁ ଋଷିକୂଲ୍ୟା ଜିଲ୍ଲା ଦାବିରେ ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ…
ଋଷିକୂଲ୍ୟା ଜିଲ୍ଲା ଦାବୀ ହେବାର ୩୨ ବର୍ଷ ବିତିଲାଣି…..!
ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲାର ଆସିକାକୁ ଋଷିକୂଲ୍ୟା ଜିଲ୍ଲା ଦାବିରେ ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉପଜିଲ୍ଲାପାଳ ମାଧ୍ୟମ ରେ ଦାବି ପତ୍ର ପ୍ରଦାନ।ଆସିକା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ!-->!-->!-->…
ଗୋଷ୍ଠୀସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ସପ୍ତାହ ଆୟୋଜିତ
କୋଟପାଡ଼ : କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଳକଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ ଶ୍ରୀ ବାଞ୍ଛାନିଧି ହରିଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।!-->!-->!-->…
ଓଡ଼ିଶା ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତ : ଛାତ୍ରୀମାନଙ୍କ ପାଇଁ ରକ୍ତହୀନତା ଓ ଦୃଷ୍ଟି ସମସ୍ୟା ଉପରେ ସଚେତନତା ଓ…
ମାଲକାନଗିରି : ଓଡ଼ିଶାର ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟି ଦିନିକିଆ ମାଲକାନଗିରି ଗସ୍ତରେ ଆସି ମୁଦୁଲିପଡ଼ା ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଦେଖା ଯାଉଥିବା ରକ୍ତ ହୀନତା ଓ ଦୃଷ୍ଟି ଜନିତ ସମସ୍ୟା ଉପରେ ସଚେତନ!-->!-->!-->…
ଟାଟା ସ୍ୱେଚ୍ଛାସେବୀ ସପ୍ତାହ ଉପଲକ୍ଷେ ଟିପିଏସ୍ଓଡିଏଲ୍ ପକ୍ଷରୁ ଡିଜିଟାଲ ସାକ୍ଷରତା ଅଭିଯାନ
ଗଞ୍ଜାମ ଓ କୋରାପୁଟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ଉପଭୋକ୍ତା ସଂପ୍ରଦାୟ ସାମିଲ
ବ୍ରହ୍ମପୁର : ଟାଟା ସେଚ୍ଛାସେବୀ ସପ୍ତାହ ଉପଲକ୍ଷେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମର ରଙ୍ଗେଇଲୁଣ୍ଡା ବ୍ଲକସ୍ଥିତ କମଳାପୁର!-->!-->!-->!-->!-->…