Browsing Category

ଆଞ୍ଚଳିକ

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ ୧୧/୨ : ଘରୋଈ ବସ ମାଲିକ ସଂଘ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ଵସ ଟର୍ମିନାଲ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ସ୍ଥାନୀୟ ଅଞ୍ଚଳର ୮୫ ଜଣ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା।

ଗଡିଲା ଶ୍ରମିକ ସଚେତନତା ରଥ

ଛତ୍ରପୁର, : ଆଜି ଠୁ ଗଡିଲା ଶ୍ରମିକ ସଚେତନତା ରଥ,ଏହି ରଥ ଏକ ମାସ ଧରି ଛତ୍ରପୁର ଶ୍ରମ ବିଭାଗ ଅଧିନରେ ଥିବା ସମସ୍ତ ଅଂଚଳ ବୁଲି ଲୋକଙ୍କୁ ସଚେତନତା କରାଇବ । ଅଣ ସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଓଡିଶା ସରକାରଙ୍କ ପ୍ରାଥମିକତା । ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ କଣ ସବୁ ସୁବିଧା ପାଇବେ

ସୁରକ୍ଷିତ ଇଣ୍ଟରନେଟ୍ ଦିବସ ସଚେତନତା କର୍ମଶାଳା

ମାଲକାନଗିରି : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ଉପରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଅଛି I ଏଥିରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଓ

ଶ୍ରମିକଙ୍କ ସମସ୍ୟା ସମାଧାନ ଦାବି : ଜ଼ିଲାପାଳଙ୍କୁ ମନରେଗା ଶ୍ରମିକ ୟୁନିଅନର ସ୍ମାରକପତ୍ର

ଛତ୍ରପୁର : ଓଡିଶା ମନରେଗା ଶ୍ରମିକ ୟୁନିଅନ ଗଞ୍ଜାମ ଜିଲା କମିଟି ପକ୍ଷରୁ ମନରେଗା ଶ୍ରମିକଙ୍କ ହାତକୁ କାମ, ସର୍ବନିମ୍ନ ମଜୁରୀ ଏବଂ ସମସ୍ତ ଅଧିକାରକୁ ପ୍ରଦାନ କରିବା ସଂପର୍କରେ ଏକ ଦାବିପତ୍ର ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି। ଦାବି ଗୁଡିକ

ହଳଦିଆ ପଦର ଆକ୍ରମଣ ଘଟଣାର ନିନ୍ଦା

ମନ୍ତ୍ରୀଙ୍କ ଚାପରେ ବିଜେଡି କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ବ୍ରହ୍ମପୁର : ଗତ ଶୁକ୍ରବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ହଲଦିଆପଦର ଅଞ୍ଚଳରେ ଆତଙ୍କ ଖେଳାଇଦେବା ସହିତ ଦୁଇ ବିଜେପି କର୍ମୀ ଏବଂ ତିନିଜଣ ବ୍ୟବସାୟୀଙ୍କୁ ଆକ୍ରମଣ

ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ : ଜୀବନ ଓ ସମୟ ମଣିଷର ଶ୍ରେଷ୍ଠ ଗୁରୁ

ମାଲକାନଗିରି, ୧୦/୨: ମାଲକାନଗିରି ଜିଲ୍ଲା ଏସ ତଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ଏମଭି ୧୬ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷକ ସଂଘ ସଭାପତି ତାରକ ମଣ୍ଡଳ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମାଲକାନଗିରି

ତାରା ତାରିଣୀର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍

• ଯାତ୍ରୀଙ୍କ ପାଇଁ ଗୁଣାତ୍ମକ ବିଜୁଳି ସେବା• ସୁରକ୍ଷିତ ଭରସାଯୋଗ୍ୟ ବିଜୁଳି ଯୋଗାଣ ଉପରେ ଗୁରୁତ୍ବ• ୭୮ ଟି ନୂଆ ବିଦ୍ୟୁତ ଖୁଣ୍ଟ ଏବଂ ୮,୧୯୦ ମିଟର ଇନସୁଲେଟେଡ୍ କଣ୍ଡକ୍ଟର ସ୍ଥାପନ• ପ୍ରକଳ୍ପ ମୂଲ୍ୟ ୭୭ ଲକ୍ଷ ଟଙ୍କାରୁ ଅଧିକ ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଗୋଷ୍ଠୀ ପ୍ରଶିକ୍ଷଣ କର୍ମଶାଳା ଗ୍ରାମ୍ୟ

ହିଞ୍ଜିଳିକାଟୁ ୧୦/୨ : ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା ପକ୍ଷରୁ ସୋମବାର ହିଞ୍ଜିଳିକାଟୁ ବ୍ଲକ ସଭାଗୃହରେ ପଞ୍ଚାୟତ ସ୍ତରରେ କାର୍ଯ୍ୟ ରତ ଏମବିକେମାନଙ୍କୁ ପାନୀୟ ଜଳର ଗୁଣବତ୍ତା ପରୀକ୍ଷା ପାଇଁ ତାଲିମ ପ୍ରଦାନ କରାଯାଇଛି। ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ଦାସ ଙ୍କ ସହ

ହାଇଦ୍ରାବାଦରେ ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା ଉଦଯାପିତ

ହାଇଦ୍ରାବାଦ : ହାଇଦ୍ରାବାଦ ହାଇଟେକ ସିଟି ସିଲପରମମ ଠାରେ ସ୍ୱାଭିମାନୀ ଓଡ଼ିଆ ମହିଳା ମଣ୍ଡଳ ପକ୍ଷରୁ ଶୁକ୍ରବାର ଠାରୁ ୩ ଦିନ ବ୍ୟାପି "ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ, ଶିଶୁ ମେଳା ୨୦୨୫ " ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଯାହା ଓଡ଼ିଶାର ସ୍ପନ୍ଦନଶୀଳ ସଂସ୍କୃତିର ଏକ ରୋମାଞ୍ଚକର

ଅଫିସ ଆସିକାରେ ବାବୁ ବ୍ରହ୍ମପୁର ରେ ଏଭଳି ଅବସ୍ଥାରେ ବିଜ୍ଞାପିତ ଅଞ୍ଚଳ ପରିଷଦ …..!

ସାଧାରଣ ଜନତା ହନ୍ତସନ୍ତ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ସବୁବେଳେ ବ୍ରହ୍ମପୁର ଯାତାୟାତ କରୁଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ବାବୁ ବ୍ରହ୍ମପୁର କୁ ଯିବା ଆସିବା ଯୋଗୁଁ କାର୍ଯ୍ୟାଳୟ ରେ ଠିକ ସମୟରେ