Browsing Category

ଆଞ୍ଚଳିକ

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଧର୍ଷଣକାରୀ କଂଗ୍ରେସ ଦଳ ବିରୁଦ୍ଧରେ ପ୍ରତିବାଦ

ଧର୍ଷଣକାରୀକୁ ପ୍ରୋତ୍ସାହନ ଦେଉଥିବା ପିସିସି ସଭାପତି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେକି ? ବ୍ରହ୍ମପୁର : ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ "ପ୍ରତିବାଦ ସଭା ସହ ବିକ୍ଷୋଭ" ପ୍ରଦର୍ଶନ ହୋଇଯାଇଛି । ଧର୍ଷଣକାରୀ

ମାଲକାନଗିରି ମହିଳା ମହାବିଦ୍ୟାଳୟରେ ଆଇନ ସଚେତନତା ଅନୁଷ୍ଠିତ

ମାଲକାନଗିରି : ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

ବଣାଇଁ ବନ ବିଭାଗର ନିଆରା ପ୍ରୟାସ : ପଥପ୍ରାନ୍ତ ନାଟକ ମାଧ୍ୟମରେ ହାତୀ ଉପଦ୍ରବ ଅଞ୍ଚଳରେ ସଚେତନତା

ବଣାଇଁ : ଆମେ ସମସ୍ତେ ଜାଣୁ ଯେ ହାତୀ ଉପଦ୍ରବ ଏକ ମନୁଷ୍ୟକୃତ୍ୟ ସମସ୍ୟା ଏବଂ ଏହି ସମସ୍ୟାକୁ ଆମେ ହିଁ ସମାଧାନ କରିପାରିବା । ଜଙ୍ଗଲର ଅବକ୍ଷୟ ,ବାସସ୍ଥଳୀ ଧ୍ଵଂସ ଏବଂ ଖାଦ୍ୟ ନ ମିଳିବା ଆଦି କାରଣରୁ ହାତୀ ଅନେକ ସମୟରେ ମନୁଷ୍ୟଙ୍କ ଘରଦ୍ବାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।

ବୋଲବମ୍‌ ଭକ୍ତଙ୍କୁ ନେଇ ଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ : ୧୨ ଜଣ କାଉଡିଆ ଆହତ ,୩ ଗୁରୁତର

ହିଞ୍ଜିଳିକାଟୁ : ବୋଲବମ୍‌ ଭକ୍ତଙ୍କୁ ନେଇ ଯାଉଥିବା ଗାଡି ରବିବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପଡା ଗ୍ରାମ କାଳୀ ମନ୍ଦିର ନିକଟରେ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୧ ଜଣ କାଉଡିଆ ଆହତ ସୋଇଥିବାବେଳେ ୩ଗୁରୁତର ହୋଇଛନ୍ତି । ଆହତମାନଙ୍କୁ

ସ୍ୱଚ୍ଛ ଉମରକୋଟ ପାଇଁ ଯୁବପିଢ଼ିର ସଂକଳ୍ପ: ସଫେଇ ଅଭିଯାନରେ ସାମିଲ ହେଲେ ବୁଦ୍ଧିଜୀବୀ ଓ ପ୍ରଶାସନ

ଉମରକୋଟ, ୨୦/୦୭: ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଏକ ପ୍ରେରଣାଦାୟୀ ପଦକ୍ଷେପ ଦେଖିବାକୁ ମିଳିଛି। "କଳିଙ୍ଗ ୨୪ ନ୍ୟୁଜ୍" ଏବଂ ଉମରକୋଟ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ବୃହତ ସଫେଇ କାର୍ଯ୍ୟକ୍ରମରେ

ଅବକାରୀ ବିଭାଗକୁ ସଫଳତା : ସାଦରାମ ଓ କୋଡିଗନ୍ଦୀ ଜଙ୍ଗଲ ରୁ ୮୪୪ କେଜି ଗଞ୍ଜେଇ ଜବତ

ମାଲକାନଗିରି : ଶନିବାର ଦିନ ଏକ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଅବକାରୀ ବିଭାଗ ତରଫରୁ ଯୋଡ଼ାଆମ୍ବ ଥାନା ଅନ୍ତର୍ଗତ ସାଦରାମ ଓ କୋଡିଗନ୍ଦୀ ଜଙ୍ଗଲ ରୁ ୮୪୪ କେଜି ଗଞ୍ଜେଇ ଜବତ କରାଯାଇଛି ଯାହାର ଆନୁମାନିକ

ଚିତ୍ରକୋଣ୍ଡାରେ ‘ମା’ଙ୍କ ନାମରେ ଗଛଟିଏ’ : ସାମ୍ବାଦିକ ସଂଘର ସବୁଜ ସଂକଳ୍ପ

ଚିତ୍ରକୋଣ୍ଡା: ମାତୃତ୍ୱକୁ ସମ୍ମାନ ଏବଂ ପରିବେଶ ସୁରକ୍ଷାର ଏକ ମହତ ଉଦ୍ଦେଶ୍ୟ ନେଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ 'ମା'ଙ୍କ ନାମରେ ଗଛଟିଏ' ଶୀର୍ଷକରେ ଏକ ସ୍ୱତନ୍ତ୍ର

ସୁସ୍ଥ ପଞ୍ଚାୟତ ଗଠନ ଲକ୍ଷ୍ୟ: ମାଲକାନଗିରିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତିନିଦିନିଆ ତାଲିମ ପ୍ରଦାନ

ମାଲକାନଗିରି, ୨୦/୦୭: ଏକ ସୁସ୍ଥ ଓ ସଚେତନ ପଞ୍ଚାୟତ ଗଠନ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ତତ୍ତ୍ୱାବଧାନରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା

ଉଦଘାଟନର ମାସେ ନପୁରୁଣୁ ଭୁଶୁଡ଼ିଲା JMFC କୋର୍ଟର କୋଟି ଟଙ୍କାର ପାଚେରୀ, ନିମ୍ନମାନର କାମ ଅଭିଯୋଗ

ବିରମିତ୍ରପୁର: ନିର୍ମାଣର ମାତ୍ର ଏକ ମାସ ପରେ ଭୁଶୁଡ଼ି ପଡ଼ିଛି ବିରମିତ୍ରପୁର JMFC (ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଫାଷ୍ଟ୍ କ୍ଲାସ୍) ସିଭିଲ୍ କୋର୍ଟର ନବନିର୍ମିତ ପାଚେରୀ। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଏହି ପାଚେରୀର ୧୦୦ ମିଟରରୁ ଅଧିକ ଅଂଶ ଗତ ଦୁଇ ଦିନର ଲଗାଣ

କଲ୍ୟାଣସିଂହପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ବୈଠକ: ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

କଲ୍ୟାଣସିଂହପୁର/ରାୟଗଡ଼ା, ତା: ୨୦/୦୭/୨୫: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ "ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍", କଲ୍ୟାଣସିଂହପୁର ବ୍ଳକ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା