Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାଲକାନଗରି ମୁଣ୍ଡାଗୁଡ଼ା ଠାରେ ସ୍ୱତନ୍ତ୍ର କ୍ରିକେଟ୍ ଷ୍ଟାଡିୟମ୍ ପାଇଁ କ୍ରୀଡ଼ାମନ୍ତ୍ରୀଙ୍କୁ ବିଧାୟକଙ୍କ…
ମାଲକାନଗିରିର ଯୁବ କ୍ରିକେଟରଙ୍କ ସ୍ୱପ୍ନକୁ ମିଳିପାରେ ନୂଆ ପରିଚୟ…
ମାଲକାନଗିରି, ୧୦/୬: ମାଲକାନଗିରି ଜିଲ୍ଲାର ଶହ ଶହ ଯୁବ କ୍ରିକେଟ୍ ଖେଳାଳିଙ୍କ ବହୁ ଦିନର ସ୍ୱପ୍ନ ଏବେ ସାକାର ହେବାର ଆଶା ଦେଖାଦେଇଛି। ମାଲକାନଗିରି ବିଧାନସଭା ସଦସ୍ୟ ଶ୍ରୀ ନରସିଂହ ମାଡକାମି କ୍ରୀଡ଼ା ଓ ଯୁବ!-->!-->!-->…
ବାଇକ ଚାଳକ ଙ୍କୁ ମାଡ ମାରି ଲୁଟ ଘଟଣା ରେ ୫ ଡ଼କାୟତ ଗିରଫ : ଲୁଟ୍ ସାମଗ୍ରୀ ଜବତ
ବାଲିଗୁଡ଼ା:ତା, ୧୦/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ୫ ଡକାୟତ ଙ୍କୁ ବାନ୍ଧିଲା ବାଲିଗୁଡ଼ା ପୋଲିସ୍ ।ବାଲିଗୁଡ଼ା-ଖମଣଖୋଲ ରାସ୍ତା ଡାବୁଡାକା ଘାଟିରେ ହୋଇଥିଲା ଡ଼କାୟତି । ଜଣେ ବ୍ୟକ୍ତିଙ୍କୁ ମାଡମାରି ୨୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଲୁଟି ନେଇଥିଲେ!-->…
ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା ବିଧାୟକ , କାଳ ବୈଶାଖୀ ପବନରେ ବିଧାୟକଙ୍କ ଗାଡି ଉପରେ ପଡ଼ିଲା…
ମାଲକାନଗିରି: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଆଜି ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ଅଞ୍ଚଳକୁ ଅପରାହ୍ଣ ସମୟରେ ବିଧାୟକ ଶ୍ରୀ ଖିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫେରିବା ବାଟରେ ଏଭଳି ଅଘଟଣର ଶିକାର ହୋଇଛନ୍ତି।!-->…
ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ
ଭୁବନେଶ୍ବର ୧୦।୬ : ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିବା ନେଇ ମଙ୍ଗଳବାର ବଡ଼ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ‘ଧାମ’ ଶବ୍ଦ ହଟାଯାଇ ଲାଗିଲା ଜଗନ୍ନାଥ ମନ୍ଦିର ସୂଚନା ଫଳକ । ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ତଳ ଏବଂ ମନ୍ଦିର ଟ୍ରଷ୍ଟ!-->…
ଗ୍ୟାସରୁ ନିଆଁ ଲାଗି ଦାଦା ପୁତୁରା ଗୁରୁତର : ଓଡଗାଁରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର
ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରାବରା ପଞ୍ଚାୟତ ଘଷାଦେଇପୁର ପ୍ରକାଶ ମହାରଣା ରୋଷେଇ ପାଇଁ ଗ୍ୟାସ ସିଲିଣ୍ଡରର ସେପ୍ଟି କ୍ୟାପ ଖୋଲିବା ବେଳେ ସେଥିରୁ ହଠାତ୍ ଭୁସ୍ ଭୁସ ହୋଇ ଗ୍ୟାସ ବାହାରିବା ପରେ କିଛି ଦୂରରେ ଥିବା ଜଳନ୍ତା ଚୁଲିରୁ ନିଆଁ ଗ୍ୟାସ ସଂସ୍ପର୍ଷରେ ଆସି ହୁତୁହୁତୁ ହୋଇ!-->…
ନୟାଗଡ ଜିଲ୍ଲାରେ ବୈଧମାପ ବିଜ୍ଞାନ ବିଭାଗ ନିଷ୍କ୍ରିୟ : କମ୍ପ୍ୟୁଟର କଣ୍ଟାରେ ହେଉଛି ସାଙ୍ଘାତିକ ଠକେଇ
ନୟାଗଡ: ଉପଭୋକ୍ତା ତଥା ଖାଉଟି କମ୍ପ୍ୟୁଟର କଣ୍ଟା ଉପରେ ବିଶ୍ୱାସ କରି ବିଭିନ୍ନ ଜିନିଷ କିଣୁଥିବା ବେଳେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କମ୍ପ୍ୟୁଟର କଣ୍ଟାରେ ସାଙ୍ଘାତିକ ଠକେଇ ହେଉଥିବା ଅଭିଯୋଗ ଆସିଛି । ଏକ କେଜି ଜିନିଷ କିଣିଲେ ପ୍ରାୟ ୧୫୦ ଗ୍ରାମରୁ ଅଧିକ ଠକେଇ ହେଉଛି । ଅଧିକ!-->…
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ
ବାଲିଗୁଡା, (୧୦/୦୬) : କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି, କଂଗ୍ରେସ ନେତା, ଠିକାଦାର, ବ୍ୟବସାୟୀ ତଥା ବାଲିଗୁଡା ସ୍ଥିତ ପାଟଖଣ୍ଡା ଫୁଏଲସ ର ପ୍ରତିଷ୍ଠାତା ସିମାଞ୍ଚଳ ଆଚାର୍ଯ୍ୟ (୭୦) ଙ୍କ ବୁଧବାର ସକାଳେ ବାଲିଗୁଡା ନିଜ ବାସ ଭବନ ରେ ପରଲୋକ ହୋଇଯାଇଛି l ଏହି!-->…
ଆସିକାରେ ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ବଢିକାକୁ ଲାଗିଛି……!
ପ୍ରଶାସନ ନୀରବଦ୍ରଷ୍ଟା ସାଧାରଣ ଜନତା ହନ୍ତସନ୍ତ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ବ୍ୟବସାୟିକ କେନ୍ଦ୍ର ହେଉଛି ଆସିକା ସହର। ଜନ ସଂଖ୍ୟା ଦିନକୁ ଦିନ ବଢୁ ଥିବା ବେଳେ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଯାନ ବାହାନ ସଂଖ୍ୟା ବି ବଢୁଛି। ଆସିକା ସହର ରେ କେବଳ ଦୁଇଟି ରାସ୍ତା ଦେଇ!-->…
ଗୋପାଳପୁର ବେଳାଭୂମିରେ ‘ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ(ଏସ୍ଆଇଆର୍) ୨୦୨୬’ ସଚେତନତା କାର୍ଯ୍ୟକ୍ରମ…
ଗୋପାଳପୁର, : ତା.୦୯.୦୬.୨୦୨୬ରିଖ: 'ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ୨୦୨୬' କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଆଜି ସକାଳ ୭ଟା ସମୟରେ ଗୋପାଳପୁର ବେଳାଭୂମିରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ୱଚ୍ଛ ଭୋଟର ତାଲିକା ସହ ଯୋଗ୍ୟ ଭୋଟରଙ୍କ!-->…
୨୦୩୬- ମୋ ସ୍ବପ୍ନର ନୟାଗଡ଼ ଜିଲ୍ଲା- ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କର୍ମଶାଳା
ନୟାଗଡ଼ : ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ସଭାପତି ବସିରନ୍ ବିବିଙ୍କ ସଭାପତିତ୍ବରେ ଉପରୋକ୍ତ ବିଷୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ!-->…