Browsing Category

ଆଞ୍ଚଳିକ

ଜୀବେ ନିଷ୍ଠରତା ପ୍ରତିରୋଧ ନିମନ୍ତେ ସଚେତନତା କର୍ମଶାଳା

ଛତ୍ରପୁର : ଜୀବେ ନିଷ୍ଠୁରତା ପ୍ରତିରୋଧ ନିମନ୍ତେ ସଚେତନତା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ଆମ ଚତୁଃପାର୍ଶ୍ବରେ ଥିବା ଜୀବଜନ୍ତୁ, ପଶୁପକ୍ଷୀଙ୍କ ପ୍ରତି ଆମର ଦାୟୀତ୍ବ ରହିଛି । ଆମେ ସେମାନଙ୍କ ପ୍ରତି ନିଷ୍ଠୁରତା ଆଚରଣ ନ କରି ସେମାନଙ୍କର ରକ୍ଷଣା ବେକ୍ଷଣ କରିବା ସହ ସେମାନଙ୍କ

୫ ଜିଲାରେ ଘନ କୁହୁଡ଼ି ଦୃଶ୍ୟମାନ, ୨ଦିନ ପରେ ପୁଣି ଫେରିବ ଶୀତ

ଭୁବନେଶ୍ବର : ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନ‌ରେ ପାଗ ମେଘୁଆ ରହିଥିଲା। ପାହାଡିଆ ଏବଂ ସମତଳ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଥିଲା; କିନ୍ତୁ ଆସନ୍ତା ୨ଦିନ ପରେ ପୁଣି ଶୀତ ଫେରିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ

ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ସାଂସ୍କୃତିକ ଉତ୍ସବ ” ବ୍ରହ୍ମପୁର ମହୋତ୍ସବ ” ଜାନୁୟାରୀ ୧୧ ରୁ ୧୬…

ବ୍ରହ୍ମପୁର ୫/୧୨ ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ସମାଜ ସେବା ଅନୁଷ୍ଠାନ ପକ୍ଷରୁ ବହୁବର୍ଷ ଧରି ଆୟୋଜନ ହୋଇ ଆସୁଥିବା ଓଡ଼ିଶା ର ଅନ୍ୟତମ ଆକର୍ଷଣୀୟ ବିଶାଳ ସାଂସ୍କୃତିକ ମହୋତ୍ସବ ଜନସାଧାରଣ ଙ୍କ ଅନୁରୋଧ କ୍ରମେ ଦୀର୍ଘ ଆଠ ବର୍ଷ ବ୍ୟବଧାନରେ ଆସନ୍ତା ଜାନୁୟାରୀ ଜାତୀୟ ଯୁବ ସପ୍ତାହ ଅବସରରେ

ନିଖୋଜ ନାବାଳିକାକୁ ବିହାର ରାଜ୍ୟରୁ ଉଦ୍ଧାର!

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ପାଣ୍ଡି ଅନ୍ତର୍ଗତ ଯମୁନାନାକି ଅଞ୍ଚଳର ଜଣେ ଜୈନିକ ନାବାଳିକାଙ୍କୁ କୁଆଁରମୁଣ୍ଡା ପୁଲିସ ବିହାର ରାଜ୍ୟରୁ ଉଦ୍ଧାର କରିଥିବା ଜଣାପଡ଼ିଛି | ସୂଚନା ମୁତାବକ ଉକ୍ତ ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳିକା ଚଳିତ ବର୍ଷ ମେ ମାସ ୩୧ ତାରିଖ ଦିନ

ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ ଗଣମାଧ୍ୟମକୁ ସଂକ୍ଷିପ୍ତ ସୂଚନା

ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଜିଲା ସ୍ତରୀୟ ମଣ୍ଡେଇ ମହୋତ୍ସବ -୨୦୨୪ ଉପଲକ୍ଷେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡ଼. ଶୁଭଙ୍କର ମହାପାତ୍ର ଓ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ଖବରଦାତା

ଲୋଧା ଜନଜାତିକୁ ମିଳିପାରୁନି ସରକାରୀ ସହାୟତା, ମାନବଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଚେତିଲା ପ୍ରଶାସନ

ନୀଳଗିରି: ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ବାଲେଶ୍ଵର ଜିଲ୍ଲାର କୁଲଡିହା ଅଭୟାରଣ୍ୟର ପାଦଦେଶରେ କେସିପୁର ନିକଟ ଚେମଚଟା ଅଞ୍ଚଳରେ ବସବାସ କରିଆସୁଛନ୍ତି ୩୨ ଲୋଧା ପରିବାର। ହେଲେ ଏବେବେ ଏହି ସଂପ୍ରଦାୟର ଲୋକେ ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ। ଏନେଇ ରାଧାକାନ୍ତ ତ୍ରିପାଠୀ ନାମକ

ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ସ୍କୁଟି ଧକ୍କା, ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ଚୈତନ୍ୟପଡା ଗ୍ରାମ ଛକ ନିକଟରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର (ଓଡି୦୭ ଏଭି ୪୩୬୫) ସହ ସ୍କୁଟି (ଓଡି୦୭ଏୟୁ ୩୭୧୫) ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ

ମୃତ୍ୟୁ ମୁଖରୁ ଅଳ୍ପକେ ବାର୍ତିଲେ କାର ଚାଳକ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ମାଇନସଟୋଲି ରାସ୍ତା ମୁହାଣୀରେ ଗୋଟିଏ କାର ବୀରମିତ୍ରପୁର ପଟୁ ନିଜ ଘର ରାଏବଗା ପଞ୍ଚାୟତ ଅନ୍ତର୍ଗତ ଝମନକିରା ସ୍କୁଲ ରୋଡର ଜଣେ ମହିଳା ଦୃତ ଗତିରେ କାର ଚଳାଇ ଘରକୁ ଯାଉଥିଲା | ସେହି ସମୟରେ ନିଜର ଭାରସାମ୍ୟ ହରାଇ ଥିବାରୁ

ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ମାଷ୍ଟର ପ୍ଲାନ ପ୍ରସ୍ତୁତି ବୈଠକ

ଚିକିଟୀ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମଙ୍ଗଳ ବାର ଦିନ ମାର୍ସ ଇଞ୍ଜିନୀୟରିଙ୍ଗ ମାଷ୍ଟର ପ୍ଲାନ ଯୋଜନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ

ଡିସେମ୍ବର ୦୭ ଓ ୦୮ ତାରିଖରେ ମହୁରୀ ମହୋତ୍ସବ

ବ୍ରହ୍ମପୁର : ଚଳିତ ଡିସେମ୍ବର ମାସ ୦୭ ତାରିଖ ଓ ୦୮ ତାରିଖ ଦୁଇଦିନ ଧରି ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ଲୋକକଳା ଲୋକସାହିତ୍ୟ ଓ ଲୋକନାଟ୍ୟର ମହୁରୀ ମହୋତ୍ସବ ଅନୁଷ୍ଠିତ ହେବ | ଏନେଇ ଇଞ୍ଜିନିୟର ସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ