Browsing Category

ଆଞ୍ଚଳିକ

ଡ଼ବଲ ଇଞ୍ଜିନ ସରକାର ଆସିବା ଠାରୁ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଅଣ୍ଡା ଟଙ୍କା ମିଳିନି…

ଅଣ୍ଡା ପାଇବାରୁ ବଞ୍ଚିତ ପିଲେ...! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ପିଲାମାନେ ନୂତନ ସରକାର ଆସିବା ପର ଠାରୁ ଅଣ୍ଡା ପାଇବାରୁ ବଞ୍ଚିତ ହୋଇଥିବା ଚର୍ଚ୍ଚା ହେଉଛି। ଡ଼ବଲ ଇଞ୍ଜିନ ସରକାର ଆସିବା ପରେ ପ୍ରତେକ ସାମଗ୍ରୀ ର ଦର ବୃଦ୍ଧି ହୋଇଛି। ଏହା ସହ ବଜାର ରେ ଅନେକ

ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚିକିଟି : ଏହି ବ୍ଲକ ଚିକିଟି ରାମଗୁଡା ଶିଖରୋପରି ରାଜ ପ୍ରତିଷ୍ଠିତ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ହିସାବରେ ଗଣ୍ୟ ମାଁ ବାଳକୁମାରୀ । ଉକ୍ତ ପୀଠରେ ନୂତନ ଭାବେ ନିର୍ମିତ ଦେବୀ ପ୍ରାସାଦ ଏବଂ ମହାକାଳୀ ଓ ଗଣେଶଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ଜାନୁଆରୀ ୨୩ ତାରିଖ

ରାଜ୍ୟସ୍ତରୀୟ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏ ସୋସିଏସନର ୫୩ତମ ବାର୍ଷିକ ସମ୍ମିଳନୀ

ମାଲକାନଗିରି, ୨୯/୧୨ : ନ୍ୟାୟିକ ବ୍ୟବସ୍ଥାରେ ଆଇନଜୀବୀଙ୍କ ସ୍ଥାନ ଗୁରୁତ୍ବପୂର୍ଣ । ନ୍ୟାୟ ମାଗୁଥିବା ଏବଂ ନ୍ୟାୟ ପ୍ରଦାନକାରୀଙ୍କ ମଧ୍ୟରେ ସେମାନେ ସେତୁ ଭାବେ କାମ କରନ୍ତି । ତେଣୁ ଆଇନଜୀବୀଙ୍କ ଦକ୍ଷତା ଉପରେ ଆମର ନ୍ୟାୟ ପ୍ରଦାନକାରୀ ବ୍ୟବସ୍ଥା ନିର୍ଭରଶୀଳ ବୋଲି ମାଲକାନଗିରି ଜିଲ୍ଲା

ଦେଶୀ ବିହନ ଆଦାନ ପ୍ରଦାନ ଓ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତର ବୁର୍ଲାଙ୍ଗି ଗ୍ରାମରେ ମିଲେଟ୍‌‌ ମିଶନ ଏବଂ ନିର୍ମାଣ ଅନୁଷ୍ଠାନ ମାଧ୍ୟମରେ କନ୍ଧମାଳର ପାରମ୍ପରିକ ଖାଦ୍ୟ ଉପରେ ଅଞ୍ଚଳବାସୀଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ

ବାଲି ବୋଝେଇ ଟିପର ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ବାଲି ବୋଝେଇ ଟିପର ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ କବିସୂର୍ଯ୍ୟନଗର ଥାନା ଆଠଗଡ ଗ୍ରାମର

କ୍ଷୁଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉ : ବିଧାୟକ ଜି ଉଦୟଗିରି

ଫୁଲବାଣୀ : ଶିକ୍ଷା ହେଉଛି ଏକ ବିକଶିତ ସମାଜ ଗଠନର ମୂଳମନ୍ତ୍ର । ଶିକ୍ଷିତ ସମାଜ ଅଧିକ ସଚେତନ, କର୍ମକୁଶଳୀ ଓ ସୃଜନଶୀଳ ଅଟେ । ଏକ ପ୍ରଗତିଶୀଳ ଜିଲ୍ଲା ଓ ରାଜ୍ୟ ଗଠନ କରିବାକୁ ହେଲେ ଏହାର ଶିକ୍ଷା ବିଶେଷକରି ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ସେଥିରେ ଥିବା ଅବ୍ୟବସ୍ଥା

ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ମାସିକ ଆସର

ଫୁଲବାଣୀ : ଶାଳପର୍ଣ୍ଣୀ ସାହିତ୍ୟ ସଂସଦ, ଫିରିଙ୍ଗିଆ , କନ୍ଧମାଳ ଆଭାସୀ ସାହିତ୍ୟ ଆସର ଭାଗ - ୧୬ ଆୟୋଜିତ ହୋଇ ଯାଇଛି l ଉକ୍ତ ଆସରରେମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରକାଶ ମହାପାତ୍ର, ବିଶିଷ୍ଟ ଗାଳ୍ପିକ, ପ୍ରକାଶକ ଇଭେଣ୍ଟ ପବ୍ଲିକେଶନ, ଭୁବନେଶ୍ୱର ଯୋଗଦେଥିଲେ l ଆଲୋଚନା ବିଷୟ :'ଅଶୀ

କାମକୁ ଆସୁନାହିଁ ଲକ୍ଷ୍ମୀ ବସଷ୍ଟାଣ୍ଡ

ଉମରକୋଟ/ ରାଇଘର : ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପୂର୍ଵ ସରକାରଙ୍କ ଦ୍ୱାରା ପ୍ରତି ପଞ୍ଚାୟତରୁ ବ୍ଲକ କୁ ଯାତାୟାତ ସଂଯୋଗ କରିବା ପାଇଁ ଲକ୍ଷ୍ମୀବସର ପ୍ରଚଳନ ହେବା ପରେ ରାସ୍ତା ପାର୍ଶରେ ଯାତ୍ରୀ ବିଶ୍ରାମାଗାର ନିର୍ମିତ ହୋଇଥିଲା | ବର୍ତ୍ତମାନ ଲକ୍ଷ୍ମୀ ବସ OSRTC ନାମରେ ପରିଵର୍ତନ

ଚାଷୀଙ୍କ ପାଇଁ ବିଜେଡିର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ନୟାଗଡ଼: ଅଦିନିଆ ଲଗାଣ ବର୍ଷା ଯୋଗୁଁ ନୟାଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଯାଇଛି । ତାହାର ସଠିକ୍ ଆକଳନ ଏବଂ କ୍ଷତିପୂରଣ ଦାବିରେ ନୟାଗଡ଼ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର

ଶିଶୁ ସାହିତ୍ୟିକ କୈଳାସ ଚନ୍ଦ୍ର ଧଳ ଓ ଡ଼ ନୃସିଂହା ନନ୍ଦ ମହାପାତ୍ର ଭୁବନେଶ୍ୱରରେ ସମ୍ବର୍ଦ୍ଧିତ

ଫୁଲବାଣୀ : ଓଡ଼ିଆ ମୋ ଭାଷା ସାହିତ୍ୟ ଅନୁଷ୍ଠାନ, ଜମ୍ଭରା , କେନ୍ଦୁଝର ର ଅନନ୍ୟା କଳା, ସାହିତ୍ୟ ଓ ସଂସ୍କୃତିର ମହୋତ୍ସବ ଭୁବନନେଶ୍ୱରର ମଦରସ ପବ୍ଲିକ ସ୍କୁଲ ଆଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନୃସିଂହ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ