Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଏବିଭିପିର ରାଜ୍ୟସ୍ତରୀୟ ଦାୟିତ୍ୱରେ କନ୍ଧମାଳ ଜିଲ୍ଲାର ଛାତ୍ରନେତା
ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶାର ୪୯ ତମ ରାଜ୍ୟ ଅଧିବେଶନ ରୌପ୍ୟ ନଗରୀ କଟକର ଜବାହାରଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମରେ ଗତ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖରେ ଉଦଯାପିତ ହୋଇଯାଇଛି । ଏହି ଅଧିବେଶନଟି ୧୨ ଟି ବିଭାଗର ୩୭ ସାଂଗଠନିକ ଜିଲ୍ଲାରୁ ପ୍ରାୟ ୧୫୦୦!-->…
ସଟ ସର୍କିଟରେ ଜଳିଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିରେ ଶନିବାର ବିଳମ୍ବିତ ରାତ୍ରରେ ଏକ ମିକ୍ଚର ଫ୍ୟାକ୍ଟିରରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ପ୍ରତିଦିନ ଭଳି ଶନିବାର ଦିନ ମଧ୍ୟ କାମ ସାରି!-->…
ଟ୍ରାଙ୍କୁଲାଇଜ୍ ପରେ ଜନ୍ତାରେ ବାଘୁଣୀ ‘ଜିନ୍ନତ’
ବାରିପଦା : ଝାରଖଣ୍ଡରୁ ଆସି ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଥିଲା ବାଘୁଣୀ ‘ଜିନ୍ନତ’। ଜମାରୁ ସେ ଶିମିଳିପାଳ ଅଭୟାରଣ୍ୟକୁ ଫେରୁନଥିଲା। ଯାହାକୁ ନେଇ ପଡ଼ିଯାଇଥିଲେ ଶିମିଳିପାଳ ପ୍ରାଣି ଉଦ୍ୟାନ୍ କର୍ତ୍ତୃପକ୍ଷ। ଦୀର୍ଘ ସମୟର ଲୁଚକାଳି ପରେ ଆଜି ବାଘୁଣୀ ‘ଜିନ୍ନତ’କୁ!-->…
ହାତୀପଲ ଭାଙ୍ଗିଦେଲେ ଘର : ଲୋକେ ଭୟଭୀତ, ବନବିଭାଗ ନୀରବ
ଫୁଲବାଣୀ :କନ୍ଧମାଳ ଓ ଗଞ୍ଜାମ ଜିଲା ସୀମାନ୍ତ ସମେତ ଟିକାବାଲି , ଚକାପାଦ , କଲିଙ୍ଗା ଆଦି ଅଞ୍ଚଳରେ ଗତ କିଛିଦିନ ହେଲା କିଛି ହାତୀପଲ ପଶିଆଶି ବିଭିନ୍ନ ଅଞ୍ଚଳରେ ନାହିଁ ନଥିବା ସମସ୍ୟା ସୃଷ୍ଟି କରୁଥିବା ବେଳେ ଏହା ଦିନକୁ ଦିନ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର କାରଣ ହୋଇଛି। ତେବେ ବନ ବିଭାଗ!-->…
ନୂଆବର୍ଷରେ ପାଠ୍ୟୋପକରଣ ଉପହାର ଦେବାକୁ ଜିଲ୍ଲାପାଳଙ୍କ ଚିଠି
ନୟାଗଡ଼ : ଏଥର ନୟାଗଡ଼ ଜିଲ୍ଲାରେ ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ପ୍ରଶାସନିକ ଅଧିକାରୀ ହୁଅନ୍ତୁ କିମ୍ବା କର୍ମଚାରୀ ଏଥର ଫୁଲତୋଡ଼ା, ଡାଏରୀ, ମିଠା ଏବଂ ଅନ୍ୟ ଉପାହର ଗ୍ରହଣ ନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ବଦଳରେ ସେହି ଟଙ୍କାରେ ଖାତା, କଲମ, ଜ୍ୟାମିତି!-->…
ଚେତନା ସାହିତ୍ୟ ସଂସଦ ତରଫରୁ କବି ସମ୍ମିଳନୀ
ଚିକିଟି : ଏହି ବ୍ଲକ ଚିକିଟି ଗଡ଼ ଶ୍ରୀ ବାଲାଜୀ ଠାକୁର ଅବସରପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତି ପରିସରରେ ଚେତନା ସାହିତ୍ୟ ସଂସଦ ତରଫରୁ ଆୟୋଜିତ କବି ସମ୍ମିଳନୀ ଚେତନା ମିଡ଼ିଆର ସମ୍ପାଦକ ଶିଶିର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ର ଆରମ୍ଭରେ ଦିବଂଗତ!-->…
ଅଫିସ୍ ପରିସରରେ ମଦ୍ୟପାନକୁ ବାରଣ କରିବାରୁ, ଜାଳିଦେଲେ ଓ୍ବାଚରଙ୍କ ବାଇକ୍
ଫୁଲବାଣୀ : ଫୁଲବାଣୀରେ ପୁଣି ଆଉ ଏକ ମୋଟର ସାଇକେଲ ପୋଡ଼ି ଘଟଣା ଘଟିଛି। ଫୁଲବାଣୀ ସର୍କିଟ ହାଉସର ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ରେ ଆଉ ଏକ ଅଗ୍ନି କାଣ୍ଡ ଭିଆଇଲେ ଦୁର୍ବୁତ୍ତ l ଶୁୁକ୍ରବାର ବିଳମ୍ବିତ ରାତିରେ,!-->…
ରେଡିଓ ସ୍ୱାତୀର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ
ଫୁଲବାଣୀ : ସମାଜରେ ବରିଷ୍ଠ ନାଗରୀକ ଓ ବୟୋବୃଦ୍ଧ ମାନଙ୍କ ପ୍ରତି ଅବହେଳା ବୃଦ୍ଧି ପାଉଥିବାରୁ ସେମାନେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି ଏବଂ ନିର୍ଯ୍ୟାତନାର ଶିକାର ମଧ୍ୟ ହେଉଛନ୍ତି । ବୟୋବୃଦ୍ଧ ମାନେ ହେଉଛନ୍ତି ଆମ ସମାଜର ମୁଖ୍ୟ ପୃଷ୍ଠପୋଷକ ଏବଂ ସେମାନଙ୍କର ମାନସିକ ଓ!-->…
ଯାତ୍ରୀବାହୀ ଅଟୋ ଦୁର୍ଘଟଣା : ଚାଳକ ମୃତ
ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସନ୍ତୋଷୀ ମା' ମନ୍ଦିର ନିକଟରେ ଶନିବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ଏ ୦୬୯୭) ଦୂର୍ଘଟଣାରେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହିଞ୍ଜିଳି ସାରୁ ଗ୍ରାମର ଶିବଶଙ୍କର ପାତ୍ର (୩୭) । ପ୍ରକାଶ ଯେ, ଶନିବାର ସନ୍ଧ୍ୟା!-->…
ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଚିତ୍ରକୋଣ୍ଡା (ସ୍ୱାଭିମାନ )ଅଞ୍ଚଳରୁ ହାର୍ଡକୋର ୩ ମାଓବାଦୀ ଗିରଫ
ମାଲକାନଗିରି : ମାଲକାନଗିରି ପୋଲିସ କୁ ମିଳିଛି ସଫଳତା । ଗୁଇନ୍ଦା ସୂତ୍ରକୁ ଆଧାର କରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ଗ୍ରାମରେ ପ୍ରାୟ ୬ ରୁ ୭ ମାଓବାଦୀ ଙ୍କ ସମାଗମ ହୋଇଥିଲା । ପୁନର୍ବାର ଚିତ୍ରକୋଣ୍ଡା ଅଞ୍ଚଳରେ ନକ୍ସଲ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ହେଉଥିବା ଏହି!-->…