Browsing Category

ଆଞ୍ଚଳିକ

ସ୍ବର୍ଗତ କମଳା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ଫୁଲବାଣୀ :ଫୁଲବାଣୀର ବିଶିଷ୍ଟ ସମାଜ ସେବୀ ଓ କମଳା ପ୍ରକାଶିନୀର ସତ୍ବାଧୀକାରୀ ସ୍ବର୍ଗତ କମଳା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷକ ଉତ୍ସବ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ସ୍ବର୍ଗତ ମହାପାତ୍ର ସାହିତ୍ୟ ପ୍ରତି ରୂଚି ରଖିଥିବା କାରଣରୁ ଏବେ ତାଙ୍କ ପୁତ୍ର ଡ଼

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ପଦକ୍ଷେପ ନେଉଛନ୍ତି ବ୍ରହ୍ମପୁର ବାସିନ୍ଦା ଶ୍ରୀମତୀ ଚିନ୍ମୟୀ ପଣ୍ଡା….

ବ୍ରହ୍ମପୁର : ସବୁଜ ଶକ୍ତି ବ୍ୟବହାର କରି ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କ୍ଷେତ୍ରରେ ପଦକ୍ଷେପ ନେଇଛନ୍ତି ବ୍ରହ୍ମପୁର ସହର ବାସିନ୍ଦା ଶ୍ରୀମତୀ ଚିନ୍ମୟୀ ପଣ୍ଡା । ପିଏମ୍- ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସାମିଲ ହୋଇ ନିଜ ଘରେ ୩ କିଲୋଓ୍ୱାଟର ସୌର ପ୍ୟାନେଲ୍ ସ୍ଥାପନ

ରାଣୀ ପଥରେ ଘାଟି ନିକଟରେ ବିରାଟ ଗଛ ପଡି ରାସ୍ତା ଅବରୋଧ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚାରିଛକ ଯିବା ରାସ୍ତାରେ ରାଣୀ ପଥର ଘାଟି ତଳେ ଦୁଇଟି ବରଗଛ ଓ ଶାଳଗଛ ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଥିଲା l ଫଳରେ ଫୁଲବାଣୀ ଓ ଚାରିଛକ ଯିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା | ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଏବଂ ସାମାଜ

ବ୍ଲକସ୍ତରୀୟ ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇଁ ଭାରତ ( ନେହରୁ ଯୁବ କେନ୍ଦ୍ର ) ଫୁଲବାଣୀ ଓ ମା ବରାଳି ଯୁବ ପରିଷଦ ବାଟବହାଳିର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ

ସାରଙ୍ଗଡିଆନ ଫୁଟବଲ ଚାଲେଞ୍ଜ କପ ଉଦଯାପିତ : ଫାଇନାଲ ମ୍ୟାଚରେ ଫୁଲବାଣୀ ସୁରଜ ଫୁଟବଲ କ୍ଲବ ବିଜୟୀ

ସାରଙ୍ଗଡ଼ : ଦଶମ ସାରଙ୍ଗଡିଆନ ଫୂଟବଲ ଚାଲେଞ୍ଜ କପ ର ଆଜି ଉଦଯାପିତ ହୋଇଯାଇଛି l ଆଜିର ଫାଇନାଲ ମ୍ୟାଚ ରେ ସୁରଜ ଫୁଟବଲ କ୍ଲବ ଫୁଲବାଣୀ ଏବଂ ଜେ. ଡି କ୍ଲବ ଫୁଲବାଣୀ ମଧ୍ୟରେ ଖେଳାଯାଇଥିଲା l ଏହି ମ୍ୟାଚ ରେ ସୁରଜ ଫୁଟବଲ କ୍ଲବ 2/0ଗୋଲ ରେ ବିଜୟୀ ହୋଇଥିଲା l ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ

୪୮ଘଣ୍ଟା ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ ଓ ଫସଲ କ୍ଷତିର ସଠିକ୍ ଆକଳନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ୩୦ତାରିଖ ସୁଦ୍ଧା ଅର୍ଥାତ୍ ୪୮ଘଣ୍ଟା ମଧ୍ୟରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ପ୍ରକୃତ ଚାଷୀଙ୍କୁ ଚିହ୍ନଟ ସହ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଯେପରି ଜଣେବି କ୍ଷତିଗ୍ରସ୍ତ ଚାଷୀ ସହାୟତାରୁ

ଆହୁରି ଶକ୍ତିଶାଳୀ ହେବ ରାଜ୍ୟ ଅଗ୍ନିଶମ ବାହିନୀ, ସାମିଲ ହେବେ ଡଗ୍ ସ୍କ୍ବାଡ୍

ଭୁବନେଶ୍ବର ୨୮।୧୨: ରାଜ୍ୟ ଅଗ୍ନିଶମ ବାହିନୀରେ ସାମିଲ ହେବେ କେ-୯ ଡଗ୍ ସ୍କ୍ବାଡ୍ । ଦେଶରେ ପ୍ରଥମ ଥର ପାଇଁ ଅଗ୍ନିଶମ ବାହିନୀରେ ୧୦ଟି କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି କୁକୁର ମାନେ କୌଣସି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଭୂମିକମ୍ପ ସମୟରେ ମାଟିତଳେ ଫଶି ରହିଥିବା ଲୋକ ମାନଙ୍କୁ

ଡକାୟତି ମାମଲାରେ ଦୁଇଜଣଙ୍କୁ ୫ ବର୍ଷ ଜେଲ ୧୦ ହଜାର ଜୋରିମାନା

ବାଲିଗୁଡା : ୨୦୧୪ ମସିହା ଜୁଲାଇ ୩୧ ତାରିଖ ସନ୍ଧ୍ୟା ସମୟରେ ଏକ ବ୍ୟବସାୟୀଙ୍କ ଘରେ ପଶି ୫ ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଘରୁ ସୁନା ,ରୂପା ଗହଣା ସାଙ୍ଗକୁ ଟଙ୍କା ଲୁଟିଦେବା ଘଟଣା ସହର ରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏ ନେଇ କେ.ରାମକୃଷ୍ଣ ପାତ୍ର ବାଲିଗୁଡା ଥାନାରେ ଏକ ମାମଲା ରୁଜୁ

ବୋର୍ଡ଼ ପରୀକ୍ଷାରେ ଗୁଣାତ୍ମକ ପରୀକ୍ଷlଫଳ ପାଇଁ “ମାଟ୍ରିକ ମନ୍ତ୍ର -୨୦୨୫”

ଚିକିଟି : କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ହେବାକୁ ଯାଉଥିବା ଦଶମ ବାର୍ଷିକ ପରୀକ୍ଷାରେ ଗୁଣାତ୍ମକ ପରୀକ୍ଷାଫଳ ବୃଦ୍ଧି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆରମ୍ଭ ହୋଇଛି ଉଦ୍ୟମ lଏହି ମର୍ମରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବ୍ଲକସ୍ତରରେ "ମାଟ୍ରିକ

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର

ହିଞ୍ଜିଳିକାଟୁ : ଶୁକ୍ରବାର ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଆରଏମସି ଛକ ନିକଟରେ ମୋଟର ସାଇକେଲ ଦୂର୍ଘଟଣା ଘଟି ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ବ୍ରହ୍ମପୁର ସଦରଥାନା ଗୁଣ୍ଠବନ୍ଧ ଗ୍ରାମର ଆକାଶ ବେହେରା (୨୪) ବୋଲି