Browsing Category

ଆଞ୍ଚଳିକ

ଉଦ୍ଭିଦ ବିଜ୍ଞାନ ବିଭାଗର ପାଠଚକ୍ର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ,ସି, ଏସ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ପାଠ ଚକ୍ର ଅନୁଷ୍ଠିତ ହୋଇଥିଲା ଏହାର ଶୀର୍ଷକ ଥିଲା ଧୁଆଁ ପାତ୍ର ଓ ଗଞ୍ଜେଇ ଗଛ ର ବ୍ୟବହାର ସ୍ବାସ୍ଥ୍ୟ ଓ ବିଶ୍ୱ ପରିବେଶ ପାଇଁ କେତେ

ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର…

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ହରିୟାରପୁର ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବକଙ୍କୁ ଅଜଣା ଗାଡି ଧକ୍କା ଦେବା ଫଳରେ ଯୁବକ ରାସ୍ତା ଉପରର ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ! ସୂଚନା ଅନୁଯାଇ ଗୁରୁତର ହୋଇଥିବା ଯୁବକଙ୍କୁ

ଅଦିନିଆ ଲଘୁଚାପ ବର୍ଷାରେ ଧାନ ଓ ପନିପରିବା ଫସଲ ନଷ୍ଟ , କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ କଂଗ୍ରେସ…

ହିଞ୍ଜିଳିକାଟୁ, ୨୭।୧୨: ଚଳିତ ବର୍ଷ ଓଡିଶାକୁ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲା । ଚାଷୀ ବହୁକଷ୍ଟରେ ଖରିଫ୍ ଧାନ ଅମଳ କରିଥିଲା । ଚଳିତ ବର୍ଷ ଧାନ ଫସଲ ବେଶ ଭଲ ହୋଇଛି । କ୍ଷେତରେ ସୁନେଲି ରଙ୍ଗର ଧାନକେଣ୍ଡାକୁ ଦେଖି ଚାଷୀର ମନ କୁଣ୍ଢେମୋଟ ହୋଇ ଯାଇଥିଲା । ହେଲେ ଅମଳ ବେଳକୁ

ଦୁର୍ଘଟଣାରେ ମୃତ ହୋମଗାର୍ଡଙ୍କ ପରିବାର କୁ ସହାୟତା କଲା ହୋମଗାର୍ଡ ସଂଘ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନାରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ପିତବାସ ପ୍ରଧାନ ଡିୟୁଟି ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ବରଣ ହୋଇଥିଲା । ତାଙ୍କର ଅନ୍ତେଷ୍ଟି କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ିର ମୁଣ୍ଡାନାଜୁ ଗ୍ରାମରେ ଖ୍ରୀଷ୍ଟାୟ ନିୟମାନୁସା

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକରେ ଜିଲ୍ଲା କଂଗ୍ରେସର ଶୋକସଭା…

ଫୁଲବାଣୀ : ପୂର୍ବତନ ଭାରତର ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ସ୍ୱର୍ଗତମନମୋହନ ସିଂଙ୍କ ପରଲୋକରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକସଭା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସମସ୍ତ ସଦସ୍ୟଙ୍କ

ମାଲକାନଗିରିରେ ଗ୍ରାହକଙ୍କ ଟଙ୍କା ଅଗ୍ରୀମ ଆକାରରେ ନେଇ ଜିଓ ନେଟୱର୍କର ଲୁଚକାଳି ଖେଳ…

ମାଲକାନଗିରି ୨୭/୧୨ ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲା ମାଓ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ହେଉଥିବା ବେଳେ ଦୁରସଂଚାରର ମାଧ୍ୟମ ସାଜିଥିବା ମୋବାଇଲ ନେଟୱାର୍କ ନିମନ୍ତେ ନିର୍ମାଣ ଟାୱାର ଗୁଡ଼ିକ ମାଓବାଦୀଙ୍କ କବଳରୁ ମୁକୁଳି ପାରିନଥିଲା। ମାଓବାଦୀଙ୍କ ଗତିବିଧିରେ ବିରାମ ଲାଗିବା ଏବଂ

ବାଟୋଇଙ୍କ ପାଇଁ ଅଭିଶପ୍ତ ହୋଇଛି ରାଇଘର- ଉମରକୋଟ ମୁଖ୍ୟ ରାସ୍ତା ଅନ୍ତର୍ଗତ ବୋନିପଦର ରାସ୍ତା…!

ଉମରକୋଟ:- (୨୭/୧୨/୨୦୨୪) ଭାରତ ୭୮ ବର୍ଷ ସ୍ବର୍ଣ୍ଣ ଜୟନ୍ତୀ ପାଳନ କରୁଥିବାର ନଗ୍ନ ଚିତ୍ର ଆଦିବାସୀ ଅଧୁଷିତ ପାହାଡ଼, ପର୍ବତ ଓ ଜଙ୍ଗଳରେ ରହୁଥିବା ଜନଜାତିର ରାସ୍ତା ଘାଟ ସହ ଗ୍ରାମ ଗୁଡିକ ଦେଖିଲେ, ଆପଣ ମାନେ କହିବେ ଏତେ ନିଷ୍ପେସିତ, ଦଳିତ, ବିଭିନ୍ନ ମୌଳିକ ଅଧିକାର ଶୂନ୍ୟ ଗ୍ରାମ

ଆସିକା ବିଜେଡି ଗୋଷ୍ଠୀ କନ୍ଦଳ ପଦାରେ ପଡିଲା : ଅନ୍ୟ ଗୋଷ୍ଠୀ ପାଳିଲେ ୨୮ତମ ପ୍ରତିଷ୍ଠା ଦିବସ…

ବ୍ରହ୍ମପୁର: ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ବିନେତା ସ୍ୱାଇଁ ତାଙ୍କ ସମର୍ଥକଙ୍କ ସହ ପ୍ରବାଦ ପୁରୁଷ ବୁଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରଥିଲେ। ଶ୍ରୀମତୀ ସ୍ୱାଇଁ ଆଜି ବିଜୁ ଜନତା ଦଳ ୨୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏବେବି ଅଞ୍ଚଳ ବାସୀ ନବୀନ

ବ୍ୟାଟେରୀ ଚାଲିତ ବାଇକ ଅନ୍ନପୂର୍ଣ୍ଣା ମୋଟର୍ସ,ଶୋ-ରୁମରେ ଅଗ୍ନିକାଣ୍ଡ…

ବ୍ରହ୍ମପୁର : -ଆଜି ସକାଳୁ ଅନ୍ନପୂର୍ଣ୍ଣା ମୋଟର୍ସ ଶୋ-ରୁମ ରୁ ଧୂଆଁ ବାହାରିବା ଲୋକେ ଦେଖିଥିଲେ ,ଶୋ-ରୁମ ସମ୍ମୁଖରେ ଥିବା ଏକ ଚା ଦୋକାନୀ।ଏନେଇ ସେ ଶୋ-ରୁମ ମାଲିକ ଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ। ଅନ୍ନପୂର୍ଣ୍ଣା ମୋଟର୍ସ,ମାଲିକ ଗୋରୀ ମହାପାତ୍ର, ଏବଂ ତାଙ୍କ ପୁଅ ପ୍ରଶାନ୍ତ

ବିଜୁଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

ଚିକିଟି : ଏହି ବ୍ଲକ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚିକିଟି ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଚିକିଟି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେଡି ବିଧାୟକ