Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଇଆଇଟି ପକ୍ଷରୁ କନ୍ଧମାଳର ଯୁବକଙ୍କୁ ପିଏଚଡି ପ୍ରଦାନ
ଫୁଲବାଣୀ : ଝାଡ଼ଖଣ୍ଡ ର ଧ୍ୟାନବାଦ ଠାରେ ଆଇ ଆଇ ଟି, ଆଇ ଏସ ଏମ ପକ୍ଷରୁ ୪୪ ତମ କନଭୋକେ ସନ ଅନୁଷ୍ଠିତ ହୋଇଥିଲା l ଏଥିରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଳକର ଲଙ୍କାଗଡ ଗ୍ରାମାଞ୍ଚଳର ଯୁବକ ଡଃ ନୀରସିନ୍ଧୁ ଦେଶୀ ନାୟକ ଙ୍କୁ ନୀତି ଆୟୋଗର ସଭ୍ଯ ଡଃ ବିଜୟ କୁମାର ସାରସ୍ୱତଙ୍କ ଦ୍ଵାରା ପି!-->…
ହୋମଗାର୍ଡ ସଂଘ ଦଶାହ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଲେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସମ୍ପାଦକ ସପନ କୁମାର ମିଶ୍ରଙ୍କ ମାଁ ବିଳାସିନୀ ମିଶ୍ରଙ୍କର ମୃତ୍ୟୁବରଣ ହୋଇଥିଲା l ଆଜି ନିଜସ୍ୱ ଗ୍ରାମରେ ମୃତ ବିଳାସିନୀ ମିଶ୍ରଙ୍କ ଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ତାଙ୍କ ଦଶାହ କାର୍ଯ୍ୟରେ!-->…
ପେନାଲଟିକରେ ଜିତିଲା ଫୁଟବଲ କ୍ଲବ ଫୁଲବାଣୀ…
କେ, ନୂଆଗାଁ : k. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଠାରେ ଚାଲିଥିବା ସାରଙ୍ଗଡିଆନ ଫୂଟବଲ ଚାଲେଞ୍ଜ କପ ର ଆଜି ଦ୍ଵିତୀୟ ଦିନ ରେ ସୁରଜ ଫୂଟବଲ କ୍ଲବ ଫୁଲବାଣୀ ଏବଂ ବୁଢ଼ୀ ସମଳାଇ ଫୂଟବଲ କ୍ଲବ ସୋନପୁର ମଧ୍ୟରେ ଖେଳା ଯାଇଥିଲା ଏବଂପେନାଲଟିକ ଗୋଲରେ ଫୁଲବାଣୀ ଫୂଟବଲ କ୍ଲବ ବିଜୟୀ ହୋଇଥିଲା l!-->…
ଅପହୃତା ଯୁବତୀଙ୍କୁ ଉଦ୍ଧାର କଲା କମିଶନରେଟ୍ ପୁଲିସ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମୈତ୍ରୀ ବିହାର ଥାନା ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଅବଶେଷରେ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଉକ୍ତ ଯୁବତୀଙ୍କୁ ବରମୁଣ୍ଡା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର ଯୁବତୀଙ୍କୁ ଏବେ ମୈତ୍ରୀ ବିହାର!-->…
ସାଧାରଣ ନିର୍ବାଚନରେ ଅନିୟମିତତା ନେଇ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡିର ସଂସଦୀୟ ଟିମ୍
ନୂଆଦିଲ୍ଲୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ ଅନିୟମିତତା ନେଇ ବିଜୁ ଜନତା ଦଳ (ବିଜେଡି) ଅଭିଯୋଗ ଆଣିଛି। ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କମିସନଙ୍କୁ ଭେଟି ସ୍ମାରକପତ୍ର ଦେଲା ପରେ ବିଜେଡି ସଂସଦୀୟ ଟିମ୍ ସୋମବାର ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦେଇଛି।!-->…
ବିନା ଟିପିରେ ଚାଲିଛି ଝାରଖଣ୍ଡ ରୁ ଓଡିଶା ମାଇନ୍ସ ବୋଲଡର ଚାଲାଣ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ଥାନା ଅଧିନସ୍ଥ ପ୍ରତିଦିନ ପଡସି ରାଜ୍ୟ ଝାରଖଣ୍ଡ ରୁ ବେଆଇ ଭାବେ ବୋଲଡର ଚାଲାଣ ହେଉଥିବା ଦେଖିବାକୁ ମିଳିଛି ! ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନ କୁ ଅବଗତ କରିଛନ୍ତି ! କିନ୍ତୁ ପ୍ରଶାସନ କିଛିବି ପଦକ୍ଷେପ ନେଉ ନଥିବା ଜଣା ପଡିଛି !!-->…
ଡ. ବିନୟକୃଷ୍ଣଙ୍କୁ ବିଜ୍ଞାନ ପ୍ରସାର ନିମନ୍ତେ ପିଏଚ୍ଏସ୍ଏସ୍ ଫାଉଣ୍ଡେସନ ରାଷ୍ଟ୍ରୀୟ ପୁରସ୍କାର
ଫୁଲବାଣୀ : ଲକ୍ଷ୍ନୌର ପ୍ର.ଏଚ.ଏସ. ଶ୍ରୀବାସ୍ତବ ଫାଉଂଡେସନ ୨୧ ଡିସେମ୍ବର ୨୦୨୪ ତାରିଖରେ ଲକ୍ଷ୍ନୌରେ ଏକ ରାଷ୍ଟ୍ରୀୟ ସମ୍ମିଳନୀ କରିଛନ୍ତି I ଏହାର ଶୀର୍ଷକ ହେଉଛି: 'ବୈଶ୍ଵିକ ଉତ୍ତାପ ବୃଦ୍ଧିର ଯୁଗରେ ଜଳବାୟୁ ପରିବର୍ତ୍ତନକୁ ସନ୍ତୁଳିତ କରିବାରେ ଗଛଲତାଙ୍କ ଭୂମିକା' । ଏଥିରେ ଦେଶର!-->…
ବାଲି ମାଫିଆଙ୍କ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ : ବେଧଡ଼କ ଚାଲିଛି ଚୋରା ବାଲି ଚାଲାଣ…!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ବାଲି ମାଫିଆ ମାନେ ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦିନ ଦିପହରେ ବାଲି ଲୁଟ କରୁଛନ୍ତି। ଆସିକା ତହସିଲଦାର ଜୟପୁର ନିକଟରେ ଥିବା କେନ୍ଦୁ ପଦର ଠାରେ ଚୋରା ବାଲି ଘାଟରେ ନାଲି ପତାକା ଲଗାଇ ୧୪୪ ଧାରା ଜାରି କରିଥିଲେ। ବର୍ତ୍ତମାନ ଯେଉଁ ସ୍ଥାନରେ ନାଲି!-->…
ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଅନୁଷ୍ଠିତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ। ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ଯୋଗ ଦେଇ!-->…