Browsing Category

ଆଞ୍ଚଳିକ

ଦଶମ ତମ ରାଜ୍ୟସ୍ତରୀୟ ସାରଙ୍ଗଡିଆନ ଫୁଟବଲ ଚ୍ୟାଲେଞ୍ଜ କପ -୨୦୨୪ ଉଦ୍‌ଘାଟିତ

କ. ନୂଆଗାଁ : କ. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଉଚ୍ଚ ବିଦ୍ୟାଳୟ ପଡିଆରେ ଆଜି ଦଶମ ତମ ରାଜ୍ୟ ସ୍ତରୀୟ ସାରଙ୍ଗଡିଆନ ଫୁଟବଲ ଚାଲେଞ୍ଜ କପ ଉଦଘାଟିତ ହୋଇଯାଇଛି l ଆଜିର ପ୍ରଥମ ଖେଳ ଦିବସ ରେ ମୁଖ୍ୟ ଅତିଥିଭାବେ କ. ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ସମ୍ମାନିତ ଅତିଥି କ.

ଆଇଏମ୍ଏସଟି ଉଚ୍ଚ ବିଦ୍ୟାଳୟର ୪୯ତମ ବାର୍ଷିକ ଉତ୍ସବ ପାଳନ

ମାଲକାନଗିରି : ମାଲକାନଗିରି ସହର ତଥା ଏହି ଜିଲ୍ଲା ର ସର୍ବପୁରାତନ ଏବଂ ବୃହତ୍ତମ ଇଂଲିଶ ମିଡିୟମ ସ୍କୁଲ, ଆଇ ଏମ୍ ଏସ ଟି, ନର୍ସରୀ ଏବଂ ହାଇସ୍କୁଲର ୪୯ ତମ ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି। ୧୯୭୬ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରାୟ ୧୧ ଶହରୁ

ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଫୁଲବାଣୀ : ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ, ପୌରପରିଷଦ, ଫୁଲବାଣୀ ଠାରେ ମାନ୍ୟବର ଫୁଲବାଣୀ ବିଧାୟକ,ଶ୍ରୀ ଉମା ଚରଣ ମଲ୍ଲିକଙ୍କ କରକମଳରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ

ଆରପିଏଫ ଯବାନଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ

ଫୁଲବାଣୀ : ଶନିବାର ରାତ୍ର ସମୟରେ ନିଜ ଘରଠାରୁ ବାହାରି କୌଣସି କାର୍ଯ୍ୟରେ ବାଇକ ଚାଳନା କରି ଯାଉଥିବା ବେଳେ ଏମ ଆଇ ବଙ୍ଗଳା ପାର୍ଶ୍ଵରେ ଥିବା କଲଭର୍ଟ ନିକଟରେ କୌଣସି ଅଜଣା ଗାଡିରେ ଧକ୍କା ହେବା ଫଳରେ ବାଇକ୍ ରୁ ଛିଟିକି ପଡି ନିକଟସ୍ଥ ଗାତ୍ରରେ ପଡିଥିବା ଦେଖିବାକୁ ମିଳିଥିଲା l ସ୍ଥାନୀୟ

ସରକାର ବଦଲିଲେ ମଧ୍ୟ ବଦଳିନି ନରେଗା କାମର ନଗ୍ନ ଚିତ୍ର, ମେସିନ ଲଗାଇ ସାରିଦେଲେ ରାସ୍ତା କାମ

ମାଲକାନଗିରି (କାଲିମେଳା ) : ସରକାର ବଦଲିଲେ ମଧ୍ୟ ବଦଳିନି ନରେଗା କାମର ନଗ୍ନ ଚିତ୍ର, ମେସିନ ଲଗାଇ ସାରିଦେଲେ ରାସ୍ତା କାମ। ରାଜ୍ୟ ସରକାର ପ୍ରତ୍ୟେକ ଅଞ୍ଚଳର ବିକାଶ ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରୋଜଗାର ଦେବା ପାଇଁ ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରାଇ ନିଜ

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୭ ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମ ତଥା ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ସେଖ ସାଦିକ ଯୋଗ

ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା

ବାଲିଗୁଡ଼ା:: କନ୍ଧମାଳ ଜିଲ୍ଲା ବାଲିଗୁଡା ମେଡିକାଲ ସମ୍ମୁଖ ଗଳି ତଥା ଥାନା ଓ କାଳୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସଟିରଭିତର ପାଖ ସମ୍ପୂର୍ଣ୍ଣ ପୋଡି

ଗଞ୍ଜାମ ଜିଲ୍ଲାର ବଡ଼ପଣ୍ଡା ଏବେ କୋମାରେ, କଥା ମାନୁ ନାହାନ୍ତି ସାନପଣ୍ଡା ମାନେ….!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବଡ଼ ପଣ୍ଡାଙ୍କ ବୋଲ ମାନୁ ନାହାନ୍ତି ସାନ ପଣ୍ଡା ମାନେ। ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ଦୁର୍ନୀତି ଏବେ ଚରମ ସୀମାରେ ପହଁଞ୍ଚିଛି। ଯେଉଁ ବିଭାଗ ରେ ହାତ ମାରିଲେ ସେଠାରେ ଦୁର୍ନୀତି ର ଗନ୍ଧ ବାରିହେଉଛି। ବହୁ ବ୍ଲକରେ ବିଭିନ୍ନ ବିଭାଗର

ସୁଲଭ ବାସଗୃହ ପ୍ରକଳ୍ପକୁ ପ୍ରଶଂସା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରି ବସ୍ତି ହଟାଇବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ରାଉରକେଲା, ୨୧ ଡିସେମ୍ବର ୨୦୨୪: ରାଜ୍ଯ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ସ୍ଥିତ ଛେଣ୍ଡ ଠାରେ ନିର୍ମିତ ସୁଲଭ ବାସଗୃହ ପ୍ରକଳ୍ପ ସ୍ଥଳ

ସୁନ୍ଦରଗଡ ବ୍ରହ୍ମକୁମାରୀ ଆଶ୍ରମରେ ବିଶ୍ବଧ୍ୟାନ ଦିବସ ପାଳିତ

ସୁନ୍ଦରଗଡ : ସ୍ଥାନୀୟ ଏକତାନଗରସ୍ଥିତ ପ୍ରଭୁ ଉପହାର ଭବନରେ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଦ୍ଵାରା ବିଶ୍ଵ ଧ୍ୟାନ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ