Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦାରିଙ୍ଗବାଡିରେ ମେଘ ଉତ୍ସବ-୨୦୨୪ ଉଦଯାପିତ : ରାଜ୍ୟର ବହୁ ସୁନାମ ଧନ୍ୟ କବି ଲେଖକ ସମ୍ମାନିତ…
ବାଲିଗୁଡା,// ଫୁଲବାଣୀ :କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସ୍ଥିତ କଲ୍ୟାଣ ମଣ୍ଡପରେ ‘ମେଘ ଉତ୍ସବ-୨୦୨୪' ଅନୁଷ୍ଠିତ ହୋଇଛି। ବନାନୀ ସାରସ୍ବତ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସଭାପତି ପତିତପାବନ ଅଧ୍ଯକ୍ଷତା କରିଥିଲେ। ସମ୍ପାଦକ ବିଦେଶୀ ନାୟକ ମଞ୍ଚ!-->!-->!-->…
ସତ୍ୟସାଇ ବାଳବିକାଶ ଗୁରୁ ସମ୍ମିଳନୀ ଅନୁଷ୍ଠିତ…
କନ୍ଧମାଳ: ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ଠାରେ ଦୁଇ ଦିନ ଧରି ରାଜ୍ୟ ସତ୍ୟ ସାଇ ସେବା ସଙ୍ଗଠନ ଦ୍ଵାରା ସତ୍ୟସାଇ ବାଳବିକାଶ ଗୁରୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା l ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୪୦୦ ରୁ ଉର୍ଦ୍ଧ ଗୁରୁ ଯୋଗ ଦେଈ ଥିଲେ । ସତ୍ୟ ସାଇ ସେବା ସଂଗଠନର ମୂଳ ଉଦ୍ଦେଶ୍ୟ ଓ!-->!-->!-->…
ଗଞ୍ଜାମ ଜିଲ୍ଲା ରେ ଗୋଦିମିଡ଼ିଆ ମାଳ ମାଳ ଆଗକୁ ଦଶହରା ଗୁଆ ଦିଆ ଆରମ୍ଭ…!
ଅସଲି କିଏ..? ନକଲି କିଏ..? କହିବ କିଏ..??
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ
ଛତ୍ରପୁର : ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ରବିବାର ଛତ୍ରପୁର ସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନରସିଂହ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ଚିକିଟୀରେ ସୁଭଦ୍ରା ସଚେତନା ରାଲି
ଚିକିଟୀ : ଗଞ୍ଜାମ ଜ଼ିଲ୍ଲା ଏହି ବ୍ଲକରେ ଆଜି ପୂର୍ବାହ୍ନରେ ସୁଭଦ୍ରା ସଚେତନା ରାଲି ର ଆୟୋଜନ କରାଯଇଥିଲା। ଏହି ରାଲିର ମଙ୍ଗ ଧରିଥିଲେ ସମ୍ମାନିତ ମହିଳା ଓ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହି। ପ୍ରଥମେ ଏହି ଯୋଜନାର ସମସ୍ତ ସୁଫଳ ଓ ଶ୍ରେୟ ମହିଳା ମାନଙ୍କୁ ଆଗକୁ!-->…
ଡିଜେ ପାଇଁ ଥାନା ଅଘଟଣ : ଉତ୍ୟକ୍ତ ଲୋକଙ୍କ ଥାନା ସମ୍ମୁଖରେ ହଟ୍ଟଗୋଳ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ ଥାନାରେ ଶନିବାର ଗଣେଶ ଭସାଣି ରେ ଅଘଟଣ ଘଟିଛି। ଥାନା ସମ୍ମୁଖରେ କିଛି ବ୍ୟକ୍ତି ହଟ୍ଟଗୋଳ ଓ ପୋଲିସ ବିରୋଧରେ ପାଟିତୁଣ୍ଡ କରୁଥିବା ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମଗୁଡିକରେ ପ୍ରଚାରିତ ହେଉଛି। କିଛି ବ୍ୟକ୍ତି!-->…
ଗଜାନନଙ୍କ ଭଷାଣୀ ସମାରୋହ : ମେଡ଼ିକାଲ ପରିସରରେ ଫୁଟିଲା ବାଣ, ବାଜିଲା ଡିଜେ
ହିଞ୍ଜିଳିକାଟୁ : ମେଡିକାଲ ପରିସରରେ ଉଚ୍ଚ ଶବ୍ଦ କରିବା ସକାଶେ କଡା ନିୟମ ରହିଛି । ହେଲେ ସମସ୍ତ ନିତି ନିୟମକୁ ଉଲଙ୍ଘନ କରିଛନ୍ତି ଖୋଦ୍ ମେଡିକାଲ କର୍ମଚାରୀ। ଏଭଳି ଏକ ଘଟଣା ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଗତ ୭ ତାରିଖରେ ହିଞ୍ଜିଳିକାଟୁ!-->…
ଫୁଲବାଣୀରେ ଅତିବଡ଼ି ଜଗନ୍ନାଥ ଜୟନ୍ତୀ ପାଳିତ
ଫୁଲବାଣୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶାର କନ୍ଧମାଳ ଜିଲ୍ଲା ଶାଖା ତରଫରୁ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ଓ ବାର୍ଷିକ ଉତ୍ସବ ସ୍ଥାନୀୟ ମୋହନଦାସ କରମଚନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀ ପରିସରରେ ଏମ କେ ଏସ ପି ର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟକ ଭାବେ କନ୍ଧମାଳର!-->…
ନୂଆପଡାରେ ଭାରତୀୟ ଜନତାପାର୍ଟିର ବୁଥ୍ ସ୍ତରୀୟ ସଦସ୍ୟତା ଗ୍ରହଣ କର୍ମଶାଳା ଅନୁଷ୍ଠିତ
ଚିକିଟୀ : ଏହି ବ୍ଲକ ନୂଆପଡା ସ୍ଥିତ ଗାନ୍ଧୀକୃଷ୍ଣମୂର୍ତ୍ତି କଳିଙ୍ଗ ବୈଶ୍ୟ ଭବନରେ ରବିବାର ଦିନ ଗଞ୍ଜାମ ଜିଲ୍ଲା ସଭାପତି ଡ଼କ୍ଟର. ସୁବାଷ ଚନ୍ଦ୍ର ସାହୁ, ଉପସଭାପତି ପରେଶ ରଥ ଏବଂ ୭ ନମ୍ବର ବୁଥ ସ୍ତରୀୟ ମଣ୍ଡଳ ସଭାପତି ଜି. ସୁ୍ରିନାରାୟଣ ଙ୍କ ଅଧକ୍ଷତାରେ ବୁଥ ସ୍ତରୀୟ ସଦସ୍ୟତା ଗ୍ରହଣ!-->…
ଶିଶୁ ମନ୍ଦିରରେ ମାତୃ କର୍ମଶାଳା
ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ଚିକିଟୀ ମହାବିଦ୍ୟାଳୟର IRPM ବିଭାଗର ବରିଷ୍ଠ ଅଧ୍ୟାପକ ସନାତନ ଗୌଡ଼ ଯୋଗଦାନ କରି ଶିଶୁ ଶିକ୍ଷାରେ ମାଆଙ୍କ ଭୂମିକା ସମ୍ବନ୍ଧରେ ବିଭିନ୍ନ ପ୍ରାମାଣିକ ତଥ୍ୟ!-->…