Browsing Category

ଆଞ୍ଚଳିକ

ଶୁଣିଲାନି ପ୍ରଶାସନ: ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ

ବାଲିଗୁଡା : ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି

ବିଭିର୍ନ ସମସ୍ୟା ଘେରରେ କରଗୁଡା ଶୈବ ପୀଠ

ଲଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ଅନେକ ପ୍ରସିଦ୍ଧ ଶୈବ ପୀଠ ମାନ ରହିଛି।ହେଲେ ସେଥି ମଧ୍ୟରୁ କିଛି ଶୈବ ପୀଠରେ ଅନେକ ସମସ୍ୟା ଦେଖା ଦେଇଛି। ବିଶେଷ କରି ପ୍ରଥମେ ରାସ୍ତା ତାପରେ ବିଜୁଳି ଓ ପାନୀୟ ଜଳର ଘୋର ସମସ୍ୟା ଦେଖା ଦେଇଛି।ଯୋଉଠି କି ଏଯାଏଁ ପ୍ରଶାସନ ର ଦୃଷ୍ଟି

ଚାହିଦା ମେଣ୍ଟାଇବା ସକାଶେ ଜିଲ୍ଲାରେ 1750 ହେକ୍ଟର ଆଳୁଚାଷ କରାଯିବ

ଛତ୍ରପୁର : ଗଞ୍ଜାମ କୃଷି ଓ ଉଦ୍ୟାନକୃଷି କ୍ଷେତ୍ର ସକାଶେ ଅନ୍ୟତମ ସମ୍ଭାବ୍ୟ ଜିଲ୍ଲା । କ୍ଲଷ୍ଚର ସ୍ତରୀୟ ଆଳୁଚାଷ କରାଗଲେ କମ୍ ଖର୍ଚ୍ଚ ପରିଚାଳନାରେ ଉତ୍ପାଦକତା ବୃଦ୍ଧି ହୋଇ ପାରିବ ଏବଂ ବଜାରରେ କୃଷକଗଣ ପ୍ରତିଯୋଗିତା ମୂଳକ ଲାଭବାନ ହୋଇ ପାରିବେ । କୃଷକଙ୍କ ଲାଭ ବୃଦ୍ଧି ପାଇଁ ବ୍ୟାପକ

ମାଓ ପ୍ରବଣ ନାରାୟଣ ପାଟଣା ଥାନାରେ ନୂତନ ଆଇ ଆଇସିଙ୍କ ଯୋଗଦାନ

ଲଷ୍ମୀପୁର : କୋରାପୁଟ ଜିଲ୍ଲା ନାରାୟଣ ପାଟଣା ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରମୋଦ କୁମାର ନାୟକ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଏନେଇ ଥାନା କର୍ମଚାରୀ ମାନେ ତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଛନ୍ତି।ସେଠି ଥିବା ମହିଳା ଆଇଆଇସି ଙ୍କୁ ସୁନାବେଡା ବଦଳି ହୋଇଥିବା ଶୁଣିବାକୁ

ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନୀୟାଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି :L ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନୀୟା ମାଲକାନଗିରି ଗସ୍ତ କରିଛନ୍ତି, ସେ ପ୍ରଥମେ ମାଓପ୍ରଵଣ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଆଞ୍ଚଳ ର ଗୋରାସେତୁ ବିଏସ ଏଫ କ୍ୟାମ୍ପ ପରିଦର୍ଶନ କରି ଯବାନ ମାନଙ୍କ ସୁବିଧା ଅସୁବିଧା କଥା ପଚାରି

ଶାନ୍ତି ମିଶ୍ର ହତ୍ୟା ମାମଲା; ୧୧ଜଣ ଅଭିଯୁକ୍ତ ଆଜୀବନ କାରାଦଣ୍ଡ, ଜଣେ ଏବେବି ଫେରାର ଅଛି

ବ୍ରହ୍ମପୁର : ଗୋଶାଣୀନୂଆ ଗାଁ ଥାନା ଅଞ୍ଚଳରେ ଗତ ୨୦୧୩ ଜାନୁୟାରୀ ୨୯ ତାରିଖରେ ହୋଇଥିବା ବହୁ ଚର୍ଚ୍ଚିତ ବ୍ରହ୍ମପୁର ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ । ଦୋଷୀ ସାବ୍ୟସ୍ତ

ଓଡ଼ିଆ ପାଠଚକ୍ର ଅନୁଷ୍ଠିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଲାଇନ୍ ପଡା ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଗାଳ୍ପିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଂସର ବିଳାପ ଗଳ୍ପ କୁନେଇ ପାଠ ଚକ୍ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ବିଭାଗର

ବ୍ରହ୍ମପୁର ସିପିଆଇ କାର୍ଯ୍ୟାଳୟରେ ଅକ୍ଟୋବର ବିପ୍ଳବର ୧୦୮ତମ ବାର୍ଷିକୀ ଉପଲକ୍ଷେ ଲାଲ ପତାକା ଉତ୍ତୋଳନ

ବ୍ରହ୍ମପୁର : ନଭେମ୍ବର ୭ ମହାନ ଅକ୍ଟୋବର ବିପ୍ଳବ ର ୧୦୮ତମ ବାର୍ଷିକୀ ଉପଲକ୍ଷେ ବ୍ରହ୍ମପୁର ପାର୍କ ସାହିସ୍ଥ ସିପିଆଇ କାର୍ଯ୍ୟାଳୟ ଠାରେ ଲାଲ୍ ପତାକା ଉତ୍ତୋଳନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପାର୍ଟି ନେତା ତଥା ପାର୍ଟି ମୁଖପତ୍ର 'ନୂଆଦୁନିଆ' ର ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ ଲାଲ୍

ସହର ସ୍ଥିତ ଗୌଶିକ ଫିଟନେସ ପାର୍କ ଜିମ ର ଦ୍ଵିତୀୟ ବାର୍ଷିକି ଉତ୍ସବ ଅନୁଷ୍ଠିତ : ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଳ,…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପ୍ରଖ୍ୟାତ ଜିମ୍ ଗୌସିକ ଫିଟନେସ ପାର୍କର ନୂତନ ଜିମ୍ ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି

ଅବକାରୀଙ୍କ ପୃଥକ୍ ପୃଥକ୍ ଦୁଇ ଜାଗାରେ ଚଢାଉ ମହୁଲ ଓ ଦେଶୀ ମଦ ଜବତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ କାରିଛପଲ ଓ ହାଟିବାରି ଥାନା ଅନ୍ତର୍ଗତ ଅଙ୍କୁରପାଲିରେ ଆଜି ବୀରମିତ୍ରପୁର ଓ କୁଆଁରମୁଣ୍ଡା ଅବକରୀଙ୍କ ମିଳିତ ଭାବେ ଚଢାଉ କରାଯାଇଛି | ଏହି ମିଳିତ ଚଢ଼ାଉରେ କାରିଛପଲ ଅଞ୍ଚଳର ବିଲରେ ଗାତ କରି ୪ଟନ ୫୦୦ କୁଇଣ୍ଟାଲ