Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ରହ୍ମପୁରରେ ବେଆଇନ ମଦ ପ୍ରସ୍ତୁତ ୟୁନିଟ ଉପରେ ପୁଲିସର ଚଢ଼ାଉ
ବ୍ରହ୍ମପୁର : ବେଆଇନ ନକଲି ବିଦେଶୀ ମଦ ୟୁନିଟ ଉପରେ ଗୋଶାଣୀନୂଆଗାଁ ପୁଲିସ ଚଢ଼ାଉ କରିଛି।. ବିଭିନ୍ନ ବ୍ରାଣ୍ଡ ର ପ୍ରସ୍ତୁତ ନକଲି ମଦ ଜବତ କରିଛି ଗୋସାଇଁନୂଆଗାଁ ଥାନା ପୋଲିସ।ଏହା ସହିତ ମଦ ପ୍ରସ୍ତୁତ ଉପକରଣ ବି ଜବତ କରିଛି।ଏହି ସଂକ୍ରାନ୍ତ ରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି।!-->…
ପ୍ରତିଭା ଆବାସିକ ମହାବିଦ୍ୟାଳୟର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ !
ଛତ୍ରପୁର : ପବିତ୍ର ନୂଆ ଖାଇ ଭେଟ୍ ଘାଟ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁର ର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ବେଶ୍ ଧୁମ୍ ଧାମରେ ମନାଇଛନ୍ତି । ଅନୁଷ୍ଠାନରେ ଅଧ୍ୟୟନ ନିମନ୍ତେ ଚଳିତ ବର୍ଷ ପ୍ରବେଶ କରିଥିବା ଯୁକ୍ତଦୁଇ ଶ୍ରେଣୀର!-->…
ମୌଳିକ ସୁବିଧାରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର ନିଜ ଭିଟାମାଟିକୁ ଫେରିବେ
ବାଲିଗୁଡା : କନ୍ଧମାଳ ପ୍ରଶାସନ ଉପରେ ଭରସା କରି ପାହାଡ଼ ଉପର ଗାଁରୁ ତଳକୁ ଆସି ବସତି ସ୍ଥାପନ କଲେ; କିନ୍ତୁ ଏଠାରେ ଦୁର୍ଦ୍ଦଶାରେ ଏତେ ବଢ଼ିଗଲା ଯେ ଦିନ କାଟିବା ଅସମ୍ଭବ ହୋଇପଡ଼ିଲା । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଶେଷରେ ପୁଣି ନିଜ ଭିଟାମାଟି ବା ଗାଁକୁ ଫେରିଯିବାକୁ ମନ!-->…
ଚଳିତ ବର୍ଷ ଧୁମଧାମରେ ପାଳନ ହେବ ମା ଗଜଲକ୍ଷ୍ମୀଙ୍କ ପୂଜା : ଏଥି ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର : ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୨୩ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା କରାଯାଉଛି । ଚଳିତ ବର୍ଷ ମାଙ୍କ ପୂଜାକୁ ଧୁମଧାମରେ ପାଳନ କରିବା ନିମନ୍ତେ ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଏକ!-->…
ବିଦ୍ୟୁତ୍ ଆଘାତରେ ମେଣ୍ଢା ମୃତ୍ୟୁ ଅଭିଯୋଗ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳା ସାତଭଉଣୀ ମନ୍ଦିର ନିକଟସ୍ଥ ଏକ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସି ଏକ ମେଣ୍ଢାର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ମେଣ୍ଢା ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ସୋମବାର ଅପରାହ୍ନରେ ବେଲଗାଁ ଥାନା ଗଣ୍ଡଳା!-->…
ଚିକିତ୍ସାଳୟରେ ଡାକ୍ତର ଦ୍ୱାରା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଦ୍ୱାରା ଏକ ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଅଞ୍ଚଳର ସୁକାନ୍ତି ଦାସ ନାମକ ମହିଳା ଛାତି ଓ ମୁଣ୍ଡ ବ୍ୟାଥା ଯୋଗୁଁ ଚିତ୍ରକୋଣ୍ଡା ଚିକିତ୍ସାଳୟକୁ!-->!-->!-->…
ଲଗାଣ ବର୍ଷାରେ ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ ରାସ୍ତା ଧସିଲା, ଯାତାୟତ ବାଧାପ୍ରାପ୍ତ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ତିନିଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ ରାସ୍ତା ଭାଲ୍ଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସି ଯାଇଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଅବରୋଧ ହୋଇଯାଇଛି । ଫଳରେ ଚିତ୍ରକୋଣ୍ଡା ଓ ବାଲିମେଳା ମଧ୍ୟରେ ଗାଡି!-->…
ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରଭାବ ଯୋଗୁଁ ସଦର ମହକୁମା କୁ ଯୋଗା ଯୋଗ ବିଚ୍ଛିନ୍ନ…
ମାଲକାନଗିରି : ଗତକାଲି ଠୁ ପ୍ରାକ ମୌସୁମୀ ପ୍ରଭାବ ତଥା ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହିତ ବିଭିନ୍ନ ଅଞ୍ଚଳରେ ସହର ମଧ୍ୟକୁ ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ମିଳିଥିବା ବେଳେ ରାତିତମାମ ବର୍ଷା ଯୋଗୁଁ ଆଜି ସକାଳୁ ମାଲକାନଗିରି ଜିଲ୍ଲାକୁ!-->!-->!-->…
ଯୁବକଙ୍କ ଉନ୍ମୁକ୍ତକାଣ୍ଡ, ଛୁଆର ସ୍ୱାସ୍ଥ୍ୟବସ୍ଥା ଜଟିଳ ପାଇଁ ଗଛରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ
ବ୍ରହ୍ମପୁର : ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରକ୍ତ ଭଣ୍ଡାର ନିକଟରେ ଥିବା ଏକ ଗଛ ଉପରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ଜଣେ ଯୁବକ | ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଗ୍ନିଶମ ବିଭାଗ, ପୁଲିସ, ସ୍ଥାନୀୟ ଲୋକେ କରିଲେ ଉଦ୍ଧାର । ଯୁବକ ଜଣକ ମାଲକାନଗିରି!-->!-->!-->…
ନିର୍ବାଚିତ ପ୍ରତିନିଧି ମୋବାଇଲରେ କଥା ହେବାକୁ ନାରାଜ…
ବାବା କଥା ହେବେ ଅଡ଼ିଓ ଭାଇରଲକୁ ନେଇ ନେତା ଛାନିଆ….!
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ କିଛି ଦିନ ତଳେ ବାବା କଥା ହେବେ ବୋଲି ବାଲି ମାଫିଆମାନଙ୍କୁ ବଟି ମାଗିଥିବାର ଅଡ଼ିଓ ଭାଇରଲ ହୋଇଥିଲା । ଏହି ଅଡ଼ିଓ ଭାଇରଲକୁ ନେଇ ଆସିକାରୁ ଭୁବନେଶ୍ୱର ରେ ତୁମ୍ବି ତୋଫାନ ହୋଇ!-->!-->!-->…