Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜଳ ଯୋଗାଣ ନେଇ ସାମାନ୍ୟ ବଚସାରୁ ମରଣାନ୍ତକ ଆକ୍ରମଣ : ୪ ଗିରଫ
;
ବ୍ରହ୍ମପୁର : ଗୋପାଳପୁର ଥାନା ଅନ୍ତର୍ଗତ ବହାଦୁରପେଟା ଗ୍ରାମର ପି. କୈଳାସ ରେଡି ଗାଁ ର ଜଳ ଯୋଗାଣ ଦାୟିତ୍ୱ ରେ ରହିଥିଲେ।ଗତ ୪ ତାରିଖରେ ସେ ଜଳ ଯୋଗାଣ କରି ଥିଲେ କିନ୍ତୁ ଆଉ ତାହାକୁ ବନ୍ଦ କରି ନ ଥିଲେ। ଫଳରେ ପାନୀୟ ଜଳ ଗାଁ ଦାଣ୍ଡରେ ଭାସିଥିଲା ।ଏହାକୁ ବନ୍ଦ କରିବା ପାଇଁ କେ!-->!-->!-->…
କଳାକାରମାନେ ସମାଜର ମୋକ୍ଷ ମାର୍ଗ ଦର୍ଶକ : ବରିଷ୍ଠ କଳାକାର ମହାସଂଘ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ବ୍ରାହ୍ମଣଛାଇ ଗ୍ରାମସ୍ଥ ଶ୍ରୀଶ୍ରୀଶ୍ରୀ ଗୋପୀନାଥ ସଂକୀର୍ତ୍ତନ ମଣ୍ଡଳୀର ଆଖଡା ଆତ୍ମ ପ୍ରକାଶ ମହୋତ୍ସବରେ ଯୋଗଦେଇ କଳାକାରମାନଙ୍କୁ ସମାଜର ମୋକ୍ଷ ମାର୍ଗ!-->…
ଆସିକା ପୋଲିସ ର ଦବଙ୍ଗ ଗିରି : ପୋଲିସ ବାବୁଙ୍କ ଭୁଲକୁ ଏସ.ପି କଲେ ସ୍ୱୀକାର…!
ଗଞ୍ଜାମ ଏସ.ପି ସାହେବ କହିଲେ ଭୁଲ ହୋଇଛି କ୍ଷତି ପୂରଣ ଦିଆଯିବ……!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଥାନା ସର୍ବ ଭାରତସ୍ତରରେ ଏକ ନମ୍ବର ଆଦର୍ଶ ଓ ଶ୍ରେଷ୍ଠ ଥାନା ରୂପେ ପୁରସ୍କୃତ ହୋଇଥିଲା । ଗତ ଏକ ତାରିଖ ଦିନ ଆସିକା ଥାନା ଅନ୍ତର୍ଗତ ମାଗୁରା ପଲ୍ଲୀ ଗ୍ରାମର ସିମାଞ୍ଚଳ ବେହେରାଙ୍କ!-->…
ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ: ଶିକ୍ଷା ବିଭାଗ କଲା ନିଲମ୍ବିତ
ବାଲିଗୁଡା : ମଦ୍ୟପାନ କରି ଶିକ୍ଷକ ନିଲମ୍ବିତ। ଜଣେ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସି ନିଲମ୍ବିତ ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ ଦୀର୍ଘ ଦିନ ହେବ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ!-->…
ଦେବଦୂତ ସାଜିଲା କୋ-ଅପେରଟିଭ ସୋସାଇଟି
ପାତ୍ରପୁର : ଦୁଃଖର ରୂପ ଅନେକ l ଦୁଃଖୀ ମଣିଷଟି ଆତୁରରେ ରୋଗରୁ ମୁକ୍ତି ପାଇଁ ପ୍ରାର୍ଥନା କରୁଥିବl ବେଳେ ପେଟର ଭୋକ ଆହୁରି କଷ୍ଟ ଦେଇଥାଏ l ନା କହିପାରେ ନା ସାହିପାରେ l କେବଳ ଦୁଃଖକୁ ସାଥି କରି ଭାଗ୍ୟକୁ ଆଦରି ଆଖିରୁ ଲୁହଝରାଇ ଦିନ ଗଣିବା ବ୍ୟତୀତ ଆଉ କିଛି ଚାରା ନାହିଁ l ଏମିତି!-->!-->!-->…
ଟିକାବାଲିରେ ଜିଲ୍ଲା ସ୍ତରୀୟ ପାରମ୍ପରିକ ଖାଦ୍ୟ ମେଳା ଆୟୋଜିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଠାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଟିକାବାଲି ଶ୍ରୀ ଅନ୍ନ କାର୍ଯ୍ୟକ୍ରମର ମିଳିତ ଉଦ୍ୟମରେ ଆୟୋଜିତ ଏହି!-->…
ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଫୁଲବାଣୀ : ବିଶ୍ୱରତ୍ନ ବାବାସାହେବ ଡ଼ ଆମ୍ବେଦକରଙ୍କ ଆଗାମୀ ଡିସେମ୍ବର ୬ ତାରିଖ ପରିନିର୍ବାଣ ଦିବସ ପାଳନ ନିମନ୍ତେ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ତରଫରୁ ଫୁଲବାଣୀ ସାମ୍ବାଦିକ ଭବନ ଠାରେ ସଭାପତି ଅରୁଣ ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହେଇଥିଲା l ବୈଠକ ରେ ସଂଗଠନର ସାଧାରଣ!-->…
ସାବଧାନ ! ସାଇବର ଠକଙ୍କ ଆଖି କନ୍ଧମାଳ ଉପରେ : ଅଧ୍ୟକ୍ଷଙ୍କ ନାଁ ନେଇ ଛାତ୍ରଛାତ୍ରୀଙ୍କୁ ମାଗୁଛନ୍ତି ଟଙ୍କା
କନ୍ଧମାଳ : ‘ମୁଁ ଜୁନିୟର କଲେଜ ପ୍ରିନ୍ସପାଲ କହୁଛି, ଆଗକୁ ପୁଅର ପରୀକ୍ଷା ଅଛି। ପାଞ୍ଚ ହଜାର ଟଙ୍କା ଦେଲେ ପରୀକ୍ଷାରେ ମାର୍କ ମିଳିବା ପାଇଁ ବ୍ୟବସ୍ଥା କରାଯିବ।’ ଏଭଳି ଫୋନ ଆସୁଛି ଫୁଲବାଣୀ ସରକାରୀ ଜୁନିୟର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ପାଖକୁ। ଟଙ୍କା ଆଦାୟର!-->…
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ଗେଣ୍ଡୁଫୁଲ ଚାଷ ନିମନ୍ତେ ତାଲିମ ପ୍ରଦାନ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ପକ୍ଷରୁ କ.ନୂଆଗାଁ ବ୍ଲକ ମହାସିଂ ପଞ୍ଚାୟତ ଲିମାର ପଦର ଗ୍ରାମଠାରେ ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ଜରିଆରେ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ଏକ ଦିବସୀୟ ତାଲିମ୍ ଓ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ!-->…
ସାଇକେଲକୁ ଧକ୍କା ଦେଲା ସ୍କୁଟି ଜଣେ ଗୁରୁତର ୩ ଆହତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ପୋଗରାପୋଷ ରାସ୍ତା ଉପରେ ସାଇକେଲ କୁ ପଛ ପଟୁ ସ୍କୁଟି ଧକ୍କା ଦେବା ଫଳରେ ଜଣେ ଗୁରୁତର ଓ ୩ ଜଣ ଆହତ ହେଇଥିଲେ ! ଏହା ଦେଖି ପୋଗ୍ରାପୋଷ ଅଞ୍ଚଳର ଜଣେ ସମାଜ ସେବୀ ରବି ସାହୁ ୧୦୮ ଆମ୍ବୁଲାନ୍ସ କୁ ଡାକି ଦୁର୍ଘଟଣାରେ ଗୁରୁତର!-->!-->!-->…