Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲା ଅଦାଲତଙ୍କ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
ମାନ୍ୟବର ଉଚ୍ଚ ନ୍ୟାୟଳୟ ଓଡିଶା କଟକଙ୍କ ଆଦେଶକ୍ରମେ ତଥା ଜିଲ୍ଲା ଅଦାଲତଙ୍କ ଆନୁକୁଲ୍ୟରେ ଏଵଂ ଜିଲ୍ଲା ଓ ଦୌରା ଜଜ୍ ଡ. ପ୍ରଶନ୍ନ କୁମାର ପଣ୍ଡା କଂ ପୌରହିତ୍ୟରେ ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲା ସ୍ତରିୟ ଚିତ୍ରାକଂନ ପ୍ରତିଯୋଗିତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଅଧିକାଂଶ!-->…
ଜିଲ୍ଲା ପାଇଁ ଗୌରବ : ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ସଦର ଥାନା IIC ଶ୍ରୀ ରିଗାନ କିଣ୍ଡୋ
ମାଲକାନଗିରି କେନ୍ଦ୍ରୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ମାଲକାନଗିରି ସଦର ଥାନା IIC ଶ୍ରୀ ରିଗାନ କିଣ୍ଡୋ, ୨୩ / ୨୪ ବର୍ଷରେ ତାଙ୍କର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ କେନ୍ଦ୍ରୟ ସ୍ତରରେ ମନୋନୀତ ହୋଇଛନ୍ତି। ଓଡିଶାରୁ ତିନି ଜଣ ମନୋନୀତ ହୋଇଥିବା ବେଳେ ଶ୍ରୀ ରିଗାନ୍ କିଣ୍ଡୋ ଅନ୍ୟତମ।!-->!-->!-->…
ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ନିମନ୍ତେ ଖବର ଦାତା ସମ୍ମିଳନୀ
ମାଲକାନଗିରି : ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ମାଲକାନଗିରି ରେ ଡିସେମ୍ବର ୨୯ ଓ ୩୦ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷ ରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଲୟେର ଆସୋସିଏସନ ସଭାପତି ନୃସିଂହ ଚରଣ!-->…
ବିଦ୍ୟୁତ ଆଘାତରେ କାଠ ମିସ୍ତ୍ରୀ ମୃତ
ହିଞ୍ଜିଳିକାଟୁ ୧୧/୧୧ : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗାଁ ଥାନା ଅଧୀନ ଦିଗାପଡା ଶାସନ ଗ୍ରାମରେ ଜଣଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ସ୍ୱର୍ଗତ ତ୍ରିନାଥ ମହାରଣାଙ୍କ ସାନ ପୂଅ ସନ୍ତୋଷ ମହାରଣା ୩୪ ।ମୃତକ ଜଣକ କାଠ ମିସ୍ତ୍ରୀ ବୋଲି ଜଣାପଡିଛି । ସୋମବାର ସକାଳେ କାଠ କାମ!-->…
ଏକଲ ଅଭିଯାନ ପକ୍ଷରୁ ଦିନିକିଆ କ୍ରୀଡ଼ା ପ୍ରତିଯୋଗିତା
ବାଲିଗୁଡା : ଏକଲ ଅଭିଯାନ ଫୁଲବାଣୀ ଅଞ୍ଚଳ ପକ୍ଷରୁ ଶିକ୍ଷା ନିକେତନ ବିଦ୍ୟାଳୟ ପରିସର ରେ ଦିନିକିଆ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ମା' ପାଟ୍ଟଖଣ୍ଡାଙ୍କ ମନ୍ଦିରରୁ ମଶାଲ ପ୍ରଜ୍ଜଳନ କରି ପଡିଆ ରେ ପହଞ୍ଚିବା ପରେ ମୁଖ୍ୟ ଅତିଥି ରାଜ କିଶୋର ସାହୁଙ୍କ ହସ୍ତରେ!-->…
ଆମ୍ବ ଟାକୁଆ ଜାଉର ପୁନରାବୃତ୍ତି : ଚାରିମାସ ହେବ ମିଳିନି ଚାଉଳ, ଖୁର୍ସା, କରଡ଼ି ଓ ମକାରେ ବିତୁଛି ଆଦିବାସୀଙ୍କ ଜୀବନ
ବାଲିଗୁଡା : ଚାଉଳ ମିଳିବା ରେ ବିଳମ୍ବ ଯୋଗୁଁଁ ପେଟର ଭୋକକୁ ମେଣ୍ଟାଇବା ପାଇଁ ଖୁର୍ସା, କରଡ଼ି, ଜଙ୍ଗଲି କନ୍ଦା ଓ ମକା ଭଳି ଜଙ୍ଗଲ ଜାତ ଦ୍ରବ୍ୟରେ ପୂରୁଛି ପେଟ। ଏଭଳି ଏକ ଘଟଣା ପୁଣି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଞ୍ଚାୟତର ଦୁର୍ଗମ!-->…
ଜିଲ୍ଲାସ୍ତରୀୟ ଖାଦ୍ୟ ମେଳାରେ ପାରମ୍ପରିକ ମାଣ୍ଡିଆ ନିର୍ମିତ (ଖାଦ୍ୟକୁ) ଗୁରୁତ୍ୱ
ମାଲକାନଗିରି, ୧୦।୧୧ ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନ ପରିସରରେ ଆଜି ଜିଲ୍ଲା କୃଷି ବିଭାଗ ତରଫରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲରଂଜନ ମହାଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଖାଦ୍ୟ ମେଳାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲଙ୍କ ଦ୍ୱାରା ଉଦ୍ଘାଟିତ ହୋଇ!-->…
ରାଜ୍ୟ ଟୋଙ୍ଗ-ଇଲ୍-ମୂ-ଡୁ ପ୍ରତଯୋଗୀତାରେ ଚମକିଲେ କନ୍ଧମାଳର ପ୍ରତିଯୋଗୀ
ଫୁଲବାଣୀ : ରାଜ୍ୟ ସ୍ତରୀୟ ଟୋଙ୍ଗ-ଇଲ୍ -ମୂ-ଡୁ ଚାମ୍ପିଅନସିପ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ୟୁନିଟ ୯ ଠାରେ ଗତ ୩ ନଭେମ୍ବର ରବିବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ଓଡିଶାର ୧୧ ଟି ଜିଲ୍ଲାରୁ ପ୍ରାୟ ୨୪୫ ଖେଳାଳି ଅଂଶଗ୍ରହଣ କରିଥିଲେ । ୪ଟି ବର୍ଗ ସବ୍ ଜୁନିଅର, କ୍ୟାଡେଡ, ଜୁନିଅର ଓ!-->…
ଚିକିଟୀରେ ଶିବ ଜ୍ୟୋତି ଭବନ ଲୋକାର୍ପିତ
ଚିକିଟୀ : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ଚିକିଟୀ ଶାଖା ଶିବ ଜ୍ୟୋତି ଭବନ ବ୍ରହ୍ମା ନଗର ୯ମ ଲାଇନ ରେ ରବିବାର ଲୋକାର୍ପିତ ହୋଇଯାଇଛି। ବ୍ରହ୍ମା କୁମାରୀ ନିଶା ଭଉଣୀ ଙ୍କ ପୌରାହିତ୍ୟ ରେ ଏହି ଅବସରରେ ଏକ ସାଧାରଣ ସଭା ର ମଧ୍ୟ ଆୟୋଜନ ହୋଇଥିଲା। ମୁଖ୍ୟ ଅତିଥି!-->…
ପ୍ରଶାସନର ଆଢୁଆଳରେ ରାଜୁଲକୋଣ୍ଡା ଫାର୍ମ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜୁଲକୋଣ୍ଡା ଠାରେ ଥିବା ଫାର୍ମ ଟି ପ୍ରଶାସନର ଆଢୁଆଳରେ ଥିବା ଭଳି ପରିଲକ୍ଷିତ ହେଉଛି । ଏକଦା ଏହି ଫାର୍ମ ଟିରେ ବିଭିନ୍ନ ପ୍ରକାର ଫଳ ଯେମିତିକି ଅନେକ କିସମର ସ୍ୱାଦିଷ୍ଟ ଆମ୍ବ, ପିଜୁଳି, କମଳା, ଲେମ୍ବୁ ପ୍ରଭୃତି ଭରପୁର!-->…