Browsing Category

ଆଞ୍ଚଳିକ

ମା’ ରାମଚଣ୍ଡୀ ପୀଠରେ ଖୋଲିବ ବେଦ ବିଦ୍ୟାଳୟ

ଛତ୍ରପୁର : ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ପର୍ବତରେ ଅବସ୍ଥିତ ମା' ରାମଚଣ୍ଡୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା। ଏହି ଅବସରରେ ପ୍ରତିଦିନ ଭକ୍ତଙ୍କର ସୁଅ ଛୁଟୁଛି। ସେହିଭଳି ଭାବେ ଡ଼ି. ଆଇ.ଇ.ଟି, ଖଲିକୋଟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପରିଡା ମାଁ ରାମଚଣ୍ଡୀଙ୍କ ମନ୍ଦିର କୁ

କାହା ସ୍ୱାର୍ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଭୂମିହୀନ ବିଧବାଙ୍କୁ ମିଳୁନି ଘର, କଷ୍ଟରେ କଟୁଛି ଜୀବନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ ଗୌଡ଼ସାହିର ବିଧବା ମହିଳା ରଞ୍ଜିତା ବେହେରା ଝାଟିମାଟି ଘରେ ରହୁଥିଲେ। ବିଗତ ଦିନରେ ଲଗାଣ ବର୍ଷାରେ ଏହି ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଓଡ଼ିଶାକୁ

କନ୍ଧମାଳରୁ ପ୍ରଥମ ଥର ପାଇଁ ଆଇଟିସି କିଣିଲା ହଳଦୀ

■ଜୈବିକ ପଦ୍ଧତିରେ ହଳଦୀ ଚାଷ କରି ଲାଭବାନ୍ ହେଲେ ମହିଳା ■ କମ୍ପାନୀ ଦ୍ବାରା ଦେଶ ବିଦେଶରେ ପହଞ୍ଚିବ ହଳଦୀକନ୍ଧମାଳ : କନ୍ଧମାଳ ଜିଲାରୁ ପ୍ରଥମ ଥର ପାଇଁ ଦେଶର ଏକ ବଡ଼ ବ୍ୟବସାୟିକ ଅନୁଷ୍ଠାନ କନ୍ଧମାଳ ହଳଦୀ କୁ ଉଚ୍ଚ ଦରରେ କ୍ରୟ କରି ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି। ହଳଦୀ ଚାଷୀମାନେ

ବକେୟା ଟଙ୍କାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ – ୨ ଫେରାର

ହିଞ୍ଜିଳିକାଟୁ : ପରିବା ବାବଦକୁ ବକେୟା ଟଙ୍କାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା କାଳୁଆ ସାହିର ଶ୍ରୀକାନ୍ତ ପ୍ରଧାନ। ଆକ୍ରମଣ ଘଟଣାରେ

ପ୍ରଶାସନ ଓ ବାଲି ମାଫିଆଙ୍କ ଅସାଧୁ ମେଣ୍ଟ : ୭ ବାଲି ବୋଝେଇ ଗାଡିକୁ ଜବତ କଲା ହିଞ୍ଜିଳି ପୁଲିସ

ହିଞ୍ଜିଳିକାଟୁ : ଗତ ପ୍ରାୟ ୨ ମାସ ଧରି ହିଞ୍ଜିଳି ଥାନା ତଥା ଶେରଗଡ଼ ତହସିଲ ଅନ୍ତର୍ଗତ ଲକ୍ଷ୍ମୀପୁର ରାଜସ୍ବ ମଣ୍ଡଳର ନିକଟରେ ଥିବା ଋଷିକୁଲ୍ୟା ନଦୀ ଗର୍ଭକୁ ଆଖିବୁଜି ବିଦାରି ଚାଲିଛନ୍ତି ବାଲି ମାଫିଆ। ଦୈନିକ ପ୍ରାୟ ଶହେରୁ ଦୁଇଶହ ଟିପର ଓ ହାଇୱା ଗାଡ଼ି ଜରିଆରେ ଜିଲ୍ଲା ତଥା ଜିଲ୍ଲା

ସ୍ବଚ୍ଛଭାରତ ଓ ମହାବିଦ୍ୟାଳୟ ପରିସର ସଫେଇ ଅଭିଯାନ

ସ୍ବଚ୍ଛତା ଦ୍ବାରା କାୟ- ମନ-ବାକ୍ୟରେ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି ହୁଏ - ଅଧ୍ୟକ୍ଷ ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପ୍ରେରଣାରେ ଏବଂ ଯୁବ ରେଡକ୍ରସ ଶାଖାର ଉପଦେଷ୍ଟା ଦ୍ବୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଡ. ଅଜିତ୍ କୁମାର

ମାଛ ଧରିବାକୁ ଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଣେ ମୃତ

ଚିତ୍ରକୋଣ୍ଡା : ମାଛ ଧରିବାକୁ ଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଣେ ମୃତ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତର ଖଜୁରୀଗୁମା ଗ୍ରାମର ଭିମା ସୁଶୀଲ ହନ୍ତାଳ ଙ୍କ ପୁଅ ବଳରାମ ହନ୍ତାଳ(୩୦) ନାମକ ବ୍ୟକ୍ତି ମାଛ ଧରିବାକୁ କାଲି

ବେଲପଦର ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ମାନସିକ ଚାପ : ସାଧାରଣ ଘଟଣାରୁ ଛାତ୍ରକୁ ରଷ୍ଟିକେଟ ଧମକ

ଫୁଲବାଣୀ : ସରକାର ବିଶେଷ କରି ଉତ୍ତମ ଇଂରାଜୀ ଶିକ୍ଷା ପାଇବା ପାଇଁ ପିଲାମାନଙ୍କୁ ଆଦର୍ଶ ବିଦ୍ୟାଳୟର ବ୍ୟବସ୍ଥା କରିଛନ୍ତି l ହେଲେ ଏହି ବିଦ୍ୟାଳୟ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଓ ଶ୍ରେଣୀ ଶିକ୍ଷକଙ୍କ ମନମୁଖୀ କାରବାର, ଦୁର୍ନୀତିପୂର୍ଣ୍ଣ ମନୋଭାବ ଯୋଗୁଁ ଛାତ୍ର ମାନଙ୍କ ଉପରେ ମାନସିକ

୧୫୧ ନୂତନ ପ୍ରାଥମିକ ଶିକ୍ଷକ କନ୍ଧମାଳରେ ନିଯୁକ୍ତି

ଫୁଲବାଣୀ : କନ୍ଧମାଳରେ ୧୫୧ ନୂତନ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି | ସମାନେ ଭୁବନେଶ୍ୱରକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିଯୁକ୍ତି ପତ୍ର ଆଣିବା ପାଇଁ ଯାଇଛନ୍ତି | ସାଙ୍ଗରେ ୨ ଜଣ ବିଇଓ ରଞ୍ଜନ ପ୍ରଧାନ ଓ ଜଗନ୍ନାଥ ସାହାଣୀ, ୨ ଜଣ ଏବିଇଓ ,ଜୋତ୍ସ୍ନାରାଣୀ ମଲ୍ଲିକ ଓ ବୁଲୁ

ବିଜେପି ପକ୍ଷରୁ ମହିଳା ସ୍ଵୟଂ ସହାୟିକା ମାନଙ୍କ ସଦସ୍ୟତା ଗ୍ରହଣ

ବାଲିଗୁଡା ,: ଭାରତୀୟ ଜନତା ପାର୍ଟି ଓଡିଶା ପକ୍ଷରୁ ଅକ୍ଟୋବର ୧ ଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବିଶେଷ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକ ମାନଙ୍କୁ ସଦସ୍ୟତା କରିବା ଲକ୍ଷ୍ୟ ରହିଛି । ଏହାକୁ ନେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀର ମହିଳା ସ୍ଵୟଂ ସହାୟିକା