Browsing Category

ଆଞ୍ଚଳିକ

ପୂର୍ବ ଏସପିଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ସହ ନୂତନ ଏସପିଙ୍କୁ ସ୍ୱାଗତ ଜଣାଇଲେ ବିଭାଗୀୟ କର୍ମଚାରୀ

ମାଲକାନଗିରି : ମାଲକାନଗିରିରେ କାର୍ଯ୍ୟରତ ଥିବା ଏସପି ନିତେଶ ୱାଧୱାନିଙ୍କ ରାଉରକେଲା ବଦଳି ପରେ ତାଙ୍କୁ ବିଭାଗ ପକ୍ଷରୁ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିଜ ଅଧିକାରୀଙ୍କୁ ଫୁଲ ବର୍ଷାରେ ବାଜା ବଜାଇ ଭାବ ବିହୋଳ ହୋଇ ବିଦାୟ ଦେଇଛନ୍ତି। ନିତେଶ ୱାଧୱାନି ଦିର୍ଘ ସମୟ

ଆଇଟିଡିଏର କାର୍ଯ୍ୟ ବକେୟା ଅର୍ଥ ନପାଇ କାର୍ଯ୍ୟାଳୟ ସମ୍ମୁଖରେ ଠିକାଦାରଙ୍କ ଧାରଣା

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ବିଭିନ୍ନ ନିର୍ମାଣ କାର୍ଯ୍ୟ କରି ବିଲ୍ ପାଇ ନଥିବାରୁ ଆଜି ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖରେ ଠିକାଦାର ମାନେ ଧାରଣା ଦେଇଛନ୍ତିା ଏହି ଧାରଣାକୁ ସମର୍ଥନ ଜଣାଇ ବିଜେଡି ନେତା ପ୍ରଦୀପ ମାଝି ମଧ୍ୟ ଯୋଗ ଦେଇ

ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ଶୁଭେନ୍ଦୁ କୁମାର ପାତ୍ର

ଛତ୍ରପୁର : ଗଞ୍ଜାମ ପୁଲିସ ଜିଲ୍ଲାର ନୂତନ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଶୁଭେନ୍ଦୁ କୁମାର ପାତ୍ର। ୨୦୧୯ ବ୍ୟାଚର ଯୁବ ଆଇପିଏସ ଅଫିସର ଆଜି ଯୋଗ ଦେବା ପରେ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ପୂର୍ବରୁ ସେ କନ୍ଧମାଳରେ ଏସପି

ଚାଷୀ ମାନଙ୍କର ଜମି କୁ ଜଳସେଚନ ସମସ୍ୟାର ସମାଧାନ ଲାଗି ସ୍ଵପ୍ନେଶ୍ଵର କୃଷକ ସଂଘର ଦାବୀ

ଛତ୍ରପୁର, : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳ ଚାଷୀ ମାନଙ୍କର ଜମିକୁ ଜଳସେଚନ ସମସ୍ୟାର ସମାଧାନ ଓ ଅସାଧୁ ବ୍ୟକ୍ତିଙ୍କ ଅକ୍ତିଆରରେ ଥିବା ନାଳ ଓ ସରକାରୀ ଜମିକୁ ଉଦ୍ଧାର କରିବା ସକାଶେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର କୃଷକ ସଂଘ ପକ୍ଷରୁ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ

ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ଗଞ୍ଜାମ ଜିଲ୍ଲା ଶାଖାପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ୬ ଦଫା ସମ୍ବଳିତ ଦାବିପତ୍ର…

ଛତ୍ରପୁର, : ଭାରତୀୟ ମଜଦୁର ସଙ୍ଘ ଅନୁବନ୍ଧିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ଗୁରୁବାର ଏକ ଲିଖିତ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି l ଆଶା କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ

ଓଡିଶା ଆଉଟସୋରସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କ ଛଟେଇ ନିର୍ଦେଶ ପୁନଃ ବିଚାର କରି ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ଲାଗି ଗୁରୁବାର ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଓଡିଶା ଆଉଟଶୋରସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲ୍ଲା

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ…

ବ୍ରହ୍ମପୁର - ବରିଷ୍ଠ ସାମ୍ବାଦିକ, ବିବିଧ ସମ୍ବାଦର ସମ୍ପାଦକ ତଥା ଆଇନଜୀବି ଗୌରାଙ୍ଗ ଚୌଧୁରୀଙ୍କ ମାତା ଶ୍ରୀମତୀ ଜମ୍ଭୁବତୀ ଚୌଧୁରୀଙ୍କ ଆଜି ପରଲୋକ ଘଟିଛି। ବୁଧବାର ବ୍ରହ୍ମପୁର ପୁରୁଣା ବ୍ରହ୍ମପୁର ମେଂଟୁଛକ ସ୍ଥିତ ନିଜସ୍ୱ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ସେ ଶେଷ

ଜିଲ୍ଲା ଭିତ୍ତିକ ଦାବି ନେଇ ମୁହଁରେ କଳା କନା ବାନ୍ଧି ଧାରଣା ଦେଲେ, ଜିଲ୍ଲା ଭିତ୍ତିକ ନିଯୁକ୍ତି କ୍ରିୟାନୁଷ୍ଠାନ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଲାଣି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ଜିଲ୍ଲାର ୪୫ ଗୋଟି ସଂଗଠନ କୁ ନେଇ ଗଠିତ ଜିଲ୍ଲା ଭିତ୍ତିକ ନିଯୁକ୍ତି କ୍ରିୟା ନୁଷ୍ଠାନ କମିଟି ପକ୍ଷରୁ ଆଜି ସ୍ଥାନୀୟ ଗାନ୍ଧିଛକ ରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ

ରାଜା ଚୈତନ୍ୟ ଦେବ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର : ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଉମରକୋଟ / ରାଇଘର : ଏହି ପୃଥିବି ପୃଷ୍ଠରେ ଗୁରୁହି ଏକ ମାତ୍ର ସଠିକ ପଥ ପ୍ରଦର୍ଶକ ହୋଇ ପଥ ଦେଖାନ୍ତି। ଗୁରୁ ସନ୍ତୁଷ୍ଟ ହୋଇ ଯାହାକୁ କୃପା କରନ୍ତି ସେ ଅନାୟାସେ ଭଵସିନ୍ଧୁ ପାର ହୋଇ ଯାଏ। ଏହି ପରି ଜଣେ ଗୁରୁ କୁମଲି ପଞ୍ଚାୟତ ଅନ୍ତର୍ଗତ ଜାମଦୋରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର