Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୨ ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
ହିଞ୍ଜିଳିକାଟୁ : ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ୨ ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଉଭୟ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହିଞ୍ଜିଳି ଥାନା ମକରଝୋଳ ଗ୍ରାମର ଜି. ସନ୍ତୋଷ (୪୩) ଓ ବେଲଗାଁ ଥାନା!-->…
ଚିକିଟୀରେ ସଫେଇମିତ୍ର ଙ୍କ ସ୍ୱାସ୍ଥ୍ୟ ଶିବିର ଓ ସମ୍ବର୍ଦ୍ଧନା ସହ ଶେଷ ହେଲା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପରେ ସୋମବାର ଦିନ ଅପରାହ୍ନରେ ଚିକିଟୀ ଗଡ଼ ବଡଦାଣ୍ଡ ଠାରେ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସାଂସ୍କୃତିକ!-->…
ସମଗ୍ର ଶିକ୍ଷା ଆନୁକୂଲ୍ୟରେ ସୁରଭି ୨୦୨୪ ଅନୁଷ୍ଠିତ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ର ପୁର କ୍ଲଷ୍ଟରରେ ପ୍ରାଥମିକ ବିଦ୍ୟାଳୟ, ଖରଧାର, ଡାଲପଲଙ୍କ, ଧନଘର, ରାମଚନ୍ଦ୍ରପୁର, ଜଗନ୍ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାମଚନ୍ଦ୍ର ପୁର, ରାଜକବି ରାଧାମୋହନ ବିଦ୍ୟାପୀଠ ଏବଂ ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାୟ ୧୫୦ଜଣ!-->…
ଜଗମୋହନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ସୁରଭି” କାର୍ଯ୍ୟକ୍ରମ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ବଡ଼ପଲଙ୍କ କ୍ଲଷ୍ଟର ଜଗମୋହନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ "ସୁରଭି "କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ମୁଖ୍ୟ ଅତିଥିଭାବେ ନିଗମାନନ୍ଦ ପଣ୍ଡା ଯୋଗଦେଇ ଉଦଘାଟନ କରିବା ସହ ପ୍ରଦୀପ!-->…
କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ରାଏବଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସିଆରସିସି ବିକାଶ ଚନ୍ଦ୍ର ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ରାଏବଗା ସ୍ବାସ୍ଥ୍ୟ କେନ୍ଦ୍ରର!-->…
ନବରଙ୍ଗପୁରଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ
ବରିଷ୍ଠ ନାଗରିକ ସମାଜକୁ ଶୃଙ୍ଖଳିତ କରିଥାନ୍ତି: ଜିଲ୍ଲାପାଳ
ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ରେ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ମହା ସମାରୋହ ରେ ବରିଷ୍ଠ ନାଗରିକ ଦିବସ ପାଳନ ହୋଇ ଯାଇଛି। ସକାଳ ୯ .୩୦ ମି!-->!-->!-->…
ଟିବି ( ଯକ୍ଷ୍ମା ) ହାରିବ ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିର : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ତରଫରୁ ମାଲକାନଗିରି ଜିଲ୍ଲା ପୁରୁଣା ରକ୍ତ ଭଣ୍ଡାର ଠାରେ ( ଯକ୍ଷ୍ମା ) ଟିବି ହାରିବ , ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ମାଗଣାରେ ଡାଲି , ମାଣ୍ଡିଆ , ବୁଟ!-->…
ପୌରାଧ୍ୟକ୍ଷାଙ୍କ ସଭାପତିତ୍ୱରେ ପ୍ରଥମ ବୈଠକ
ଫୁଲବାଣୀ : ଫୁଲବାଣୀ ପୌରପରିଷଦର ବୈଠକ l ପୌରାଧକ୍ଷା ଙ୍କ ଅନାସ୍ଥାପରେ ଉପାଧ୍ୟାକ୍ଷା ପାୟଲ ବେହେରା ଅଧକ୍ଷା ଭାବେ ଦାୟିତ୍ଵ ନେବାପରେ ଏହା ତାଙ୍କର ପ୍ରଥମ ବୈଠକ l ପୌରାଧ୍ୟାକ୍ଷା ପାୟଲ ବେହେରାଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଅନ୍ୟମାଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଜଗନାଥ ସାହୁ!-->…
ଗାଡ଼ିଆପଡା ଘାଟି ଜଙ୍ଗଲରୁ ବାଇକ ଉଦ୍ଧାର
ଖଜୁରୀପଡ଼ା: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟି ମାଁ ଲକାଟି ପୀଠ ଜଙ୍ଗଲରେ OD 02 S 6810 ଏକ ବାଇକକୁ ଡ଼ାଳ ପତ୍ର ଘୋଡେ଼ଇ ରଖା ଯାଇଥିବା ସୋସିଆଲ ମିଡ଼ିଆରେ ଫୋଟ ଭାଇରାଲ ହେଲାପରେ ଖଜୁରିପଡା ଥାନା ପୋଲିସ୍ ତତ୍ପରତାର ସହିତ ଘଟଣା ସୁଳକୁ ଯାଇ ବାଇକ୍ ଟିକୁ!-->…
ବିଜେପିର ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ଅଣ ବିଜେପି ବ୍ୟକ୍ତିଙ୍କ ଦୁର୍ବ୍ୟବହାର…
ଘଟଣାକୁ ସାମ୍ବାଦିକ ସଙ୍ଘର ବିରୋଧ...