Browsing Category

ଆଞ୍ଚଳିକ

ମାଓବାଦୀ ନାମରେ ଟଙ୍କା ଆଦାୟକରି ୫ ଜଣ ଗିରଫ

ଗୋଟିଏ ବନ୍ଧୁକ, ମୋବାଇଲ ଜବତ ମାଲକାନଗିରି ଚିତ୍ରକୋଣ୍ଡା : ମାଓବାଦୀ ନାମରେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ନେଇ ମାଲକାନଗିରି ଡିଏସପି ଲକ୍ଷ୍ମୀଧର ସ୍ୱାଇଁ ଓ ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଳକା ମିଳିତ ପ୍ରେସ…

ଜୟପୁରରେ ଏସୟୁଜେର ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ…

ଚତୁର୍ଥ ସ୍ତମ୍ଭ ନୁହେଁ ଗଣମାଧ୍ୟମ ହେଉଛି ସମାଜର ମୁଖ୍ୟ ସ୍ତମ୍ବ- ତାରା ପ୍ରସାଦ..ଜୟପୁର ତା୦୮.୧୨: ସାମ୍ବାଦିକ ମାନଙ୍କ ସେବା ନିଷ୍ଠା ଓ କଠିନ ପରିଶ୍ରମର ତୁଳନା ନାହିଁ। ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ସେମାନେ ଜୀବନ କୁ ବାଜି ଲଗାଇ ଖବର ପରିବେଷଣ କରିବାକୁ ଆଗେଇ ଆସିଥାନ୍ତି।…

ଚାଷୀମାନଙ୍କୁ ଇନ୍‌ପୁଟ୍ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ

ଫୁଲବାଣୀ : ଓଡ଼ିଶାର ଚାଷୀମାନଙ୍କୁ ଇନ୍‌ପୁଟ୍ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ଅବସରରେ କନ୍ଧମାଳ ଜିଲ୍ଲାର ଚାଷୀମାନଙ୍କୁ ମଧ୍ୟ ଧାନର ସର୍ବନିମ୍ନ ଏଫ୍.ଏ.କ୍ୟୁ. ମୂଲ୍ୟ କ୍ସିଣ୍ଡାଲ ପିଛା ୨ହଜାର ୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନ୍‌ପୁଟ୍ ସହାୟତା ରାଶି ସହିତ ସମୁଦାୟ ୩ହଜାର ୧୦୦ ଟଙ୍କା…

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସ୍କୁଲ ବିଲ୍ଡିଂ ନବୀକରଣ

ଭୁବନେଶ୍ୱର/ ଛତ୍ରପୁର : ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ନରେନ୍ଦ୍ରପୁର ହାଇସ୍କୁଲ ବିଲ୍ଡିଂର ନବୀକରଣ କରାଯାଇଛି। ଗତ ବାତ୍ୟାରେ ବିଦ୍ୟାଳୟର କୋଠା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ସ୍କୁଲରେ ପାଠ ପଢୁଥିବା ପ୍ରଥମରୁ ଦଶମ ଶ୍ରେଣୀ…

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ପ୍ରସ୍ତୁତି ବୈଠକ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ / ଝରୀଗାଁ,ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ,ଧୋଡ୍ରା ଠାରେ ସ୍କୁଲ କଲେଜ ମିଳିତ ମଞ୍ଚ, ନବରଙ୍ଗପୁରର କନଭେନସନ ଜିଲ୍ଲା ସଭାପତି ଶ୍ରୀ ବଂଶୀଧର ଭୂୟାଁ ଙ୍କ ସଭାପତିତ୍ୱ ରେ ଆଜି ୦୭/୧୨/୨୦୨୪ ରିଖ ଏକ ବୈଠଜ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମିଳିତ…

ରାଜ୍ୟପାଳଙ୍କ ସହିତ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାକ୍ଷାତ

ସମ୍ବଲପୁର : ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କ ସହିତ ଭୁବନେଶ୍ଵର ରାଜଭବନରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମକର୍ତ୍ତା ମାନଙ୍କର ସାକ୍ଷାତ ଓ ଆଲୋଚନା ହୋଇଥିଲା । ଏହି ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ରାଜ୍ୟପାଳ ମହୋଦୟଙ୍କୁ ସଂଘର କର୍ମକର୍ତ୍ତାମାନେ ରାଜ୍ୟ…

କ୍ରୀଡା ପ୍ରତିଯୋଗିତା ଉଦଯାପିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ କ୍ରୀଡାତ୍ସୋବ ଶନିବାର ଉଦଯାପିତ ହୋଇଯାଇଛି।‌ ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କ୍ରୀଡାତ୍ସୋବରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ କ୍ରିକେଟ, କବାଡି,…

ନାଟକରେ ଅପସଂସ୍କୃତି ଏକ ଧର୍ତ୍ତବ୍ୟ ଅପରାଧ : ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଘ

ବ୍ରହ୍ମପୁର : ମା' କୁରେଈଶୁଣି ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ ତରଫରୁ ସାମ୍ପ୍ରତିକ ନାଟ୍ୟ ପରିବେଷଣ କ୍ଷେତ୍ରରେ ଦେଖା ଦେଇଥିବା ଅପସଂସ୍କୃତି ଘେନି ଘୋର ଉଦବେଗ ପ୍ରକାଶ ପାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ତଥା ନିର୍ଦ୍ଦେଶକ ସଙ୍ଘ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ…

ଆସିକା ରେ ଚାଲିଛି ସେକ୍ସ ରେକେଟ..! ମରୀଚିକା ପଛରେ ଯୁବ ପିଢ଼ି……!

ଶିକ୍ଷିତ ଯୁବକ ଯୁବତୀ କଲେଜ ଡ୍ରେସ କୋଡ଼ ରେ ବିଭିନ୍ନ ଲର୍ଡ଼ଜ ରେ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହିଆସିଛି। ଆଜିକାଲି ସୋସିଆଲ ମିଡ଼ିଆ ପଛରେ ଯୁବପୀଢ଼ି ଅଧିକାଂଶ ସମୟ ଦେଉଛନ୍ତି। ଆସିକା ଅଞ୍ଚଳ ରେ ଥିବା କିଛି ଲର୍ଡ଼ଜ କଲ୍ୟାଣୀ ମଣ୍ଡପ କୁ…

ମାଲ୍ୟବନ୍ତ ମହୋତ୍ସବ ନେଇ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗିତା

ମାଲକାନଗିରି : ଜିଲ୍ଳାର ଲୋକ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ କରି ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି। ତନ୍ମଧ୍ୟରୁ ଜନଜାତି ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗିତାର ଆୟୋଜନ…