Browsing Category

ଆଞ୍ଚଳିକ

ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟଣାର ଏସଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରି ଦୋଷୀମାନଙ୍କ ବିରୋଧ ଦୃଢ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧିନ କଳାଜମୁନା ଶ୍ରୀ ସାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୫ମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ ମୃତ୍ୟୁ ଘଟଣା ର ଏସଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରି ଦୋଷୀମାନଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମଙ୍ଗଳବାର…

ଅବ୍ୟକ୍ତ ବି ବ୍ୟକ୍ତ କରେ..

ଫୁଲବାଣୀ : ଅବ୍ୟକ୍ତ ବି ବ୍ୟକ୍ତ କରେ ମନର କଥା, ବ୍ୟକ୍ତ କରେ ମୁକ ଓଠରେ ଅୟୁତ ବେଦନାର ବ୍ୟଥା, ବିପ୍ଳବର ବହ୍ନି, ମାନବିକତାର ମହନୀୟତା l ସୁପ୍ତ ଜାତିକୁ ଜାଗ୍ରତ କରିବା, ବିଶୃଙ୍ଖଳିତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାର ଇଙ୍ଗିତ ଦେବା, ଭୁଷୁଡ଼ି ପଢ଼ୁଥିବା ସଂସ୍କାର, ସଂସ୍କୃତି, ଓ ବିକାଶର…

ଅପପୁଷ୍ଟିର ମୁକାବିଲା ପାଇଁ : ସାମ୍‌-ଏସ୍‌ଏଏମ୍ ପରିଚାଳନାକୁ ସୁଦୃଢ କରିବା ଏବଂ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଶିକ୍ଷାକୁ…

ମାଲକାନଗିରି : ୟୁନିସେଫ୍ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗର ମିଳିତ ସହଯୋଗରେ ମାଲକାନଗିରିିରେ ଅତିଶୟ ପୃଷ୍ଟିହୀନ (ସାମ୍‌-ଏସ୍‌ଏଏମ୍‌)ପରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ମିଡିଆ ରାଉଣ୍ଡ୍ ଟେବୁଲ୍ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମ…

ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା।

ଫୁଲବାଣୀ : କନ୍ଧମାଳ ଜିଲା ସଦର ମହକୁମାକୁ ରେଳପଥ ସଂଯୋଗ ନେଇ ଜିଲ୍ଲା ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ସମ୍ବଲପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ…

ଗଛକୁ ପିଟିଲା ବାଇକ, ଦୁଇ ଜଣ ଯୁବକ ଗୁରୁତର

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଝମନକିରା ସ୍କୁଲ୍ ରୋଡ ସମ୍ମୁଖରେ ଯାଇଥିବା ପି ଡବୁ ଡି ରାସ୍ତା ଉପରେ ବାଇକ ଚାଳକ ଗୋଟିଏ ଗଛକୁ ପିଟି ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ବାଇକ ଚାଳକ ଅରୁଣ ମିର୍ଦ୍ଧା ୩୩ ବର୍ଷ ପରତାପୁର ପଞ୍ଚାୟତ ଅନ୍ତର୍ଗତ…

ଚାଉଳ ଚୋରି ଧରିଲେ ବିଧାୟକ : ଆକ୍ସନ ମୋଡ଼ରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ

ପଦ୍ମଗିରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ କୁ ଅଚାନକ ଗସ୍ତ । ଅବ୍ୟବସ୍ଥା ଦେଖି ଖପ୍ପା ହେଲେ ବିଧାୟକ । ସ୍ଥିତି ନ ସୁଧାରିଲେ ହେବ ବଡ କାର୍ଯ୍ୟାନୁଷ୍ଠାନ । ମାଲକାନଗିରି : ଆଜି ମାଲକାନଗିରି ବିଧାୟକ ପଦ୍ମଗିରି ସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ…

ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ : ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା…

ଛତ୍ରପୁର : ଚଳିତ ବର୍ଷ ଖରିଫ୍ ଋତୁର ଧାନ କିଣା ପ୍ରକ୍ରିୟା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖସଡା ପ୍ରସ୍ତୁତ କରାଯାଇଅଛି । ଏଥିନେଇ ଜିଲ୍ଲା ସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବ୍ରହ୍ମପୁର…

ଚକାବନ୍ଦ ଆନ୍ଦୋଳନରେ ସାମିଲ ହେବ ହିଞ୍ଜିଳିକାଟୁ ଘରୋଇ ବସ ମାଲିକ ସଂଘ

ହିଞ୍ଜିଳିକାଟୁ ୧୮/୧୧ : ଜିଲ୍ଲା ଘରୋଇ ଵସ ମାଲିକମାନେ ଲକ୍ଷ୍ମୀ ବସ ର ମନଈଛା ବୁଲିବା ଘରୋଇ ବସ ପାଇଁ ସମସ୍ୟା ସୃଷ୍ଟି କରିଛି।ଅର୍ନିଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଲକ୍ଷ୍ମୀ ଵସ ସେବାକୁ ବିରୋଧ କରି ଘରୋଇ ବସ ଚଳାଚଳ ବନ୍ଦ ଘୋଷଣା କରିଛି ଜିଲ୍ଲା ସଂଘ। ସଂଘ କର୍ମକର୍ତା ଙ୍କ କହିବା ଅନୁଯାୟୀ,…

ପୋଖରୀରେ ମାଛ ଚାଷ ନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡ଼ି ପଞ୍ଚାୟତର ବୟାଳୀ ଗ୍ରାମ ପୋଖରୀରେ ମାଛ ଚାଷ କରିବା ନିମନ୍ତେ ହୋଇଥିବା ନିଲାମ ବାତିଲ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ ମାନେ l ଏହି ପୋଖରୀ…

ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କୁ…

ଛତ୍ରପୁର, : ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶାରୀରିକ(କ୍ରୀଡା )ଶିକ୍ଷା ଓ କଳା ଶିକ୍ଷା (ଚିତ୍ର କଳା, ସଂଗୀତ କଳା )ଶିକ୍ଷା କୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ରେ ପ୍ରଚଳନ କରିବା ଓ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମଗ୍ର ଶିକ୍ଷା ଅଭିଯାନ ଯୋଜନା ରେ ଉଚ୍ଚ…