Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନିସର୍ତ୍ତ କଥା ସତ ହେଲା : ନଳବଣ୍ଟାରୁ ଦଶଲକ୍ଷରୁ ଉର୍ଦ୍ଧ ବାଣ ଜବତ, ତିନି ଗିରଫ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମିନି ଶିବାକାଶୀ ରୂପେ ପରିଚିତ ଆସିକା ଥାନା ଇଲାକାର ନଳବଣ୍ଟା ଗ୍ରାମ। ଏଠାରେ ଦୀପାବଳୀ ପାଇଁ ବେଆଇନ ବାଣ ପ୍ରସ୍ତୁତି ଚାଲିଥିବା ନେଇ ନିସର୍ତ୍ତ ରେ ଗତ ୨୪ ତାରିଖ ରେ ଖବର ପ୍ରକାଶ ହୋଇଥିଲା। ଆଜି ଆସିକା ପୋଲିସ ପକ୍ଷରୁ ନଳବଣ୍ଟା ଗ୍ରାମରେ ଚଢ଼ାଉ ହୋଇଥିଲା।!-->…
ଗୋଷ୍ଠୀ ସଶକ୍ତିକରଣ ଉଦ୍ଦେଶ୍ୟରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଏନଜିଓ ମିଟ୍ ଆୟୋଜିତ
ଟାଟା ସ୍ବେଚ୍ଛାସେବୀ ସପ୍ତାହ ଅଧିନରେ ସମନ୍ୱିତ ପ୍ରୟାସ : ଶିକ୍ଷା ଏବଂ ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ବବ୍ରହ୍ମପୁର : କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସଆର୍) ଏବଂ ଗୋଷ୍ଠୀ ସଶକ୍ତୀକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା!-->…
ମାଥିଲି ବନାଞ୍ଚଳରେ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ
ମାଥିଲି ୦୭/୧୦ : ଆଜି ମାଥିଲି ବନାଞ୍ଚଳ, ଗୋବିନ୍ଦପାଲି କାର୍ଯ୍ୟାଳୟ ଠାରେ ୭୦ ତମ ବନ୍ୟ ପ୍ରାଣୀ ସପ୍ତାହ ତଥା ସଚେତନତା ସଭା ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ଟି ଶ୍ରୀ ବାସୁଦେବ ନାୟକ ବନାଞ୍ଚଳ ଅଧିକାରୀ ମାଥିଲି ଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି!-->…
ପୂର୍ବ ଶତୃତାକୁ କେନ୍ଦ୍ରକରି ଗାଁ ସଭାପତିଙ୍କ ଗଳା କାଟି ହତ୍ୟା, ୨ ଗିରଫ
ହତ୍ୟାରେ ବ୍ୟବହୃତ ଛୁରୀ ସମେତ ୨ ବାଇକ୍ ଜବତ
ହିଞ୍ଜିଳିକାଟୁ : ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ଦେଖିବାକୁ ମିଳିଛି । ୨ ଜଣ ଯୁବକ ପୂର୍ବ ଶତୃତାକୁ କେନ୍ଦ୍ର କରି ଗାଁ ସଭାପତିଙ୍କୁ ଛୁରୀରେ ଗଳାକାଟି ହତ୍ୟା!-->!-->!-->…
ଭାଜପାରେ ଯୋଗଦେବାକୁ କେନ୍ଦ୍ରକରି ମାଡ ଅଭିଯୋଗ, ଥାନାରେ ମାମଲା
ହିଞ୍ଜିଳିକାଟୁ : ରାଜ୍ୟରେ ଶାସନାଧିନ ବିଜେପିରେ ଯୋଗଦେବାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମର ଜଗତ ମୋହନ ସାହୁ ଆସିକାରୁ କାର୍ଯ୍ୟ ସାରି ମୋଟର ସାଇକେଲ ଯୋଗେ ଗ୍ରାମକୁ ଫେରୁଥିଲେ ।!-->…
ଐକ୍ୟବୋଧ ହିଁ ସମାଜ ପ୍ରଗତିର ମୂଳାଧାର : ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘ
ବେଲଗୁଣ୍ଠା : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ବେଲଗୁଣ୍ଠା ବ୍ଳକ୍ ଶାଖାର ତ୍ରୁତୀୟ ବାର୍ଷିକୋତ୍ସବ ସ୍ଥାନୀୟ ବଣିକ ଭବନ ପରିସରରେ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ଏକ ବର୍ଣାଢ୍ୟ ଶୋଭାଯାତ୍ରା!-->…
ଫୁଲବାଣୀ ସହରରେ ସୃଷ୍ଟି ହେଉଛି ଅଶାନ୍ତ ପରିବେଶ:ବଢୁଚି ଅସାମାଜିକ କାର୍ଯ୍ୟକଳାପ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ କିଛି ଦିନ ହେବ ରାତିରେ ବଢୁଚି ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଯାହା ସର୍ବସାଧାରଣ ରେ ଚର୍ଚ୍ଚା ହେଉଛି I ତେବେ ଏଥିପାଇଁ ନାଇଟ ପେଟ୍ରୋଲିଂ ବାରମ୍ବାର ହେବା ଆବଶ୍ୟକ ପଡୁଛି ବିଶେଷ କରି ଗଳି ରାସ୍ତା ଗୁଡିକର ଯଥା ପିଅନପଡା!-->…
ଟ୍ରକ ଧକ୍କାରେ ରୁଟି ବ୍ୟବସାୟୀ ଗୁରୁତର: ବ୍ରହ୍ମପୁର ମେଡିକାଲ ଭର୍ତ୍ତି
ଛତ୍ରପୁର : ଟ୍ରକ ଧକ୍କା ରେ ଜଣେ ରୁଟି ବ୍ୟବସାୟୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ଭର୍ତ୍ତି ଚିକିତ୍ସା ହେଉଛନ୍ତି | ରବିବାର ସକାଳ ୪ ଟା ସମୟରେ ଛତ୍ରପୁର ଥାନା ଅନ୍ତର୍ଗତ ହୁମର ପଦରମାଳ ସ୍ଥିତ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପ ସାମ୍ନା ଜାତୀୟ ରାଜପଥରେ ସାଇକେଲ ଯୋଗେ ଯାଉଥିବା ଜଣେ!-->…
୭ ଶିକ୍ଷକଙ୍କୁ “ରାଷ୍ଟ୍ର ନିର୍ମାତା” ସମ୍ମାନ ପ୍ରଦାନ
ଛତ୍ରପୁର : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସବଳ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୭ ଜଣ ଶିକ୍ଷକଙ୍କୁ ସମ୍ମାନଜନକ "ରୋଟାରୀ ରାଷ୍ଟ୍ର ନିର୍ମାତା" ସମ୍ମାନ ପ୍ରଦାନ କରାଯାଇଛି। ଛତ୍ରପୁର ପିଲିବନ୍ଧ ରୋଡ ସ୍ଥିତ କ୍ଲବର ନିଜସ୍ବ ପରିସରରେ ସଭାପତି ଡକ୍ଟର ବିମଳ ପ୍ରସାଦ ସାହୁଙ୍କ!-->…
ଚଳିତ ବର୍ଷ ଧୁମଧାମରେ ପାଳନ ହେବ ମା ଗଜଲକ୍ଷ୍ମୀଙ୍କ ପୂଜା
ଏଥି ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ, ଉପସ୍ଥିତ ରହିଲେ ଛତ୍ରପୁର ବିଧାୟକ
ଛତ୍ରପୁର : ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି । ଚଳିତ ବର୍ଷ ମା!-->!-->!-->…