Browsing Category

ଆଞ୍ଚଳିକ

ସ୍ବଚ୍ଛଭାରତ ଓ ମହାବିଦ୍ୟାଳୟ ପରିସର ସଫେଇ ଅଭିଯାନ

ସ୍ବଚ୍ଛତା ଦ୍ବାରା କାୟ- ମନ-ବାକ୍ୟରେ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି ହୁଏ - ଅଧ୍ୟକ୍ଷ ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପ୍ରେରଣାରେ ଏବଂ ଯୁବ ରେଡକ୍ରସ ଶାଖାର ଉପଦେଷ୍ଟା ଦ୍ବୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଡ. ଅଜିତ୍ କୁମାର

ମାଛ ଧରିବାକୁ ଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଣେ ମୃତ

ଚିତ୍ରକୋଣ୍ଡା : ମାଛ ଧରିବାକୁ ଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଣେ ମୃତ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତର ଖଜୁରୀଗୁମା ଗ୍ରାମର ଭିମା ସୁଶୀଲ ହନ୍ତାଳ ଙ୍କ ପୁଅ ବଳରାମ ହନ୍ତାଳ(୩୦) ନାମକ ବ୍ୟକ୍ତି ମାଛ ଧରିବାକୁ କାଲି

ବେଲପଦର ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ମାନସିକ ଚାପ : ସାଧାରଣ ଘଟଣାରୁ ଛାତ୍ରକୁ ରଷ୍ଟିକେଟ ଧମକ

ଫୁଲବାଣୀ : ସରକାର ବିଶେଷ କରି ଉତ୍ତମ ଇଂରାଜୀ ଶିକ୍ଷା ପାଇବା ପାଇଁ ପିଲାମାନଙ୍କୁ ଆଦର୍ଶ ବିଦ୍ୟାଳୟର ବ୍ୟବସ୍ଥା କରିଛନ୍ତି l ହେଲେ ଏହି ବିଦ୍ୟାଳୟ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଓ ଶ୍ରେଣୀ ଶିକ୍ଷକଙ୍କ ମନମୁଖୀ କାରବାର, ଦୁର୍ନୀତିପୂର୍ଣ୍ଣ ମନୋଭାବ ଯୋଗୁଁ ଛାତ୍ର ମାନଙ୍କ ଉପରେ ମାନସିକ

୧୫୧ ନୂତନ ପ୍ରାଥମିକ ଶିକ୍ଷକ କନ୍ଧମାଳରେ ନିଯୁକ୍ତି

ଫୁଲବାଣୀ : କନ୍ଧମାଳରେ ୧୫୧ ନୂତନ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି | ସମାନେ ଭୁବନେଶ୍ୱରକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିଯୁକ୍ତି ପତ୍ର ଆଣିବା ପାଇଁ ଯାଇଛନ୍ତି | ସାଙ୍ଗରେ ୨ ଜଣ ବିଇଓ ରଞ୍ଜନ ପ୍ରଧାନ ଓ ଜଗନ୍ନାଥ ସାହାଣୀ, ୨ ଜଣ ଏବିଇଓ ,ଜୋତ୍ସ୍ନାରାଣୀ ମଲ୍ଲିକ ଓ ବୁଲୁ

ବିଜେପି ପକ୍ଷରୁ ମହିଳା ସ୍ଵୟଂ ସହାୟିକା ମାନଙ୍କ ସଦସ୍ୟତା ଗ୍ରହଣ

ବାଲିଗୁଡା ,: ଭାରତୀୟ ଜନତା ପାର୍ଟି ଓଡିଶା ପକ୍ଷରୁ ଅକ୍ଟୋବର ୧ ଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବିଶେଷ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକ ମାନଙ୍କୁ ସଦସ୍ୟତା କରିବା ଲକ୍ଷ୍ୟ ରହିଛି । ଏହାକୁ ନେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀର ମହିଳା ସ୍ଵୟଂ ସହାୟିକା

ଛତିଶଗଡ଼ରେ ବଡ ଧରଣର ମାଓ ଅପରେସନ ରେ ୩୬ ନକ୍ସଲ ନିପାତ ମୃତ, ମୃତ ନକ୍ସଲଙ୍କ ପରିଚୟ ଖୋଜୁଛି ପୁଲିସ

ମାଲକାନଗିରି, ୫।୧୦ : ଛତିଶଗଡ ନାରାଣପୁର ଜିଲ୍ଲାରେ ଗତକାଲି ଚଳିତ ବର୍ଷର ସବୁଠାରୁ ବଡ ଏନକାଉଣ୍ଟର ହୋଇଛି। ଯେଉଁଥିରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୩୧ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଅନେକ ବଡ ବଡ ମାଓ ନେତା ଥିବା

ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଫୁଲବାଣୀ : ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ୟୁଥ୍ ରେଡ୍ କ୍ରସ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ଯକ୍ଷା ତନୁଜା ସିଂହ ଉଦ୍ଘାଟନ କରିଥିଲେ ଥିଲେ । ଫୁଲବାଣୀ ବ୍ଲଡ ବ୍ୟାଙ୍କର ମୁଖ୍ୟ ଡ.

ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ମାଲକାନଗିରି, ୫।୧୦ ମାଲକାନଗିରି ଜିଲ୍ଲା ସଦରରେ ଥିବା ଭେଟନାରୀ ସାହିରେ ଏକ ଘର ମଧ୍ୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ନାମ ଏମ ନବୀନ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ଭେଟନାରୀ ସାହିରେ ପରିବାର ସହ ରହୁଥିବା ଯୁବକ ଏମ ନବୀନ ଆଜି ନିଜ

ପାଠ୍ୟ ପୁସ୍ତକରେ ଶହୀଦମାନଙ୍କ ବିଷୟ ପଢ଼ାଯିବାକୁ ଦାବୀ

ଶହୀଦ ବାଜି ରାଉତ ସ୍ମୃତି ସଭା ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ଯୋଦ୍ଧା ତଥା ଶହୀଦ ବାଜି ରାଉତଙ୍କ ୯୮ତମ ଜୟନ୍ତୀକୁ ଯଥା ସମ୍ମାନର ସହ ପାଳନ ହୋଇଯାଇଛି l ବାଜି ରାଉତଙ୍କ ଉଧେଶ୍ୟରେ ସମିତି ସମ୍ପାଦକ

କୁର୍ଙ୍ଗୁଲି ନାଳରେ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

ବାଲିଗୁଡା, : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ନିକଟସ୍ଥ କୁର୍ଙ୍ଗୁଲି ନାଳରେ ଏକ କାର ଦୁର୍ଘଟଣା ଘଟି ଅଳ୍ପେକ ବର୍ତ୍ତିଲେ ଚାଳକ । ସୂଚନା ପ୍ରକାରେ ଶନିବାର ବାଲିଗୁଡା ପଟରୁ ଓଆର୍ ୦୭ ଭି ୩୬୧୬ କାର ଦ୍ରୁତ ଗତିରେ ଫୁଲବାଣୀ ଯାଉଥିବା ବେଳେ ସାରଙ୍ଗଗଡ