Browsing Category

ଆଞ୍ଚଳିକ

ବ୍ଲକସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ

ଛତ୍ରପୁର : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଛତ୍ରପୁର ବ୍ଲକ ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏଲଡିଏମ କିଶୋର ନାୟକ ସଂଯୋଜନା କରିଥିଲେ l ମୁଖ୍ୟତଃ କୃଷି, ଉଦ୍ୟାନ ଓ

ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦାନ୍ତ ବହିର୍ବିଭାଗର ଶୁଭାରମ୍ଭ

ଛତ୍ରପୁର : ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘଦିନ ହେଲା ଦନ୍ତ ଚିକିତ୍ସକ ଥିବା ସତ୍ତ୍ବେ, ଦାନ୍ତ ଚିକିତ୍ସା ଉପକରଣମାନ ଆଜି ଅଧିକ୍ଷକ ଡ଼ା ସୌମ୍ୟ କାନ୍ତ ମହାପାତ୍ର ଓ ଦାନ୍ତ ଚିକିତ୍ସକ ଡ଼ା ଅଜିତ ନାୟକ ଙ୍କ ତତ୍ତ୍ଵାବଧାନରେ ସ୍ଥାପିତ କରାଯାଇଛି। ଏହି

ନଦୀକୂଳରେ ଡ୍ୟାମ ନିର୍ମାଣ ବିରୋଧ ସହ କାମବନ୍ଦ କରିବାକୁ ଦାବିକଲେ କମଳାପଦର ଗ୍ରାମବାସୀ

ମାଲକାନଗିରି : ଖଇରପୁଟ ବ୍ଲକ ଅନ୍ତର୍ଗତ,ଗୋବିନ୍ଦ ପାଲ୍ଲୀ ପଞ୍ଚାୟତର କମଳା ପଦର ଗ୍ରାମ ନିକଟରେ ଗାରିଆ ନଦୀକୂଳ ଲାଗି ରହିଛି l ଏହି ନଦୀ ଦୁଇ ପାର୍ଶ୍ଵରେ କେତେ ଗୁଡିଏ ଗାଁ ରହିଛି,କମଳା ପଦର,ଗୋଜିଆ ଗୁଡା, ବାଲି ଆମ, ପାକନା ଗୁଡା,ଭଳି ଅନେକ ଗ୍ରାମ l ନଦୀରେ ଡ୍ୟାମ ନିର୍ମାଣ ହେଲେ ଏହି

ବିଧାୟକଙ୍କ ଆସିକା ମେଡିକାଲ ପରିଦର୍ଶନର ପ୍ରଭାବ : ୩ ଜଣ ସେବିକାଙ୍କୁ ଡେପୁଟେସନରେ ପଠାଇଲେ ସିଡିଏମଓ…

ଆସିକା : ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଗତ ୧୧ ତାରିଖ ଦିନ ବିଧାୟକ ସରୋଜ କୁମାର ପାଢ଼ୀ ଅଚାନକ ଗସ୍ତ କରିଥିଲେ l ବିଧାୟକ ଶ୍ରୀ ପାଢ଼ୀ ରୋଗୀ ମାନଙ୍କ ସହ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରୁଥିବା ବେଳେ କିଛି ରୋଗୀ ଏବଂ ସମ୍ପର୍କୀୟ ମାନେ କାର୍ଯ୍ୟରତ ସେବିକା ସଠିକ ସ୍ୱାସ୍ଥ୍ୟ ସେବା

ସରକାର ଙ୍କ ଗାଁ, ଗାଁ କୁ ରାସ୍ତା ଧର୍ମକୁ ଆଖିଠାର : ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆ ଭରସା…

ବର୍ଷା ଦିନେ ପିଲାଙ୍କ ପାଠ ପଢା ଠପ... ଉମରକୋଟ /ଝରିଗାଁ(୧୯/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନଥିବା ବେଳେ ବର୍ଷା ଦିନ ମାନଙ୍କରେ ଯାତାୟାତରେ ନାହିଁ ନ ଥିବାର ସମସ୍ୟାର ସଂମ୍ମୁଖୀନ ହେଉଛନ୍ତି ଆଦିବାସୀ ଉପାନ୍ତ

ଏବିଭିପିର ଚଳିତ ମାସ ୧୮ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ…

ଫୁଲବାଣୀ : ଫୁଲବାଣୀ ସ୍ଥିତ ମା ନାରାୟଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ସନ୍ଧ୍ୟାରେ ଏବିଭିପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କନ୍ଧମାଳ ଜିଲ୍ଲାରେ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ୬୦୦୦ ଅଧିକ ସଦସ୍ୟ ଥିବା ଆକଳନ କରାଯାଇଛି । ଚଳିତ ମାସ

ମା ଗୃହ, ଗର୍ଭବତୀ ମା ମାନଙ୍କ ସହିତ ବିଧାୟକଙ୍କ ଆଲୋଚନା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ନବ ନିର୍ବାଚିତ ବିଧାୟକ ମାନ୍ୟବର ଉମାଚରଣ ମଲ୍ଲିକ ବାଲନ୍ଦାପଡା ଠାରେ ସ୍ୱାତୀ ଦ୍ୱାରା ପରିଚାଳିତ ମା ଗୃହକୁ ଗତକାଲି ପରିଦର୍ଶନ କରି ଗର୍ଭବତୀ ମା ମାନଙ୍କ ସହିତ ଆଲୋଚନା କରିଥିଲେ । ସ୍ଥାନୀୟ ପାଞ୍ଚ ଗୋଟି ପଂଚାୟତ ତଥା ବାଲନ୍ଦାପଡା, ଲୁଇସିଂ,

ହନୁମାନ ପଇସା(ତମା କାସୁ) ଚୋରି ମାମଲାରେ ଚାରି ଗିରଫ

ମାଲକାନଗିରି,୧୮।୭ : ମାଲକାନଗିରି ପୋଲିସ ଏକ ଚୋରି ମାମଲାରେ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ସଦର ବ୍ଲକ ତଣ୍ଡିକି ଗ୍ରାମର କେକର ନାରାୟଣ ନାମକ ବ୍ୟକ୍ତି ଗତକାଲି ଥାନାରେ ଏକ ଅଭିଯୋଗ କରିଥଇଲେ ଯେ, ତାଙ୍କ ଘରକୁ