ଜିଲ୍ଲା କ୍ରିକେଟ ସଂଘ ତରଫରୁ ଭିଜନ-୨୪ କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ

add-all

ମାଲକାନଗିରି, ୯।୧୧ ମାଲକାନଗିରି ଜିଲ୍ଲା କ୍ରିକେଟ ସଂଘ ତରଫରୁ ଆଜି ଭିଜନ-୨୪ କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ ହୋଇ ଯାଇଛିା ଏହି ଟୋର୍ଣାମେଂଟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିକେଟ ସଂଘ ସଭାପତି ଏମ୍‌ଡି ଫାରୁକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲୋ ସେହିପରି ସମ୍ମାନୀତ ଅତିଥି ଭାବେ ବାବୁଲା ସାହୁ, ରଂଜନ ମହାନ୍ତି, ଶତବିର ସିଂ, ଯୋଗ ଦେଇ ଖେଳାଳୀ ମାନଙ୍କୁ ସ୍ୱାଗତ କରିବା ସହ ଖେଳ ସମୟରେ କୌଣସି ହିଂସାତ୍ମକ ମନୋବୃତି ନରଖିବା ପାଇଂ ପରାମର୍ଶ ଦେଇଥିଲୋ ଏହି ଖେଳ ଆଜି ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମୋଟ ୧୮ ଦିନ ହେବାକୁ ଥିବା ବେଳେ ପ୍ର ତ୍ୟେକ ଖେଳ ୫୦ ଓଭର ଖେଳାଯିବ । ଏଥିସହ ଏହି ଟୋର୍ଣାମେଂଟରେ ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ମୋଟ ୯ଟି ଦଳ ଯୋଗ ଦେଇଛନ୍ତିା ସେଥିମଧ୍ୟରୁ ଆଜିର ପ୍ରଥମ ଦିନରେ ମାଲକାନଗିରି ଜେଆରସିସି ସହ ମାଥିଲିର ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲ।।

ad-week
Leave A Reply

Your email address will not be published.