Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ଵାର ରଥ ଉପରେ ସୁନାବେଶରେ ଝଲସି ଉଠିଲେ ଶ୍ରୀଜୀଉ
ଛତ୍ରପୁର : ସୁନାବେଶରେ ଝଲସି ଉଠିଲେ ଶ୍ରୀ ଜୀଉ । ଛତ୍ରପୁର ସହରର ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥ ଉପରେ ଶ୍ରୀଜୀଉ ଙ୍କ ସୁନାବେଶ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରୀକରୀତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, ସୁଦର୍ଶନ!-->…
ରାଜ୍ୟ ସରକାର ସମ୍ବିଧାନକୁ ହତ୍ୟା କରୁଛି : ଏମଏଏସଏମ
ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ମିଳୁ
ବ୍ରହ୍ମପୁର : ସମସ୍ତଙ୍କୁ ସମାନ ଓ ଯଥାର୍ଥ ନ୍ୟାୟ ପ୍ରଦାନ ବ୍ୟବସ୍ଥା, ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ, ଲଳିତ କୁମାରକୁ ତୁରନ୍ତ ଗିରିଫ,ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା, ଛେପ ପକାଇ ଜୋତା ଚଟେଇବା, ଜୀବନରେ!-->!-->!-->…
ନିସର୍ତ୍ତ ରେ ଖବର ପ୍ରସାରଣ ପରେ ପଡିଲା ପ୍ରଭାବ, ପାଇପ ମରାମତି କଲେ ଠିକାଦାର…
ହିଞ୍ଜିଳିକାଟୁ ୧୮!୭ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୫ ପାଟଣା ସାହିରେ ଜନସ୍ବାସ୍ଥ୍ୟ ବିଭାଗର ପାଇପ୍ ଫାଟି ପାଣି ନଷ୍ଟ ହୋଇଥିବା ନେଇ ରବିବାର ନିସର୍ତ୍ତ ରେ ଖଵର ପ୍ରସାରଣ ହୋଇଥିଲା।୧୫ ଦିନରୁ ଉର୍ଦ୍ଦ ହେଵ ପାଣି ଯୋଗାଣ ବେଳେ ଅନବରତ ରୋଡ ଉପରେ ଭାସୁଥିଲା।ରୋଡରେ ପାଣି!-->…
ଅସରାଏ ବର୍ଷାରେ ଫୁଲବାଣୀ ସହର କୂତ୍ରିମ ବନ୍ୟା…
କନ୍ଧମାଳ : ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷାରେ ଫୁଲବାଣୀ ସଦର ମହକୁମା ମୁଖ୍ୟ ବଜାର ରାସ୍ତା,ଗଲିକନ୍ଦି ଉପରେ ଆଣ୍ଠୁଏଆଣ୍ଠୁଏ ପାଣି, ପଙ୍କ ମଇଳା ଦେଖିବାକୁ ମିଳିଛି lଏହି ଫଳରେ ରାସ୍ତାର ପାଣି ଡ୍ରେନରେ ଯିବା ପରିବର୍ତ୍ତେ ଦୋକାନ ,ଗୃହ,ଘର ଭିତରେ ପାଣି ଢେଉ ହୋଇ ପ୍ରବେଶ କରିଥିଲା l ଏହି!-->…
ସୀମାନ୍ତରେ ମାଓ ସହିଦ ସ୍ତମ୍ଭକୁ ଧ୍ଵଂସ କଲେ ଯବାନ
ମାଲକାନଗିରି, ୧୭।୭ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର କିଷ୍ଟରାମ ଜଙ୍ଗଲରେ ମାଓବାଦୀଙ୍କ ସହିଦସ୍ତମ୍ଭକୁ ଧ୍ବଂସ କରିଛନ୍ତି ଯବାନ ମାନେ । ସୂଚନା ଅନୁଯାୟୀ କିଷ୍ଟରାମ ଜଙ୍ଗଲରେ ପୋଲିସ ଓ ଭିଭିନ୍ନ ବାଟାଲିଆନର ଯବାନ ମାନେ ମାଓ ଦମନ ନିମନ୍ତେ ତଲାସି ଅଭିଯାନ କରୁଥିଲେ!-->…
ନାଗ ସାପରେଫଣା ପ୍ରଭୁ ଜଗନ୍ନାଥଙ୍କ ରୂପ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼
ମାଲକାନଗିରି, ୧୭।୭ : ନାଗ ସାପ ଫଣାରେ ଦେଖା ଗଲା ପ୍ରଭୁ ଜଗନ୍ନାଥଙ୍କ ନୟନ, ବିରଳ ସାପକୁ ଦେଖିବାକୁ ଭିଡ ଜମାଇଲେ ସହ ସହ ଲୋକେ । କିଛି ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କୁମୁଟିଗୁଡା ସାହିରେ । ସାହିରେ ରହୁଥିବା ଆଇନଜୀବୀ ରାମ ପ୍ରସାଦ ପଟନାୟକଙ୍କ ଘର!-->…
ପ୍ରତିଶୃତି ପାଳନ ନହେବାରୁ ପୌର ପରିଷଦ ସମ୍ମୁଖରେ ଅଳିଆ ପକାଇ ପ୍ରତିବାଦ ଜଣାଇଲେ ଚାଷୀ
ମାଲକାନଗିରି, ୧୭।୭ : ମାଲକାନଗିରି ସଦର ମହକୁମା ମାଉଲି ମା ମନ୍ଦିର ସାହି ୱାର୍ଡ ନଂ. ୬ର ଜଣେ ଚାଷୀ ତାଙ୍କ ଜମିରେ ୱାର୍ଡ ନଂ. ୩, ୬ ଓ ୭ର ଅଳିଆ ସବୁ ବର୍ଷା ପାଣିରେ ଭାସି ଆସି ଜମି ରହୁଥିବାରୁ ଗତ ଚାରିବର୍ଷ ହେଲା ଚାଷ କରିବାରେ ସମସ୍ୟା ଭୋଗିବା ସହ ଏ ସମ୍ବନ୍ଧରେ ବାରମ୍ବାର ପ୍ରଶାସନିକ!-->…
ଶ୍ରୀମନ୍ଦିର ସମ୍ମୁଖରେ ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ ଭକ୍ତ
ମାଲକାନଗିରି (୧୭/୭) : ମାଉସି ମା ମନ୍ଦିର ରୁ ଶ୍ରୀ ମନ୍ଦିର କୁ ବାହୁଡ଼ି ଆସିଛନ୍ତି ଭାଇ ଭଉଣୀ ଙ୍କୁ ସାଥିରେ ଧରି ପ୍ରଭୂ ଶ୍ରୀଜଗନ୍ନାଥ। ମନ୍ଦିର ସମ୍ମୁଖରେ ରଥ ଉପରେ ଆଜି ଚତୁର୍ଦ୍ଧାମୂର୍ତ୍ତି ସୁନା ବେଶ ରେ ସଜେଇ ହୋଇ ଝଟକୁଛନ୍ତି। ଶ୍ରୀଜୀଉଙ୍କ ସୁନା ବେଶ ଦର୍ଶନ ଓ ସନ୍ଧ୍ୟା ଆଳତି!-->…
ସୁରଙ୍ଗୀ ବାହୁଡା଼ଯାତ୍ରାରେ ଭଜନ ସନ୍ଧ୍ୟା, ପ୍ରବଳ ଭିଡ଼
ପାତ୍ରପୁର : ସୁରଙ୍ଗୀ ବାହୁଡା଼ ଯାତ୍ରା ଗତ କାଲି ଧୁମଧାମରେ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଯାଇଛି l ଏହି ଅବସରରେ ସୁରଙ୍ଗୀ ଦୋଳମଣ୍ଡପ ଠାରେ ଆୟୋଜିତ ହୋଇଥିବା ଭୁବନେଶ୍ୱରର ଶହୀଦ ନଗର ଏକlମ୍ର ଭଜନ ଧାରାର କଳାକାର ମାନେ ହୃଦୟସ୍ବର୍ଶୀ ସଂଗୀତ ପରିବେଷଣ କରି ଭକ୍ତ ମାନଙ୍କୁ ବିମୋହତ!-->…
ରାଜ୍ୟ ବିହନ ନିଗମର ଗଞ୍ଜାମ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଗଞ୍ଜାମ ଓ ଛତ୍ରପୁର ବ୍ଲକ ଗସ୍ତ
ଛତ୍ରପୁର : ଓଡିଶା ରାଜ୍ୟ ବିହନ ନିଗମର ଗଞ୍ଜାମ ଜିଲ୍ଲା ନୋଡାଲ ଅଧିକାରୀ ଭାବେଶ କୁମାର ନାୟକ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଓ ଛତ୍ରପୁର ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ l ଗଞ୍ଜାମ ବ୍ଲକର କଣ୍ଟିଆଗଡ଼ ଗ୍ରାମରେ ଚାଲିଥିବା ଫାର୍ମ ପଣ୍ଡ ଓ ରାମଗଡ଼ ପଞ୍ଚାୟତରେ ଚାଲିଥିବା!-->…