Browsing Category

ଆଞ୍ଚଳିକ

ଗଣିତ ବିଶାରଦ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଦିତୀୟ ସର୍ବ ପୁରାତନ ହାଇସ୍କୁଲ ତଥା ଫୁଲବାଣୀ ସହର ଉପକଣ୍ଠରେ ଅବସ୍ଥିତ ରୁଜାଙ୍ଗୀ ସରକାରୀ ହାଇ ସ୍କୁଲର କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅର୍ଚନା ବାସା ନିଷ୍ଠା ଓ ଦକ୍ଷତାର ସହ ଦୀର୍ଘ ୩୨ ବର୍ଷ କାର୍ଯ୍ୟ କରି ଜୁନ ମାସ ୩୦ ତାରିଖ ଦିନ ଅବସର ଗ୍ରହଣ

ମାଁ ରାମାୟଣୀ ମା’ଙ୍କ ଠାକୁରାଣୀ ଯାତ୍ରା : ଆଜି ବିଦାୟ ନେବେ ମା

ଛତ୍ରପୁର : ଯାତ୍ରା ର ଶେଷ ଦିବସରେ ମାଁ ରାମଚଣ୍ଡୀ ମନ୍ଦିର ପୂଜା କମିଟି ତରଫରୁ ୫ ହଜାର ଭକ୍ତଙ୍କ ପାଈଁ ପ୍ରସାଦ ବଣ୍ଟନ ଓ ଦାରୁବ୍ରହ୍ମ ଭଜନ ସମାରୋହ ତରଫରୁ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଛତ୍ରପୁର ମଝିବଜାର ର ସୁଲଭ ଗ୍ରୋସେରୀ ଦୋକାନ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ

ବ୍ରହ୍ମାକୁମାରୀସ୍ ତରଫରୁ ଚୈତନ୍ୟ ନବଦୁର୍ଗା ଦର୍ଶନ

ଛତ୍ରପୁର : ବ୍ରହ୍ମକୁମାରୀସ୍ ଶାନ୍ତି ଅନୁଭୂତି ଭବନ ତରଫରୁ ଆୟୋଜିତ ଚୈତନ୍ୟ ଝାଙ୍କିରେ ନବଦୁର୍ଗା ବେଶ ଦର୍ଶନ କରିବାକୁ ମିଳିଥିଲା। ଏହି ନବଦୁର୍ଗା ଝାଙ୍କି ଛତ୍ରପୁର ଉପ ସେବାକେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ବିଜୟା ଲକ୍ଷ୍ମୀ ଭଉଣୀଙ୍କ ତତ୍ଵାବଧାନରେ ମୁଖ୍ୟ ଅତିଥି

କାର୍ଯ୍ୟ ରତ ପୋଲିସ କର୍ମଚାରୀ ଙ୍କ ଗାଡିଧକ୍କା ରେ ମୃତ୍ୟୁ…

ମାଲକାନଗିରି : ଗତକାଲି ଭୁବନେଶ୍ୱର ରେ କାର୍ଯ୍ୟରତ ପୋଲିସଙ୍କ ମୃତ୍ୟୁ ହୋଇଛି । ସୂଚନାରୁ ପ୍ରକାଶ ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରରେ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମଧୁସୂଦନ କିର୍ସାନୀ। ତାଙ୍କ ଘର ମାଲକାନଗିରି ଜିଲ୍ଲା

କନ୍ଧମାଳ ସର୍ଗିଫୁଲ ମହିଳା ସଂଘର ବାର୍ଷିକ ସାଧାରଣ ବୈଠକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସର୍ଗିଫୁଲ ମହିଳା ସଂଘ ତରଫରୁ ଖଜୁରୀପଡ଼ା ଗୋଦାମ ଗୃହ ଠାରେ ଆଜି ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖଜୁରୀପଡା ସରପଞ୍ଚ ଶ୍ରୀମତୀ ମନୋରଞନୀ ଜାନୀ,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ, ଓଡ଼ିଶା ଜୀବିକା

ନକ୍ସଲ ଦମ୍ପତିଙ୍କ ସମେତ ୧୨ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ରେଞ୍ଜର ଇନ୍ସପେକ୍ଟର ଜେନେରାଲ୍ ତଥା ପୋଲିସ୍ ଦନ୍ତେୱାଡାର ଡେପୁଟି ଇନ୍ସପେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଚାଲିଥିବା ମାଓବାଦୀ ବିଲୋପ ଅଭିଯାନରେ ଡିଆରଜି, ବସ୍ତର ଫାଇଟର୍, କୋବ୍ରା ୨୦୨, କାରିପୁ ୨୨୨ ଏବଂ ୮୫ ବାହିନୀର ମିଳିତ

ସମସ୍ୟା ଘେରରେ ଷୋଲଭାଗ ପେଣ୍ଠ ସରକାରୀ ବିଦ୍ୟାଳୟ

ପାତ୍ରପୁର : ପାତ୍ରପୁର ବ୍ଲକ୍ ସୁରଙ୍ଗି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଷୋଲଭାଗପେଣ୍ଠ ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ରହିଛି l ଛାତ୍ର ଛାତ୍ରୀ ସଂଖ୍ୟା ୧୭୫ ଥିବା ବେଳେ ଶ୍ରେଣୀ ଗୃହ ସଂଖ୍ୟା ମାତ୍ର ୨ଟି। ଶିକ୍ଷକ, ଶିକ୍ଷୟତ୍ରୀ ସର୍ବ ମୋଟ

କାଶିପୁର ବ୍ଲକରେ ଥମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା

ରାୟଗଡ଼ା : ସ୍ଵାଧୀନତା ପାଇ ୭୭ ବର୍ଷ ବିତିଗଲା କିନ୍ତୁ ଆଜି ମଧ୍ୟ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକ ରେ ଥମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା ଏହି ପରିଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକର ଅଧିକାଂଶ ଗ୍ରାମରେ ପକ୍କା ସଡ଼କ ନଥିବାରୁ ଆମ୍ବୁଲାନ୍ସ ଗାଁ କୁ

ରାଜ୍ୟ ସମବାୟ ସ୍ବତନ୍ତ୍ର ସଚିବଙ୍କ ତିନି ଦିନିଆ କନ୍ଧମାଳ ଗସ୍ତ : ବିଭିନ୍ନ ସମବାୟ ସମିତି ପରିଦର୍ଶନ

ଫୁଲବାଣୀ (୨୯।୬) : ରାଜ୍ୟ ସମବାୟ ସ୍ବତନ୍ତ୍ର ସଚିବ ତଥା କନ୍ଧମାଳ ଜିଲ୍ଲା ସମବାୟ ନୋଡାଲ ଅଫିସର,ପ୍ରତାପ ଚନ୍ଦ୍ର ରାଉତରାୟ ତିନି ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲ୍ଲାର ଫୁଲବାଣୀ, ଟିକାବାଲି,ରାଇକିଆ ଆଦି ଅଞ୍ଚଳରେ ଥିବା ଲ୍ୟାମ୍ପସେସ ଏବଂ ଆର ଏମ୍ ସି ରାଇକିଆ ଓ ଟିକାବାଲି ଆଦି ସଂସ୍ଥା

ମା’ ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ : ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଜୁନ୍ ୫ ତାରିଖରେ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ପରିବେଶର ସୁରକ୍ଷା ପାଇଁ ସରକାରୀ, ବେସରକାରୀ ତଥା ବ୍ୟକ୍ତିଗତ ଭାବେ ନିଜ ନିଜ ମା'ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ ପାଇଁ ଏକ ବୃହତ୍ତ ଓ ଚମତ୍କାର ଚାରା ରୋପଣ ଅଭିଯାନ ଆରମ୍ଭ