Browsing Category

ଆଞ୍ଚଳିକ

ଜଗନ୍ନାଥ ବଜାରର ନୂତନ କର୍ମକର୍ତ୍ତା ଚୟନ…

ଫୁଲବାଣୀ : ଫୁଲବାଣୀ ଜଗନ୍ନାଥ ବଜାର କମିଟିର ନିର୍ବାଚନ ପ୍ରକ୍ରିୟା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବଜାର କମିଟିର ପରାମର୍ଶଦାତା କପିଳେଶ୍ଵର ସେନାପତିଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା

ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏସ.ଓ.ଜି ଯବାନ…

ଫୁଲବାଣୀ : ଆଜିର କର୍ମଠ ଓ ବସ୍ତୁବାଦୀ ଦୁନିଆରେ ଜନ୍ମଦିନ ପାଳନ କେବଳ ଆତ୍ମୀୟସ୍ବଜନ ମାନଙ୍କ ମଧ୍ଯରେ ଭୋଜି ଭାତର ଆସର କରି ଜନ୍ମଦିନ ପାଳନ କରୁଥିବା ବେଳେ ଏସଓଜି ଯବାନ ଅନିଲ ପଧାନ ନିଆରା ଢଗଂରେ ଜନ୍ମ ଦିନ ପାଳନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏସଓଜି ଯବାନ ୩୨

ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକମାନଙ୍କ ବିପଦ ସଙ୍କୁଳ କାର୍ଯ୍ୟରେ ନିରାକରଣ ସଚେତନତା ସଭା

ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକ ମାନଙ୍କ ବିପଦ ସଙ୍କୁଳ କାର୍ଯ୍ୟରେ ନିରାକରଣ ନିମନ୍ତେ ଏକ ସଚେତନତା ସଭା ଅନୁଷ୍ଠିତ

ସମ୍ଵର୍ଦ୍ଧିତ ହେଲା ଖଡୁରା ସମାଜର ଘଣ୍ଟବାଦ୍ୟ

ଫୁଲବାଣୀ : ଫୁଲବାଣୀ ସ୍ଥିତ ଖଡୁରା ସମାଜର ଘଣ୍ଟବାଦ୍ୟ ଏକ ପ୍ରକାର ନିଆରା ଢଙ୍ଗରେ ପରିବେଷଣ କରିଥିବାରୁ ଆଜି ସମ୍ବର୍ଦ୍ଧିତ ହୋଇଛି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ଯାତ୍ରା ପରିଚାଳନା କମିଟିର ସମୀକ୍ଷା ବୈଠକରେ l ଉକ୍ତ ସମାଜର ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି

ମାଲକାନଗିରି ଜିଲ୍ଲାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସ୍ଥିତି ନେଇ ସମୀକ୍ଷା କଲେ ବିଭାଗୀୟ ମନ୍ତ୍ରୀ

ମାଲକାନଗିରି : ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି। ସରକାରଙ୍କ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ

ଅଷ୍ଟମ ବାଟାଲିୟନ ରେ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର : ଛତ୍ରପୁର ନବନିର୍ବାଚିତ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ଅଷ୍ଟମବାଟାଲିୟନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଅଷ୍ଟମ ବାଟାଲିୟନ ପରିସରରେ ଦିଆଯାଇଛି l କମାଣ୍ଡେଣ୍ଟ ଶାରଦା ପ୍ରସନ ଦାସ ବିଧାୟକ ଶ୍ରୀ ନାୟକ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିବା ବେଲେ

ଜିଲ୍ଲା ସ୍ତରୀୟ ଖରିଫ୍ ଚାଷ ଖସଡା ପ୍ରସ୍ତୁତି ବୈଠକ

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୩୫୫ ଗୋଟି ପ୍ରକଳ୍ପ କରିବା ସକାଶେ ଲକ୍ଷ୍ୟଧାର୍ଯ୍ୟବିହନ, ସାର ଓ କୀଟ ନାଶକ ଔଷଧ କଳାବଜାରୀ ରୋକିବା ନେଇ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ ଛତ୍ରପୁର : ଗଂଜାମ ଜିଲ୍ଲାର ଖରିଫ-୨୦୨୪ ଚାଷ ଖସଡ଼ା ପ୍ରସ୍ତୁତି ବୈଠକ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି

ପୋଖରୀ ପାଣିରେ ବୁଡି ନାବାଳକ ମୃତ

ହିଞ୍ଜିଳିକାଟୁ : ଶୁକ୍ରବାର ସକାଳେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ପୋଖରୀ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ଆୟୁଷ ବେହେରା (୮) ।‌ଏ ନେଇ ହିଞ୍ଜିଳି ଥାନାରେ କେସ ନଂ - ୧୯/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି

ସୁନାମୀରୁ ରକ୍ଷାଲାଗି ପ୍ରସ୍ତୁତି ବୈଠକ

ଛତ୍ରପୁର : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୁନାମୀରୁ କିପରି ରକ୍ଷା କରାଯାଇପାରିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲାର