Browsing Category

ଆଞ୍ଚଳିକ

ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ବନ ବିଭାଗ ରେଞ୍ଜ ସହାୟତାରେ କନ୍ଧମାଳ ଜିଲ୍ଲା ରୋଟାରୀ କ୍ଲବ ଫୁଲବାଣୀ ପକ୍ଷରୁ ସ୍ଥାନୀୟ ପବ୍ଲିକ୍ ସ୍କୁଲ୍ ସମ୍ମୁଖରେ ଥିବା ଅନ୍ବେଷା ହଷ୍ଟେଲ୍ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ

ଦ୍ୱିବାର୍ଷିକ ମା ନାରାୟଣୀ ଠାକୁରାଣୀଙ୍କ ଶୁଭଖୁଣ୍ଟି ପ୍ରତ୍ୟାଗମନ

ଫୁଲବାଣୀ : ଚଳିତବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ୨୬ତମ ଯାତ୍ରା ଉପଲକ୍ଷେ ଗତ ଏପ୍ରିଲ ମାସ ମେରୁ ସଂକ୍ରାନ୍ତି ଦିନ ରୀତିନୀତି ସହକାରେ ବାଜା ବାଜଣା ସହ ରାମ ମନ୍ଦିର ନିକଟସ୍ଥ ଥିବା ଯାତ୍ରା ପଡିଆ ଅସ୍ଥାୟୀ ମନ୍ଦିରକୁ ମାଙ୍କ ଆଜ୍ଞାମାଳ ଆଣି ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା l ମା ନାରାୟଣୀ

ବିଜେପି ପକ୍ଷରୁ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ଫୁଲବାଣୀ : ଆଜି ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଭାବେ ସାରା ଭାରତ ବର୍ଷରେ ଏହି ଦିବସକୁ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଫୁଲବାଣୀ ଠାକୁରାଣୀ ଯାତ୍ରା କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏହା ପରେ ନାରାୟଣୀ ମନ୍ଦିର ନିକଟରେ

ପୋଲିସ ପକ୍ଷରୁ ମାଦିକୁନ୍ଦା ରିଜର୍ଭ ପଡ଼ିଆ ପରିସରରେ ରକ୍ତଦାନ ଶିବିର : ୧୨୪ ୟୁନିଟ୍ ରକ୍ତ ସଂଗୃହୀତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ପୋଲିସ ପକ୍ଷରୁ ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆ ପରିସରରେ ଥିବା ପୋଲିସ ମେଡିକାଲ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଟ୍ରକ ଚାପାରେ ମହିଳା ମୃତ,ପୁଅ ଗୁରୁତର : ରାସ୍ତା ଉପରେ ଶବ ରଖି ପ୍ରତିବାଦ…

ମାଲକାନଗିରି,୨୩/୬ ମାଲକାନଗିରି ସଦର ମହକୁମାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମହିଳା ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି।ଘଟଣା ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଟିନା ଗ୍ୟାରେଜ ଛକ ନିକଟରେ ବାସ କରୁଥିବା ପାର୍ବତୀ ପାଣିଗ୍ରାହୀ

ପରିବା ଦରରେ ଲଗାମ ଲଗେଇବ କିଏ…? : ଅଫିସର ମାନଙ୍କୁ କେବଳ ତାଗିତ ରେ ସୀମିତ ସରକାର, ଖାଉଟି ହନ୍ତସନ୍ତ…

ବ୍ରହ୍ମପୁର: ୨୩- ୬ ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ଫଳା ଫଳ ଆସିବା ପର ଠାରୁ ବଜାର ରେ ପ୍ରତ୍ୟେକ ସାମଗ୍ରୀ ରେ ଦର ହୁଁ ହୁଁ ହୋଇ ବଢ଼ିଚାଲିଛି। ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ପାଞ୍ଚସହ ଟଙ୍କା ଧରି ବଜାର କୁ ଗଲେ ବେଗ ଭର୍ତି ହେଉନି। ବଜାର ରେ ଆଳୁ, ପିଆଜ କିଲୋ ପ୍ରତି ୩୫ ରୁ ଉର୍ଦ୍ଧ ଥିବା

ଚିକିଟୀ ପ୍ରେସକ୍ଳବ ତରଫରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ଚିକିଟୀ ବ୍ଲକ ଚିକିଟୀ ପ୍ରେସକ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।ସଂଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡାଙ୍କ ନେତ୍ତୃତ୍ୱରେ ପାତ୍ରପୁର ସ୍ଥିତ ବିଧାୟକଙ୍କ

ନୀତିକାନ୍ତିରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ମାଲକାନଗିରି, ୨୨।୬ : କୋଟି ଓଡିଆଙ୍କ ମଉଢ ମଣି ପ୍ରଭୁ ଜଗନ୍ନାଥଙ୍କ ଅନେକ ଲୀଳା ଖେଳା ରହିଛି । ମହା ପ୍ରଭୁଙ୍କ ଏହି ଲୀଳା ଖେଳା ମଧ୍ୟରୁ ଅନ୍ୟତମ ଅଟେ ସ୍ନାନ ପୁର୍ଣିମା ତଥା ଦେବା ସ୍ନାନ ପୁର୍ଣିମା । ଏହି ଅବସରରେ ଶ୍ରୀଜୀଉ ସ୍ନାନ କରିବା ପାଇଁ ମନ୍ଦିରରୁ ବାହାରି ସ୍ନାନ ମଣ୍ଡପକୁ

ସମସ୍ୟା ଘେରରେ ସ୍ୱାମୀ ଶିବାନନ୍ଦ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ତୁରନ୍ତ ଅଧ୍ୟାପକ ନିଯୁକ୍ତି ପାଇଁ ବିଇଓଙ୍କୁ ଦାବୀପତ୍ର ଦେଲେ ଛାତ୍ରୀ ଛାତ୍ର ମାଲକାନଗିରି ୨୨/୦୬ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହୁଥିବା ପିଲା ମାନଙ୍କୁ ପାଠ ପଢାଇ ଶିକ୍ଷିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବହୁ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯାଇଛି ।

ନାବାଳିକାଙ୍କୁ ଅପହରଣ ଘଟଣା ଯୁବକ ଗିରଫ

ହିଞ୍ଜିଳିକାଟୁ : ଗାଁ ଯାତ୍ରାରେ ବୁଲୁଥିବା ବେଳେ ବିବାହର ପ୍ରଲୋଭନ ଦେଖାଇ ଜୈନିକା ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରି ନେଇଥିଲେ। ଘଟଣାର ୪ ଦିନ ପରେ ପାଟପୁର ପୁଲିସ ସଂପୃକ୍ତା ନାବାଳିକାକୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଯୁବକ ଜଣଙ୍କ