Browsing Category

ଆଞ୍ଚଳିକ

ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ରଥର ଶୁଭାରମ୍ଭ

ମାଲକାନଗିରି : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ରଥକୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ସେପ୍ଟେମ୍ବର ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ରଥ ଜିଲ୍ଲା ବୁଲିବ। ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା

ଫୁଲବାଣୀ : କନ୍ଧମାଳ ଜିଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ଥିବା ବୌଦ୍ଧିକ ମଣ୍ଡପରେ ଛାତ୍ର ଛାତ୍ରୀ ମାନେ ମହା ଆଡମ୍ବର ସହକାରେ ପାଳନ କଲେ ଗଣେଶ ପୂଜା l ପୂଜାରେ କର୍ତ୍ତା ଭାବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର ପାଢୀ କାର୍ଯ୍ୟ ତୁଲାଇ ଥିବା ବେଳେ ଗୁରୁମା

ଆଇ.ଆର.ଇ.ଏଲ୍. ପକ୍ଷରୁ ମାଛଚାଷ ପ୍ରାଥମିକ ପ୍ରକ୍ରିୟା ସମାହିତ

ଛତ୍ରପୁର : ଆଇ.ଆର.ଇ.ଏଲ୍. ପକ୍ଷରୁ ମାଛଚାଷ ଉତ୍ପାଦନ ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ସମାହିତ ହେଇଯାଇଛି । ମାଛ ଜାଆଁଳା ଛାଡ଼ି ମାଛଚାଷ ଉତ୍ପାଦନ କରିବାରେ ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ର ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ଭିତ୍ତିରେ ତ୍ରି-ସ୍ତରୀୟ ପର୍ଯ୍ୟାୟରେ ସର୍ବମୋଟ ତିନୋଟି

ବି ଏନ ଈ ଏମ ପରିସରରେ ଏଲ ଆଇ ସି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ହିଞ୍ଜିଳିକାଟୁ ୭/୯ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମିକ ବିଦ୍ୟାଳୟରେ ଏଲ ଆଇ ସି ହିଞ୍ଜିଳିକାଟୁ ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ର ଅଧ୍ୟକ୍ଷ ନିହାର ରଞ୍ଜନ ପଣ୍ଡା ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ

ଗଞ୍ଜାମ ଜିଲ୍ଲାରେ ଆଜିଠୁ ବୁଲିଲା ସୁଭଦ୍ରା ଯୋଜନା ସଚେତନତା ରଥ : ଉଦଘାଟନ କଲେ ମନ୍ତ୍ରୀ…

ଛତ୍ରପୁର, ୭ / ୯ ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟାର ପରିଲକ୍ଷିତ ହୋଇଛି । ଏହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଗଣମାଧ୍ୟମ ଜରିଆରେ ବାରମ୍ବାର ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି । ତଥାପି ଲୋକଙ୍କ ମଧ୍ୟରେ ସଚେତନତା ଅଭାବ

ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଦାନ ଏବଂ ଗ୍ଲୁକୋମା ସଚେତନତା…

ନବରଙ୍ଗପୁର : ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଦାନ ଏବଂ ଗ୍ଲୁକୋମା ସଚେତନତା ପାଇଁ ସହର ରେ ଶୋଭାଯାତ୍ରା ଚକ୍ଷୁ ଦାନର ମହତ୍ତ୍ୱ ଏବଂ ଗ୍ଲୁକୋମା ର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ହସ୍ପିଟାଲ, ନବରଙ୍ଗପୁର ପକ୍ଷରୁ ଆଜି ଏକ

ମହିଳା ମାନଙ୍କୁ କନ୍ଦାଉଛି ସୁଭଦ୍ରା ଯୋଜନା : ଲିଙ୍କ ଫେଲ ଯୋଗୁଁ ହତାଶ..!

ବ୍ରହ୍ମପୁର:୭-୯ ସାରା ରାଜ୍ୟରେ ଏବେ ସୁଭଦ୍ରା ମାନିଆ ଗାଁ ରୁ ସହର ସବୁଆଡେ ମାଳ ମାଳ ହୋଇ ମହିଳା ମାନେ ଧାଡିରେ ଠିଆ ହେବାର ଦେଖିବାକୁ ମିଳୁଛି। ପ୍ରଥମେ ଆଧାର ଓ ପାନ ଲିଙ୍କ ଯୋଗୁଁ ମହିଳା ମାନେ ହଟହଟା ହେଲେ। ତା ପରେ ବିଭିନ୍ନ ଜନସେବା କେନ୍ଦ୍ର ଓ ସାଇବେର କେଫ ରେ ଲିଙ୍କ ସଂଯୋଗ

୨ ଘରୁ କଳା କନା ବୁଲେଇଲେ ଚୋର : ପୋଲିସ ପେଟ୍ରୋଲିଙ୍ଗ ପ୍ରଭାବ ଶୂନ୍ୟ…

ଚିକିଟି / ପାତ୍ରପୁର : ଫାଣ୍ଡି ଅଧିକାରୀଙ୍କ ଜଇନ କରିବା ସପ୍ତାହ ନ ପୁରୁଣୁ ଖାରିଆଗୁଡା ଫାଣ୍ଡି ଇଲାକାରେ ଆରମ୍ଭ ହୋଇଗଲା ଚୋରୀ। ପୋଲିସ କୁ ଖୋଲା ଖୋଲି ଚାଲେଞ୍ଜ ଦେଇଛନ୍ତି ଚୋର। ଜରଡା ଥାନା ଖାରିଆ ଗୁଡ଼ା ଫାଣ୍ଡି ଅନ୍ତର୍ଗତ ହୁକୁମା ଗ୍ରାମରେ ଗତକାଲି ରାତିରେ ୨ ଟି ଘରୁ ଲୁଟ୍‌ ହୋଇଛି।

ସୀମାନ୍ତରେ ୫ ଲକ୍ଷ ଇନାମି ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି, ୬।୯ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ପୋଲିସର ନିକଟରେ ୫ ଲକ୍ଷ ଇନାମି ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡରେ ମାଓ ବିଲୋପ ନିମନ୍ତେ ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା ସହ ସରକାରଙ୍କ ଆତ୍ମସମର୍ପଣ ନୀତି ଦ୍ୱାରା

ଓଡିଶା ଆଦିବାସୀ ବିକାଶ ସଂସ୍ଥାଦକ୍ଷତା ଦ୍ୱାରା “ପ୍ରୟାସ” ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଓଡିଶା ଆଦିବାସୀ ବିକାଶ ସଂସ୍ଥା (OTDS) ଦ୍ୱାରା "ପ୍ରୟାସ" ଦକ୍ଷତା ବିକାଶ ତାଲିମ ୩ଦିନିଆ କାର୍ଯ୍ୟକ୍ରମରେ ବହୁଳ ଭାବେ ଆଦିବାସୀ ଯୁବକ ଯୁବତୀଙ୍କ ଅନ୍ତର୍ଭୁକ୍ତି ପାଇଁ କ୍ଷେତ୍ର ସ୍ତରୀୟ