Browsing Category

ଆଞ୍ଚଳିକ

ସ୍ୱାସ୍ଥ୍ୟ ସମିତି ନବରଙ୍ଗପୁର ଆନୁକୁଲ୍ୟରେ ଯକ୍ଷ୍ମା ନିରାକରଣ ଟୀକାକରଣ ଶୁଭାରମ୍ଭ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟ ସମିତି ନବରଙ୍ଗପୁର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଯକ୍ଷ୍ମା ପ୍ରତିରୋଧକ ଟୀକାକରଣ ଶୁଭାରମ୍ଭ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ…

ଦୁଇ ବାଇକ ମୁହାମୁହିଁ ଧକ୍କା ଦୁଇଜଣ ଗୁରୁତର ଜଣେ ଆହତ..

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନସ୍ଥରେ ଥିବା ଗୋପୁର ମୁହାଣୀ ରାସ୍ତାରେ ଦୁଇ ବାଇକ ମୁହାମୁହିଁ ଧକ୍କା ହେଇଥିବାରୁ ଦୁଇ ଜଣ ଗୁରୁତର ଓ ଜଣେ ଆହତ | ମୋଗୋଟୋଲି ପଟୁ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ବୀରମିତ୍ରପୁର ଥାନା ଅନ୍ତର୍ଗତ ବୋନମୁଣ୍ଡା ଦଫେଇ ଅଞ୍ଚଳର ସନ୍ଦୀପ…

କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅବସରରେ ପ୍ରତିଯୋଗିତା ଅନୁଷ୍ଠିତ…

ଛତ୍ରପୁର : ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର (କେ.ଟି.ଏନ୍.ପୁର) କ୍ଳଷ୍ଟର ସ୍ତରୀୟ 'ସୁରଭି' ଶିଶୁ ମହୋତ୍ସବ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ୍ ବିଦ୍ଯାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ମହୋତ୍ସବରେ କଣ୍ଠ ସଙ୍ଗୀତ, ନୃତ୍ଯ,ସୃଜନଶୀଳ ଲିଖନ,ପ୍ରବନ୍ଧ,…

ଡ଼ଙ୍କଲପାଡୁ ବେଳାଭୁମିରେ ସାମୁହିକ ସଫେଇ କାର୍ଯ୍ୟକ୍ରମ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଏକସିଙ୍ଗ ପଞ୍ଚାୟତ ଡ଼ଙ୍କଲପାଡୁ ବେଳାଭୂମିରେ ଆଜି ପୂର୍ବାହ୍ନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଉଭୟ ଏନ ଏ ସି ଏବଂ ବ୍ଲକ ର ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି। ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାରଙ୍କ…

ଅଳଙ୍କାର କାରିଗରୀ ଓ ଗ୍ରାମୀଣ ମିସ୍ତ୍ରୀ ଦକ୍ଷତା ତାଲିମ ନେଲେ ବଣ୍ଡା ଜନଜାତି ଯୁବଗୋଷ୍ଠୀ

ମାଲକାନଗିରି : ଆଦିମ ଜନଜାତି ବଣ୍ଡାଙ୍କ ବାସସ୍ଥଳୀ ହେଉଛି ମାଲକାନଗିରି ଜିଲ୍ଲା। ଆଦିମ ଜନଜାତିଙ୍କ ଉନ୍ନୟନ ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରାଧାନ୍ୟତା ଦେଇ ଆସୁଛନ୍ତି। ଏହି ପରୀପ୍ରେକ୍ଷୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବଣ୍ଡା ଜନଜାତିଙ୍କ ଦକ୍ଷତା ବିକାଶ…

ମାଲକାନଗିରି ମହାବିଦ୍ୟାଳୟରେ ସ୍ୱଚ୍ଛତାହିଁ ସେବା କାର୍ଯ୍ୟକ୍ରମ ଆୟୋଜନ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଆଜି ସକାଳ ୭.୦୦ଘଟିକା ରେ ଏକ ସ୍ୱଚ୍ଛତାହିଁ ସେବା -୨୦୨୪ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଏନ.ଏସ. ଏସ ଓ ଏନ.ସି.ସି ର ମିଳିତ ଆନୁକୁଲ୍ୟରେ ପ୍ରଥମେ ଏକ…

ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ ଦ୍ୱାରା କନ୍ଧମାଳର ସ୍ଥାୟୀ ବିକାଶ ବିଷୟରେ ଆଲୋଚନା ଚକ୍ର

ଫୁଲବାଣୀ : ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ, ସ୍ୱାତୀ ଏବଂ ନୀପିଡିତ ର ମିଳିତ ଉଦ୍ୟମରେ କନ୍ଧମାଳର ସ୍ଥାୟି ବିକାଶ ବିଷୟରେ ଏକ ଆଲୋଚନା ଚକ୍ର ପ୍ରେସ କ୍ଲବ,ଫୁଲବାଣି ଠାରେ ଅନୁଷ୍ଠିତହୋଇଯାଇଅଛି ।ଫୁଲବାଣୀସ୍ୱଚ୍ଛାସେବୀ ମହାସଂଘ ର ସଭ୍ୟ ଅନୁଷ୍ଠାନ ଯଥା ଜାଗୃତି, ଶାନ୍ତି ମୈତ୍ରୀ, ଜନ ବିକାଶ,…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ପକ୍ଷରୁ ପୋକସୋ ଆକ୍ଟ ଉପରେ ସଚେତନତା ଶିବିର ଅନୁଷ୍ଠିତ

ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଫୁଲବାଣୀ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଥିବା ସଭାଗୃହ ପ୍ରକୋଷ୍ଠରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ପୋକସୋ ଆକ୍ଟ ,…

ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି : ଆଦିବାସୀ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ହତ୍ୟା ଧମକ, ଥାନାରେ ଏତଲା

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ ଦେବା ପାଇଁ ମାଳମାଳ ବ୍ୟାଙ୍କ ଖୋଲାଯାଇଛି। ଏହି ଫାଇନାନ୍ସ କମ୍ପାନୀ ଗୁଡିକ କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ଅବାଧରେ ଋଣ ପ୍ରଦାନ କରୁଛନ୍ତି। ଆଉ ଋଣ ସଠିକ୍‌ ସମୟରେ ପରିଶୋଧ ନ କଲେ ଗାଳିଗୁଲଜ…

କ.ନୂଆଗାଁରେ ବିସିଜି ଟୀକା କରଣର ଶୁଭାରମ୍ଭ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦ୍ଧିଷ୍ଟ ଯକ୍ଷ୍ମା ପ୍ରତିଷେଧକ ପାଇଁ ବିସିଜି ଟୀକା କରଣ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ମୂଖ୍ୟ ଅତିଥି…