Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅବ୍ୟବସ୍ଥା ଘେରରେ ବଉଳ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମପଞ୍ଚାୟତ ର ବଉଳଗାଁ ଗ୍ରାମରେ ୧୯୫୦ ମସିହାରେ ସ୍ଥାପିତ ସରକାରୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବିଦ୍ୟାଳୟରେ ଶିକ୍ଷାଦାନ ଓ ପାଠପଢ଼ା ଅଚଳ ହୋଇଯାଇଛି । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ!-->…
ଟାଟା ଏସିକୁ ଧକ୍କା ଦେଲା ବାଇକ୍ ; ତିନି ଆହତ
ବେଲଗୁଣ୍ଠା : ଏକ ଆପାଚି ମୋଟରସାଇକେଲ୍ ଏକ ଟାଟା ଏସିକୁ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଏବଂ ସେଥିରେ ବସିଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ଘଟଣାଟି ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଡ଼ିବନ୍ଧ ଅଞ୍ଚଳରେ ଘଟିଛି ।
ସୂଚନା ପ୍ରକାରେ!-->!-->!-->…
ଅନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ-୨୦୨୪
ଛତ୍ରପୁର : ଅନ୍ତର୍ଜାତୀୟ ଉପକୂଳ ସଫେଇ (ଆଇସିସି) ଦିବସ ଅବସରରେ ଭାରତୀୟ ତଟରକ୍ଷୀ କେନ୍ଦ୍ର ଗୋପାଳପୁର ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଗୋପାଳପୁର ବନ୍ଦରର ମିଳିତ ଆନୁକୂଲ୍ୟରେ ବାଟେଶ୍ୱର ବେଳାଭୂମିରେ ସମୁଦ୍ର କୂଳ ଓ ଉପକୂଳ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତିକ ଉପକୂଳ!-->…
ଚିକିଟୀରେ ନିପୁଣ ଓଡିଶାର ଉଦଘାଟନୀ ସମାରୋହ
ଚିକିଟୀ : ଆଜି ସାରା ଓଡ଼ିଶାରେ ହୋଇଥିବା ଗତ ସେପ୍ଟେମ୍ବର ୫ ତାରିଖରେ ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ନିପୁଣ ଓଡ଼ିଶା ର ଶୁଭ ମହୁରତ କରି ସାରା ଓଡ଼ିଶା ବାସୀଙ୍କୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଚିକିଟୀ ବ୍ଲକ!-->…
ପଡିଆରେ ସଫାଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ସଫାଇ ମିତ୍ର ସୁରକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପଡିଆ ବ୍ଲକର ଆଠଗୋଟି ପଞ୍ଚାୟତରେ ରହିଥିବା ବିଭିନ୍ନ ସଫେଇ ମିତ୍ରଙ୍କ କାର୍ଯ୍ୟକ୍ରମ, ଦାୟିତ୍ଵ ଓ!-->…
ବ୍ରହ୍ମପୁର କ୍ୟାଟରିଂ ସଂଘ ପକ୍ଷରୁ ବିଶ୍ୱ କ୍ୟାଟରିଙ୍ଗ ଦିବସ
ବ୍ରହ୍ମପୁର : ବ୍ରହ୍ମପୁର କ୍ୟାଟରିଂ ସଂଘ ପକ୍ଷରୁ ବିଶ୍ୱ କ୍ୟାଟେରିଙ୍ଗ ଦିବସ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ସଭାପତି ୟୁ. ହର ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବହୁ ସମସ୍ୟା ଉପରେ ଆଲୋଚନା କରାଯିବ ସହିତ ସଂଘର ଆଗାମୀ ଦିନର!-->…
ହଟ୍ଟଗୋଳରେ ଆରମ୍ଭ ହୋଇ ହଟ୍ଟଗୋଳରେ ଶେଷ ହେଲା ବିଏମସିର ସାଧାରଣ ବୈଠକ
ବ୍ରହ୍ମପୁର : ଆଜି ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଏମସି ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିଲେ । ବୈଠକର ଆରମ୍ଭରେ ଗେଟ ବଜାରର ନୂତନ କୋଠା କିଭଳି ହେବ ଓ ଏଥିରେ କଣ ସବୁ ରହିବ ସେ ନେଇ ଆଲୋଚନା ହୋଇଥିଲା । ଏହାପରେ!-->…
ଲକ୍ଷ୍ମୀନୃସିଂହ ବଣିକ ସଂଘ ପକ୍ଷରୁ ଦୂର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନଡିଆ ବଜାର ଠାରେ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ଆଗାମୀ ଅକ୍ଟୋବର ୯ ତାରିଖ ବୁଧବାର ଠାରୁ ୧୩ ରବିବାର ଦିନ ପର୍ଯ୍ୟନ୍ତ ମା’ ଦୂର୍ଗାଦେବୀଙ୍କ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ!-->…
ପାରିଶ୍ରମିକ ପ୍ରଦାନ କରିବାକୁ ଗଞ୍ଜାମ ଜିଲ୍ଲା ଜିପିଏଲଏଫ ମିଶନଶକ୍ତି କର୍ମୀ ସଂଘର ଦାବି
ଛତ୍ରପୁର : ପାରିଶ୍ରମିକ ପ୍ରଦାନ କରାଯାଉନଥିବା ନେଇ ଗଞ୍ଜାମ ଜିଲ୍ଲା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସଂଘ ପକ୍ଷରୁ ଦାବି ହୋଇଛି । ଏନେଇ ଗୁରୁବାର ଗଞ୍ଜାମ ଜିଲ୍ଲା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସଂଘର ୬ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ!-->…
ରାଜ୍ୟସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତାରେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସଫଳତା
ଛତ୍ରପୁର : ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଆନୁକୁଲ୍ୟରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଜ୍ଞାନ ଡ୍ରାମା ରେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଡ୍ରାମା ଟିମ୍!-->…