Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାଁ କନକ ଦୁର୍ଗାଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ପ୍ରସିଦ୍ଧ ଦେବୀପୀଠ ମାଁ କନକ ଦୁର୍ଗାଙ୍କ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା, ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ହିଞ୍ଜିଳିକାଟୁ ଓ ମାଁ ଶ୍ୟାମଳାଇ, ମାଁ ତାରାତାରିଣୀ ପୀଠ, ସହ ଆଖପାଖ ଅଞ୍ଚଳର ସମସ୍ତ ଦେବୀପୀଠ!-->…
ମିଡିଆ ଫୋରମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ନେତୃତ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ମହତ କାର୍ଯ୍ୟକ୍ରମରେ କନ୍ଧମାଳ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଶେଷ କରି!-->…
ଫୁଲବାଣୀ ପୌରାଅଧ୍ୟକ୍ଷା ଦାୟିତ୍ୱ ନେଲେ ପାୟଲ ବେହେରା…
ଫୁଲବାଣୀ : ଫୁଲବାଣୀ ପୌରପରିଷଦ ରେ ଦିର୍ଘ ଦିନର ଅସ୍ଥିରତା ପରେ ପୌରଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଆନୁଷ୍ଠାନିକ ଭାବରେ ପୌରାଧ୍ୟକ୍ଷା ଦାୟୀତ୍ୱ ଗ୍ରହଣ କରିଛନ୍ତି । ଗତ ଜୁଲାଇ ମାସ ୨୩ ତାରିଖଠାରୁ ଅନାସ୍ଥା ପ୍ରସ୍ତାବ ବୈଠକରେ ଅନାସ୍ଥା ପ୍ରସ୍ଥାବ କାୟମ ରହିବା ଯୋଗୁଁ ପୁର୍ବତନ!-->…
ଏ.ଆଇ.ଟି.ୟୁ.ସି ପକ୍ଷରୁ ପ୍ରଧାନମନ୍ତୀଙ୍କ ଉଦେଶ୍ୟରେ ଅତରିକ୍ତ ଜିଲ୍ଲାପାଳଙ୍କୁ ଚାରି ଦଫା ସମ୍ବଳିତ ଦାବି ପତ୍ର…
ମାଲକାନଗିରି : କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ଚାରୋଟି ଶ୍ରମ କୋର୍ଡ ବାତିଲ ଦାବିରେ ଏକ ରାଲି ମାଲକାନଗିରି ବସଷ୍ଟାଣ୍ଡରୁ ବାହାରି ସହରର ପରିକ୍ରମା କରିବା ସହ ମାଲକାନଗିରି ଜିଲ୍ଲାପାଳ ଅଫିସ ନିକଟରେ ପହଁଚିଥିଲେ l ପୂର୍ବ ସରକାର ଥିବା ସମୟରେ!-->!-->!-->…
ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜନ ଜାତି ସଂଘର ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ…
ଉମରକୋଟ/ଝରୀଗାଁ:- (୨୪/୦୯/୨୦୨୪) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅଧୀନରେ ଥିବା ଚାରଗାଁ ଠାରେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜନ ଜାତିର ନୁଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅର୍ଜୁନ ସମରଥଙ୍କ!-->…
ମିନି ଶିବାକାଶୀ ପାଲଟିଛି ଆସିକା ନିକଟସ୍ଥ ନଳବଣ୍ଟା : ଲକ୍ଷ ଲକ୍ଷ ଟଙ୍କାର ବାରୁଦ ଗଚ୍ଛିତ …..
ବାରୁଦ ନିଆଁ ସହ ଖେଳୁଛି ପ୍ରଶାସନ..!!ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ୫୯ ଜାତୀୟ ରାଜପଥ କଡ଼ରେ ନଳବଣ୍ଟା ଗ୍ରାମ। ଏଠାରେ ମୃତ୍ୟୁ ସହ ଖେଳ ଚାଲେ ଦଶହରା ପୂର୍ବରୁ ଗାଁ ର ପିଲାରୁ ବୁଢ଼ା ସମସ୍ତେ ହାତ ତିଆରି ବିଭିନ୍ନ ବାଣ ପ୍ରସ୍ତୁତ କରିବାର ନଜିର ରହିଛି। ଏହି ଗ୍ରାମରେ ପାଦ ପାଦ ରେ!-->!-->!-->…
ଦରଦାମ ବୃଦ୍ଧି କୁ ନେଇ ସରକାର ନାକେଦମ ଖାଉଟି ହନ୍ତସନ୍ତ…..
ଟମାଟ ଆଳୁ ପିଆଜ ତେଲ ଦର ହୁଁ ହୁଁ ହୋଇ ବଢି ଚାଲିଛି...
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ଖାଉଟି ମାନଙ୍କୁ ଡ଼ବଲ ଇଞ୍ଜିନ ଝଟକା ଦେଇଛି। ଏବେ ବଜାରରେ ଟମାଟ ୬୦ ଆଳୁ ୪୦ ପିଆଜ ୬୦ ତେଲ ପେକେଟ ପ୍ରତି ୨୫ ଟଙ୍କା ବୃଦ୍ଧି ହୋଇଛି। ଲୋକେ କହିଲେଣି ଆଳୁ ମନ୍ତ୍ରୀଙ୍କ ହାତରେ ଆଉ ଦର ଏବେ!-->!-->!-->!-->!-->…
ଆଇ.ଆର୍.ଇ.ଏଲ ଇଣ୍ଡିଆ ଏବଂ ପୋର୍ଟରେ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର…
ଛତ୍ରପୁର, ୨୩ / ୯ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତ ଏବଂ ପାଖାପାଖି ଅଞ୍ଚଳର ଯୁବକ ଯୁବତୀ ମାନଙ୍କ ସ୍ଥାୟୀ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଦାଖଲ!-->!-->!-->…
ରାଇଘରଠାରେ ନବରଙ୍ଗପୁର ଜିଲାପାଳଙ୍କ ଜନଶୁଣାଣି ଶିବିର
ନବରଙ୍ଗପୁର : ଆଜି ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର , ଏସ ଡି!-->…
ଉତ୍କଳ ଆଶ୍ରମ ରୋଡ ଦୁର୍ଗାପୂଜା କମିଟି ତରଫରୁ ଶୁଭଖୁଣ୍ଟି ସ୍ଥାପନ
ବ୍ରହ୍ମପୁର : ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ ଦୁର୍ଗାପୂଜା କମିଟି ତରଫରୁ ଆଜି ଶୁଭଖୁଣ୍ଟି ସ୍ଥାପନ ହୋଇ ଯାଇଛି l ଓ ପଣ୍ଡିତ ପ୍ରିୟବ୍ରତଙ୍କ ଦ୍ବାରା ଶୁଭ ଦିଆଯାଇଛି l ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ ମାଁଙ୍କ ଆଗମନ ନେଇ ୫୧ ତମ ଅବସରରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି | ମାଁଙ୍କ ପ୍ରତେକ!-->…