Browsing Category

ଆଞ୍ଚଳିକ

ଦୋଷ କାହାର, ଦଣ୍ଡ ଭୋଗୁଛି କିଏ ! ଅଧାବର୍ଷ ହେଲା ନାମଲେଖାରୁ ବଞ୍ଚିତ ୬୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ…..

ଆସିକା : ଗଞ୍ଜାମ ଜିଲ୍ଲାର ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ବାବନପୁର କ୍ଳଷ୍ଟରର ସୁଗାରଇଣ୍ଡଷ୍ଟ୍ରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନରେ ଥିବା ଚିନିଶିଳ୍ପ ନୂଆଗାଁ ବିଦ୍ୟାଳୟରେ ଅଜବ ନୀତି l ଦୋଷ କଲା କିଏ , ଦଣ୍ଡ ଭୋଗୁଛି ଆଉ କିଏ ! ଗତ ୨୦୨୨ ମସିହାରେ ଅପଗ୍ରେଡ଼ ନହୋଇ

ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦର ନୂତନ କର୍ମକର୍ତ୍ତା

ଗଞ୍ଜାମ : ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ସାଧାରଣ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେଉପଦେଷ୍ଟା ଇଂ ବିନୋଦ କୁମାର ପାଢ଼ୀ ସମ୍ପାଦକ ଗୌରୀ ଶଙ୍କର ପାଢ଼ୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା

ଉପଖଣ୍ଡସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ମହା ସମାରୋହରେ ବ୍ରହ୍ମପୁରରେ ପାଳିତ

ବ୍ରହ୍ମପୁର : ଏହି ୭୮ତମ ସ୍ଵାଧୀନତା ଦିବସରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ପଡିଆ ଠାରେ ଗଞ୍ଜାମ ଜିଲ୍ଲାପାଳ , ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା, ଭା.ପ୍ର.ସେ, ଯୋଗଦେଇ ସ୍ବାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ସମବେତ ଜନତାଙ୍କୁ

ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ଙ୍କ ଦୋକାନ ଉଦଘାଟନ କଲେ ସାଂସଦ ସୁକାନ୍ତ କୁମାର…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ନାରାୟଣୀ ଛକ ଠାରେ ଓଡିଶା ରାଜ୍ୟ ସମବାୟ ସମିତି ଲିଃ ପକ୍ଷରୁ ଗୋଟେ ଦୋକାନ ଖୋଲାଯାଇଛି। ଏହି ଖାଉଟି ଦୋକାନ ଟି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜିବି ତଥା

ସ୍ବେଚ୍ଛାସେବୀ ଅନୁଷ୍ଠାନ “ସକ୍ଷମ” ପକ୍ଷରୁ ନିଆରା ସ୍ୱାଧୀନତା ଦିବସ ପାଳନ…

ସୁନ୍ଦରଗଡ - ୧୬ .୦୮.୨୪ କ୍ଷୁଧା ଯନ୍ତ୍ରଣାରୁ ସ୍ୱାଧୀନତା ଦିଏ ଚାଷୀ ମାତ୍ର କରଜ, ଋଣ ଓ ଚାଷୀ ଆତ୍ମହତ୍ୟା ଭଳି ସମସ୍ୟାରୁ ସ୍ୱାଧୀନତା ପାଇଁ ଚାଷୀକୁଳକୁ ସରକାରୀ ସହାୟତା ନିତାନ୍ତ ଜରୁରୀ। ଏହା ସହିତ ଚାଷୀମାନଙ୍କ ଅବଦାନକୁ ଜନମାନସରେ ଅବସ୍ଥାପିତ କରିବା ଦାୟିତ୍ବ ହେଉଛି ସମାଜର। ଆଜି ମଧ୍ୟ

ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ…

ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ସରକାରୀ କାର୍ଯ୍ୟ ହେଉଛି :ମନ୍ତ୍ରୀ ଛତ୍ରପୁର ତା.୧୬ .୦୮ .୨୪ ପୂଣ୍ୟପ୍ରସୂ ଭାରତର ପବିତ୍ର ୭୮ ତମ ସ୍ବାଧୀନତା ଦିବସ କୋଟିକୋଟି ଭାରତୀୟଙ୍କ ଆଶା ଓ ଅଭିପ୍ସାର ମହାନ ଗଣପର୍ବ । ଆମ ପୂର୍ବଜଙ୍କ ବଳିଦାନ ଓ ବୀରତ୍ବ ଆମର ସ୍ମାରକୀ ଏବଂ ବିଶ୍ବେକ

ହିନ୍ଦୁଜାଗରଣ ମଞ୍ଚ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଆଜି ୨୪ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ନେଇ ବନ୍ଦ କରିବା ସହ ମାଲକାନଗିରି ଜିଲ୍ଲାରେ ଥିବା ବାଂଲାଦେଶୀ ତଥା ରୋହିଙ୍ଗା ମୁସଲମାନ

ମାଲକାନଗିରି ଜିଲ୍ଲାରେ ୭୮ ତମ ସ୍ବାଧିନତା ଦିବସ ପାଳିତ…

ମାଲକାନଗିରି, ୧୫/୦୮/୨୪: ଓଡିଶା ଓ ଓଡିଆ ଲୋକମାନଙ୍କର ବିକାଶ ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଓଡିଆ ଅସ୍ମିତାର ପୁନଃ ଉଦ୍ଧାର ଓ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ୨୦୦ କୋଟି ଟଙ୍କାର ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହା ଅଧୀନରେ ପାଇକ ବିଦ୍ରୋହ ସ୍ମାରକୀ ଉନ୍ନତିକରଣ,

ପୂର୍ବତନ ଶିକ୍ଷକ ନେତାଙ୍କ ଦେହାନ୍ତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ଅଧୀନରେ ଥିବା ବଣେଇ ଓ ରାଉରକେଲା ଶିକ୍ଷା ଜିଳ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ବରିଷ୍ଠ ଶିକ୍ଷକ ନେତାଙ୍କ ବାର୍ଦ୍ଧକ୍ୟ ଜନିତ ରୋଗଗ୍ରସ୍ତ ହେତୁ ଗତ ରାତିରେ ନିଜ ଜନ୍ମ ଗାଁ ରେ ମୃତ୍ୟୁ ବରଣ କରିଛନ୍ତି ! ସେ ଜଣେ ଏକା ଧାର ରେ

ନିଖିଳ ଉତ୍କଳ ଖଡ଼ୁରା ସମାଜ ଫୁଲବାଣୀ ପକ୍ଷରୁ ୮୨ ୟୁନିଟ ରକ୍ତ ସଂଗ୍ରହ…

ଫୁଲବାଣୀ :ରକ୍ତ ଦାନ ମହା ପୁଣ୍ଯକୁ ଦୃଷ୍ଟିରେ ରଖିକନ୍ଧମାଳ ଜିଲ୍ଲାର ଅଗ୍ରଣୀ ସେବା ସହଯୋଗ ଅନୁଷ୍ଠାନ ନିଖିଳ ଉତ୍କଳ ଖଡ଼ୁରା ସମାଜ,ଫୁଲବାଣୀ, କନ୍ଧମାଳ ତରଫରୁ ୭୮ ତମ ସ୍ବାଧୀନତା ଦିବସ ଅବସରରେ ୨ୟ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଡ୍ରିମ ଲ୍ୟାଣ୍ଡ ଠାରେ ଖଡ଼ୁରା ସମାଜ କନ୍ଧମାଳ