Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସଡକ ଦୁର୍ଘଟଣାରେ ଜଣେ ଗୁରୁତର
ଛତ୍ରପୁର : ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍ ପଛକୁ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେଇଛି । ଫଳରେ ପିକ୍ଅପ୍ ଭ୍ୟାନ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଚାଳକ ଜଣକ । ସୂଚନାନୁସାରେ, ଆଜି ସନ୍ଧ୍ୟାରେ ୟୁପି୭୧ବିଟି-୧୦୮୦ ନଂ ଏକ ଟ୍ରକ ପେଟ୍ରୋଲ୍ ପମ୍ପ!-->…
ପୋଖରୀ ପାଣିରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
ହିଞ୍ଜିଳିକାଟୁ : ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ଟୁନା ଖଣ୍ଡାଳ (୩୭) । ଏ ନେଇ ହିଞ୍ଜିଳି ଥାନାରେ କେସ ନ°- ୨୫/୨୪ ରେ!-->…
ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଓ ପୌର ପରିଷଦ କାର୍ଯ୍ୟାଳୟରେ ବୁଥ ସ୍ତରୀୟ ଅଧିକାରୀ ଏବଂ ବୁଥ ସ୍ତରୀୟ ସୁପରଭାଇଜର ମାନଙ୍କୁ ନେଇ ଜ଼ିଲ୍ଲା ସଂଚୟ ଓ ଆର୍ଥିକ ବିଭାଗ ତରଫରୁ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୁଲବାଣୀ ବ୍ଲକ ଓ ପୌର ପରିଷଦରେ ଥିବା!-->!-->!-->…
ମାଲକାନଗିରି ତହସିଲ ଦ୍ଵାରା ଜଙ୍ଗଲ ଜମି ପଟ୍ଟା ବଣ୍ଟନ
ମାଲକାନଗିରି : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ କନଫରେନ୍ସ ହଲରେ ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡକାମି ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଭୂମିହୀନ ଆଦିବାସୀ ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ର!-->!-->!-->…
ସ୍ୱାଧୀନତା ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଉତ୍ସବ ପାଳନ କମିଟି ତରଫରୁ ୭୮ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁଷରେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରେ ସ୍ଥାନୀୟ ଉପଜିଲ୍ଲାପାଳ ଡ଼. ରୀନା!-->…
ହର ଘର ତ୍ରିରଙ୍ଗାରେ ବିରାଟ ବାଇକ ଶୋଭାଯାତ୍ରା
ବାଲିଗୁଡା (୧୪/୦୮): କନ୍ଧମାଳ ଜିଲ୍ଲାର ବାଲିଗୁଡା ଗ୍ରାମୀଣ ମଣ୍ଡଳ ପକ୍ଷରୁ ପୂର୍ବତନ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିରେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ବରେ ହର ଘର ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଶୋଭାଯାତ୍ରା ରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଯୋଗ!-->…
ପାଙ୍ଗୁରମିଲା ଜଙ୍ଗଲରେ ମାଓବାଦୀ – ସୁରକ୍ଷା କର୍ମୀ ମୁହାଁମୁହିଁ : ଛତ୍ରଭଙ୍ଗ ଦେଲେ ମାଓବାଦୀ, ଅଞ୍ଚଳରେ ହାଇ…
ବାଲିଗୁଡା,୧୪/୦୮: : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ପାଙ୍ଗୁରମିଲା ଜଙ୍ଗଲ ରେ ବୁଧବାର ମାଓବାଦୀ-ସୁରକ୍ଷା କର୍ମୀ ମୁହାଁ ମୁହିଁ ହୋଇ ପ୍ରାୟ ତିନି ଘଣ୍ଟା ଧରି ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି l ଏହି ଗୁଳି ବିନିମୟ ହେବା ପରେ କିଛି ମାଓବାଦୀ ମୃତ ଓ!-->…
ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତକୁ ୪ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଏକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ଅଭିଯୋଗର ବିଚାର କରି ଅଭିଯୁକ୍ତଙ୍କୁ ଚାରି ବର୍ଷ ସଶ୍ରମ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଅର୍ଥ ଅନା ଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି । ସୂଚନା!-->…
ଫୁଲବାଣୀରେ ମହାତ୍ରିରଙ୍ଗା ଯାତ୍ରା ପାଳିତ
ଫୁଲବାଣୀ : ଦେଶର ୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ଆୟୋଜିତ ମହା ତ୍ରିରଙ୍ଗା ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି। ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ୍ ମହାପାତ୍ରଙ୍କ ଆଗ୍ରହ ଓ ଉପସ୍ଥିତିରେ ସ୍ଥାନୀୟ ପବ୍ଲିକ୍ ସ୍କୁଲ, ଏସ୍ ଏସ୍ ନର୍ସରୀ ଆଦି!-->…
ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ବିଶାଳ ଶୋଭାଯାତ୍ରା…
ମାଲକାନଗିରି : ବାଂଲାଦେଶ ରେ ସେଠାକାର ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ ସହିତ, ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅକଥ୍ଯ ନିର୍ଯାତନା ଓ ଅତ୍ୟାଚାର, ନାରୀ ଧର୍ଷଣ, ମନ୍ଦିରଗୁଡିକୁ ନିଆଁ ଲଗାଇ ପୋଡ଼ି ଦେବା,ଧନ ସମ୍ପତ୍ତି ନଷ୍ଟ ଓ ଲୁଟ ପାଟ ବିରୁଦ୍ଧରେ ପ୍ରତିବାଦ!-->!-->!-->…