Browsing Category

ଆଞ୍ଚଳିକ

ଫୁଲବାଣୀରେ ରାବଣ ପୋଡି

ଫୁଲବାଣୀ :ଧର୍ମର ଜୟ ପାପର କ୍ଷୟ ମହା ପ୍ରତାପୀ ଅହଙ୍କାରୀ ଲଙ୍କାପତି ରାବଣକୁ ବଧ କରିଛନ୍ତି ପ୍ରଭୁ ଶ୍ରୀରାମ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରାମ ମନ୍ଦିର କମିଟି ପକ୍ଷରୁ ରାମ ମନ୍ଦିର ପରିସରରେ ଥିବା ମଣ୍ଡପରେ ହନୁମାନ ଜୟନ୍ତୀ ଠାରୁ ରାମାୟଣ ପାଠ ସହ ହନୁମାନ ଚାଳିଶା ଇତ୍ୟାଦି ହୋଇ

ଜିଲା ଭାଜପା ସଭାପତିଙ୍କ କଞ୍ଚୁରୁରେ ପ୍ରଚାର

ହିଞ୍ଜିଳିକାଟୁ : ଭାଜପା ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ ଓ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀ ଦଳୀୟ ପ୍ରାର୍ଥୀ ଶିଶିର ମିଶ୍ର ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ପଞ୍ଚାୟତରେ ରବିବାର ପ୍ରଚାର କରିଛନ୍ତି। ମୋଦି ଗ୍ୟାରେଣ୍ଟି ଓ ରାଜ୍ୟ ର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର

୨୩ କେଜି ଗଞ୍ଜେଇ ସହ ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଅବକାରୀ ଏବଂ ଏସ ଏସ ଟି କନ୍ଧମାଳ ବିଭାଗର ମିଳିତ ସହଯୋଗରେ ୨୩ କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ କରାଯାଇଛି । କନ୍ଧମାଳ ଅବକାରୀ ସୁପରିଟେଣ୍ଡେଣ୍ଟ ଝାସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ କୌଣସି ସୂତ୍ରରୁ ଖବର ପାଇ ଏସ ଆଇ ସାଗର ଭୋଇ, ଏ ଏସ ଆଇ ସୁକାନ୍ତ

ହିଞ୍ଜିଳିରେ ବିଜେଡିର ନିର୍ବାଚନୀ ପ୍ରଚାର ଆରମ୍ଭ

ହିଞ୍ଜିଳିକାଟୁ : ରାଜ୍ୟରେ ଧୀରେ ଧୀରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇସାରିଛି ଓ ପ୍ରାର୍ଥୀମାନଙ୍କ ପ୍ରଚାର ଆହୁରି ଜୋରସୋରରେ ହେବାରେ ଲାଗିଛି । ଏହି କ୍ରମରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଷଷ୍ଠ ଥର

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର ସାଂସଦ କ୍ଷେତ୍ରରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ

ବ୍ରହ୍ମପୁର : ବାପୁଜୀ ଆଶ୍ରମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେଏଆଇସିସି ଓଡ଼ିଶା ପର୍ଯ୍ୟବେକ୍ଷକ ହର୍ଷବର୍ଦ୍ଧନ, ଏଆଇସିସି ସମ୍ପାଦକ ତଥା ଓଡ଼ିଶା କୋ ଇଞ୍ଚାର୍ଜ୍ ଏଆଇସିସି ଲିଡର କୁନାଲ ବାନାର୍ଜୀ ,ଏଆଇସିସି

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ୍

ବାଲିଗୁଡା : ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ କାର୍ଯ୍ୟ ଜାରୀ ରଖିଛି l ଏପରି ସ୍ଥଳେ ରବିବାର ଦିନ ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ଗ୍ରାମ ପଞ୍ଚାୟତ ର ବରିକିଆ ଗାଁ ରେ ଗଞ୍ଜେଇ

ବେଆଇନ ମୋରମ ଚୋରାଚାଲାଣ ବେଳେ ଦୁଇ ଟ୍ରାକ୍ଟର ଓ ଗୋଟେ ଜେସିବି ଜବତ

ଛତ୍ରପୁର : ବେଆଇନ ମୋରମ ଚୋରା ଚାଲାଣ ବେଳେ ଦୁଇ ଟ୍ରାକ୍ଟର ଓ ଗୋଟେ ଜେସିବି ଜବତ କଲା ମାଇନିଂ ବିଭାଗ l ଗତକାଲି ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ ବେଆଇନ ମୋରମ ଚାଲାଣ ହେଉଥିବା ବେଳେ ଖବର ପାଇ ମାଇନିଂ ବିଭାଗ ଚଢ଼ାଉ କରିଥିଲା l ସୂଚନା ଥାଉ କି, ଦୀର୍ଘ ଦିନ

ଜୀବିକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

ପ୍ରଶିକ୍ଷଣ, ମାର୍କେଟ ଲିଙ୍କେଜ୍ ଉପରେ ଗୁରୁତ୍ବ ବ୍ରହ୍ମପୁର : ଟିପିଏସଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ହାୱାଇ ଚପଲ ଉତ୍ପାଦନ ସମ୍ପର୍କିତ ଜୀବିକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲାର

ସାମ୍ବାଦିକ ସାମାଜସେବୀ ତଥା ଆଇନଜୀବୀ ଅଶୋକ ପରିଡା ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର

ଫୁଲବାଣୀ : ସମ ହସପିଟାଲରେ ଚିକିତ୍ସିତ ହେଉଥିବା କନ୍ଧମାଳର ଗଣମାଧ୍ୟମ ପ୍ରତିନିଧି , ଆଇନଜୀବୀ ତଥା ସମାଜସେବୀ ଅଶୋକ ପରିଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ଭୁବନେଶ୍ୱର ଉତ୍କଳ ହସପିଟାଲକୁ ସ୍ତାନାନ୍ତର କରାଯାଇଛି । ନିମୋନିଆ, ଖାଦ୍ୟ ନଳୀ ଓ ଶ୍ୱାସ ନଳୀ ଜନିତ ସଂକ୍ରମଣ ଯୋଗୁଁ

ମାନସିକ ସ୍ଵାସ୍ଥ୍ୟସେବାରେ ଗୋଷ୍ଠୀ ଓ ପରିବାରର ଦାୟିତ୍ଵବୃଦ୍ଧି ପାଇଁ ସ୍ୱାତୀ ଦ୍ଵାରା ପରିବାର ସହାୟକ ଗୋଷ୍ଠୀ ବୈଠକ

ଫୁଲବାଣୀ : ସାମ୍ପ୍ରତିକ ସମୟରେ ମାନସିକ ଅସୁସ୍ଥତା ଭୟଙ୍କର ଭାବେ ସମାଜରେ ବ୍ୟାପୁଥିବା ବେଳେ ଏଥିପାଇଁ ଗୋଷ୍ଠୀଗତ ଓ ପାରିବାରିକ ସ୍ତରରେ ବିଶେଷ ସଚେତନ‌ତା ସୃଷ୍ଟି ହୋଇପାରିନାହିଁ । ମାନସିକ ଅସୁସ୍ଥତାକୁ ନେଇ ଅନେକ ପାରମ୍ପରିକ ଓ ଗୁଣିଗାରେଡି ପ୍ରଥା ରହିଆସିଥିବା ବେଳେ ମାନସିକ ଅସୁସ୍ଥ