Browsing Category

ଆଞ୍ଚଳିକ

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କୁ ଭେଟିଲେ କନ୍ଧମାଳ ସାଂସଦ…

ଫୁଲବାଣୀ :୦୩/୦୮: କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀଙ୍କୁ ସାକ୍ଷାତ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ । ବିଶେଷ କରି କନ୍ଧମାଳ ଜିଲାରେ ୨୦ଟି ନୂତନ ପେଟ୍ରୋଲ ପମ୍ପ ସ୍ଥାପନ ସହିତ ସହରାଞ୍ଚଳ ଏବଂ ଉପସହରାଞ୍ଚଳରେ ଜୈବିକ ଇନ୍ଧନ ଓ ସିଏନଜି

ଆସିକା ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର ଛାତ୍ରୀ ପରେ ଗ୍ରାମବାସୀ ଓ ଅଭିଭାବକ ବସିଲେ ଧାରଣା ରେ…

ଏବେ ଏହି ଧାରଣା ଜିଲ୍ଲା ତଥା ରାଜଧାନୀ କୁ ନେବା ପାଇଁ ସଜ ବାଜ…….! ଵ୍ରହ୍ମପୁର : ୩- ୮ ଆସିକା ରେ ଦୀର୍ଘ ତିନିଦିନ ହେଲା ବିଦ୍ୟାଳୟର ଛାତ୍ର ଛାତ୍ରୀ ଆସିକା ବ୍ଳକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ଏବେ ଗ୍ରାମ ବାସୀ ଓ ଅଭିଭାବକ ମାନେ ବି ସାମିଲ ହେଲେ ।

ଜିଲ୍ଲାସ୍ତରୀୟ ଡେଙ୍ଗୁ ନିରାକରଣ ମାସ ପାଳନ ଓ ଅନ୍ତଃ ବିଭାଗୀୟ ଏକାଭିମୁଖୀ ବୈଠକ…

ନବରଙ୍ଗପୁର:ତା ୨-୮ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଆଜି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ନିରାକରଣ ମାସ ପାଳନ ଓ ଅନ୍ତଃ ବିଭାଗୀୟ ଏକାଭିମୁଖୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଡେଙ୍ଗୁ ମ୍ଯାଲେରିଆ ଜ୍ଵର

ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ କଂଗ୍ରେସ ପାର୍ଟିର ତୀବ୍ର ନିନ୍ଦା, ତେନ୍ତୁଳିଖୁଣ୍ଟି ବନ୍ଦ ଓ ଥାନା ଘେରାଉର…

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କୁ ବାରମ୍ବାର ଆକ୍ରମଣ ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି | ଗତକାଲି ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ ବ୍ରଜ ବିହାରୀ ମହାକୁଡ଼ଙ୍କୁ କିଛି ଯୁବକ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି | ଏହାକୁ ତେନ୍ତୁଳିଖୁଣ୍ଟି

କଳିଙ୍ଗ ବୈଶ୍ୟ ଯୁବକ ସେବାସଂଘ ତରଫରୁ ବୃକ୍ଷ ରୋପଣ

ନବରଙ୍ଗପୁର : ଚଳିତ ବର୍ଷ ର ଗ୍ରୀଷ୍ମ ପ୍ରବାହ ରେ ସାରା ରାଜ୍ୟ ର ତାପମାତ୍ରା ବଢିଥିବା ବେଳେ ନବରଙ୍ଗପୁର ଜିଲ୍ଲା ରେ ମଧ୍ୟ ତାପମାତ୍ରା ର ବୃଦ୍ଧି ଦେଖା ଦେଇଥିଲା। ବଣ ,ପାହାଡ଼ ଜଙ୍ଗଲ ରେ ଭରପୁର ନବରଙ୍ଗପୁର ଜିଲ୍ଲା ରେ ଜଙ୍ଗଲ ରୁ ଗଛ କାଟି ସଫା କରିଦେବା ଫଳ ରେ ତାପମାତ୍ରା ବୃଦ୍ଧି

କନ୍ଧମାଳରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସାଂସଦଙ୍କ ଦାବି

କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ଭାବେ ଜଣାଶୁଣା। ଶିକ୍ଷା, ସ୍ବାସ୍ଥ୍ୟ ସବୁ ଦୃଷ୍ଟିରୁ ଏହି ଜିଲ୍ଲା ଅନେକ ପଛରେ ରହିଛି। କେନ୍ଦ୍ର ସରକାର କନ୍ଧମାଳର ବିକାଶ ପାଇଁ ଏହାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା

ସିଟି ସ୍କୁଲ ପ୍ରଧାନଶିକ୍ଷକଙ୍କ ନାଁ ରେ ଗୁରୁତର ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିସମ କଟକ ସିଟିସ୍କୁଲର ଅନେକ ଛାତ୍ର ଛାତ୍ରୀ ସିଟିସ୍କୁଲର କାର୍ଯ୍ୟରତ ହେଡମାଷ୍ଟର ସରତଚନ୍ଦ୍ର ସେଠଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଏନେଇ ଜିଲ୍ଲାପଲଙ୍କୁ ଭେଟିବାକୁ ଆସିଛନ୍ତି ସ୍କୁଲର ଛାତ୍ରଛାତ୍ରୀ । ଉକ୍ତ ସ୍କୁଲର ଛାତ୍ରୀ ଓ ଛାତ୍ର

ସାଇକେଲକୁ ଧକ୍କା ଦେଲା ବାଇକ୍, ୨ ଗୁରୁତର

ହିଞ୍ଜିଳିକାଟୁ : ଶୁକ୍ରବାର ସନ୍ଧ୍ୟାରେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକନଗର ଛକରେ ସାଇକେଲ ସହ ଏକ ବାଇକ୍ ଧକ୍କା ଘଟିଛି। ଦୂର୍ଘଟଣାରେ ଉଭୟ ସାଇକେଲ ଓ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ସାଇକେଲ ଆରୋହୀ କବିସୂର୍ଯ୍ୟନଗର

ସ୍ବତନ୍ତ୍ର ସ୍ଵୟଂଶାସିତ ଦକ୍ଷିଣାଞ୍ଚଳ ଉନ୍ନୟନ ପରିଷଦ ଗଠନ ନିମନ୍ତେ ସ୍ମାରକପତ୍ର

ବ୍ରହ୍ମପୁର : ନିକଟରେ ରାଜ୍ୟ ସରକାର ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଆଉ ଦୁଇଟି ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ଟାସ୍କ ଫୋର୍ସ ଗଠନ କରିଥିବା ବେଳେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ଚିନ୍ତା କରୁଥିବା ଖବର ପ୍ରକାଶ

ଦୁର୍ଘଟଣାରେ ବାଇକ ସହ ଜଳିଗଲେ ଯୁବକ

ବ୍ରହ୍ମପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ ସହ ଜଳିଗଲେ ଯୁବକ । ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ କନିସି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଳିଯାଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ