Browsing Category

ଆଞ୍ଚଳିକ

ରସାୟନ ବିଜ୍ଞାନ ପ୍ରଫେସରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା…

ଆସିକା ତା ୨/୮ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଷ୍ଟାଫ୍ କ୍ଳବ ସେକ୍ରେଟାରୀ ଡ. ସ୍ମିତାରାଣୀ ପଣ୍ଡାଙ୍କ ତତ୍ତ୍ବାବଧାନରେ ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଜନାର୍ଦ୍ଦନ ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଆସନ୍ତା ୪ ରେ କନ୍ଧମାଳ ମିଡିଆ ଫୋରମର ନିର୍ବାଚନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ପଞ୍ଜୀକୃତ କନ୍ଧମାଳ ମିଡିଆ ଫୋରମର ନିର୍ବାଚନ ଚଳିତ ମାସ ୪ ତାରିଖରେ ଜିଲ୍ଲା ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସଂଘର ବରିଷ୍ଠ ଉପଦେଷ୍ଟା ଗୋପାଳ କୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି l ପ୍ରକାଶ ଥାଉ କି ଗତ ମାସ ୨୩ ତାରିଖରେ କନ୍ଧମାଳ ଜିଲ୍ଲା

ବ୍ଲକ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ,ଥାନାରେ ଏତଲା…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବ୍ରଜ ବିହାରୀ ମହାକୁଡ଼ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ! ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ! ଅଭିଯୋଗ ଅନୁଯାୟୀ କନିଷ୍ଠ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ : ନନ୍ଦିକ ଗ୍ରାମରେ ନିର୍ମାଣଧିନ କଳା ଓ ସଂସ୍କୃତି ଭବନର ସମୀକ୍ଷା

୧୧ ଦଫା ଦାବି ନେଇ ହିଞ୍ଜିଳିକାଟୁ କଲେଜ ଶିକ୍ଷାର୍ଥୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନଉହାବିଦ୍ୟାଳୟ ପରିଚାଳନା କମିଟି ଗଠନରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିଙ୍କୁ ସାମିଲ ପାଇଁ ଦାବି ଜଣାଇଲା ବିକାଶ ମଞ୍ଚହିଞ୍ଜିଳିକାଟୁ, ୧ା୮ : ଗୁରୁବାର ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା,

ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ବ୍ରହ୍ମପୁର : ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଖୁବ ଶୀଘ୍ର ୟୁ ଜି ସି ମାନ୍ୟତା ସହ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ହେବ ବୋଲି ଦେଲେ ପ୍ରତିଶ୍ରୁତି । ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର

ରାଜ ଚାଉଁରିଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ପ୍ରବେଶ ଉତ୍ସବ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷlଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ସ୍ଥିତ ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ କ୍ରମେ ଚଳିତ 2024-25 ଶିକ୍ଷା ବର୍ଷ ପାଇଁ +2 ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ପ୍ରବେଶ ଉତ୍ସବ ଆୟୋଜନ

କୌଶଳଭିତ୍ତିକ ଶିକ୍ଷା ଯୁବକ, ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବ

ନବରଙ୍ଗପୁର ୧/ ୮ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୌଷୟିକ ଶିକ୍ଷା ବିଭାଗର ନିର୍ଦ୍ଧେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ଜିଲ୍ଲାପାଳ ଡଃ କମଳ ଲୋଚନ

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ୩୪ ତମ ପ୍ରତିଷ୍ଠା ଦିବସ

ଫୁଲବାଣୀ : ଫୁଲବାଣୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ୩୪ ତମ ପ୍ରତିଷ୍ଠା ଦିବସ ଅତି ଆନନ୍ଦ ଉଲ୍ଲାସ ର ସହିତ ପାଳନ ହୋଇଯାଇଛି I ବୁଧବାର ଅନୁଷ୍ଠିତ ଏହି ଉତ୍ସବ ଅବସରରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା, ଅପା ଓ ଭାଇ ତଥା ପରିଚାଳନା ମଣ୍ଡଳୀର

କନ୍ଧମାଳ କବି ଡ଼ଃ. ନୃସିଂହାନନ୍ଦ ମହାପାତ୍ର ସମ୍ମାନିତ

ଫୁଲବାଣୀ : କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ସମ୍ପାଦକ ସଂଗଠନର ପ୍ରଥମ ବାର୍ଷିକ ସମାବେଶ ଗୀତ ଗୋବିନ୍ଦ ସଦନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ କନ୍ଧମାଳ କବି ଡ଼ଃ. ନୃସିଂହାନନ୍ଦ ମହାପାତ୍ରଙ୍କୁ ଗଳ୍ପ ଓ କବିତା ରଚନା ଓ ଶିକ୍ଷା କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନିତ

ନବରଙ୍ଗପୁର ଜିଲ୍ଲା ମୂଳନିବାସୀ ଅନୁସୂଚିତ ଜାତି ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତି ସଙ୍ଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ୬ ଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲାର ମୂଳ ନୀବାସୀ ଅନୁସୂଚିତ ଜାତିସଙ୍ଘର ଜିଲ୍ଲା ସଭାପତି,ସେକ୍ରେଟାରୀ କୋଷାଧକ୍ଷ,ଓ ଆନ୍ୟନ୍ୟ ବରିଷ୍ଠ