Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆସିକା ରେ ଟାଟା ପାୱାର ର ମର୍ଜି ରେ ଚାଲିଛି ବିଦ୍ୟୁତ ଯୋଗାଣ : ଗ୍ରାହକ ହନ୍ତସନ୍ତ
ଵ୍ରହ୍ମପୁର: ୧୮-୪ ସାରା ଗଞ୍ଜାମ ଜିଲ୍ଲା ତାତି ରେ ଉବୁଟୁବୁ ହେଉଥିବା ବେଳେ ଆସିକା ରେ ଟାଟା ପାୱାର ର ମର୍ଜି ରେ ବିଦ୍ୟୁତ କାଟ ହେଉଛି। ଗତ ଦୁଇ ଦିନ ହେଲା ପାର ୪୦ ଡିଗ୍ରୀ ରୁ ଅଧିକ ରହୁଥିବା ବେଳେ ଏପଟେ ବିଦ୍ୟୁତ କାଟ ଲୋକଙ୍କୁ ନାକେ ଦମ କରିଛି। ଆଜି ଭୋର ୫ ଘଣ୍ଟା ସମୟ ରେ ଅଚାନକ!-->!-->!-->…
ପିଇବା ପାଣି ସମସ୍ୟାରେ ହନ୍ତସନ୍ତ ବଣିପଦର ଗ୍ରାମବାସୀ
ଉମରକୋଟ : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଜନତାଙ୍କ ସେବା କାର୍ଯ୍ୟରେ, ବିଭିନ୍ନ ଯୋଜନା କରି ବିଭିନ୍ନ ଅଫିସ କାର୍ଯାଳୟରେ ସରକାର ପାଣ୍ଠିରୁ ପଠାଉଛନ୍ତି କୋଟିକୋଟି ଟଙ୍କା ଜନତାଙ୍କ ସେବା କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ,କିନ୍ତୁ ବଡ଼ ଦୁଃଖର ବିଷୟ କାର୍ଯ୍ୟ ହେଉଛି କିନ୍ତୁ!-->…
୪ ବର୍ଷ ହେବ ଅଧାପନ୍ତରିଆ ଭାବେ ପଡ଼ି ରହିଛି ଏକ କୋଟିରୁ ଉର୍ଦ୍ଧ ଟଙ୍କାର ୧୨ଗୋଟି ଏନ୍ଆରଏଚଏମ କୋଠା
ଦାରିଙ୍ଗବାଡି, ୧୭/୪, କନ୍ଧମାଳ ଜିଲା,ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ପରିସରରେ ଜରାଜୀର୍ଣ୍ଣ ଭାବେ ଅଧାପନ୍ତରିଆ ହୋଇ ଦିର୍ଘ ୧୪ ବର୍ଷ ହେବ ପଡି ରହିଛି ୧୨ଗୋଟି ଏନ୍ଆରଏଚଏମ କୋଠା। ନିର୍ମାଣ ହେବାକୁ ଥିବା ୧୪ ଗୋଟି କୋଠା ମଧ୍ୟରୁ ଦୁଇଟି କୋଠା କାମ ପୂର୍ଣ୍ଣାଙ୍ଗ!-->…
ଗ୍ରୀଷ୍ମ ମୁକାବିଲା: ଟିପିଏସ୍ଓଡିଏଲ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ୍ ଷ୍ଟେସନ ନିୟୋଜିତ
ବ୍ରହ୍ମପୁର : ଗ୍ରୀଷ୍ମ ଋତୁରେ ଉତ୍କୃଷ୍ଟ ମାନର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ) ନୂଆ ପଦକ୍ଷେପ ନେଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ ଷ୍ଟେସନ ନିୟୋଜିତ କରାଯାଇଛି।
!-->!-->…
ଆସିକାରେ ବିଜୁ ବାବୁଙ୍କ ତିରୋଧାନ ଦିବସ ପୃଥକ ପୃଥକ ଭାବେ ପାଳନ କଲେ ବିଜେଡିର ଦୁଇ ଗୋଷ୍ଠି
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଆସିକା ରେ ଉଭୟ ବିଜେଡ଼ି ଗୋଷ୍ଟି ପକ୍ଷରୁ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ ହୋଇଛି। ଆସିକା ବିଜେଡ଼ି ର ଗୋଷ୍ଟି କନ୍ଦଳ ଥମିବାର ନାଁ ଧରୁନି ଦଳ ମୁଖିଆ ପାଖରେ ଫେରାଦ ହେବା ପରେ ସମଧାନ ହୋଇଥିବା ଫୋଟ ସୋସିଆଲ!-->…
ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଶ୍ରୀରାମ ନବମୀ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁଷ ରୁ ପ୍ରମୋଦ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯଥା ରିତିନୀତି ଅନୁଯାୟୀ ଶ୍ରୀରାମଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ସହ!-->…
ବାଲିଗୁଡାରେ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ସହ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ରାମ ନବମୀ ଅବସରରେ ସମଗ୍ର ଅଞ୍ଚଳ ଗୈରିକମୟ ସାଙ୍ଗକୁ ମନ୍ଦିର ପରିସର ରେ ଜୟ ଶ୍ରୀରାମ ଧ୍ୱନି ମଧ୍ୟରେ ଉତ୍ସବ ମୁଖର ହେବା ସହ ଏକ ଆଧ୍ୟାତ୍ମିକ!-->…
ପବିତ୍ର ରାମ ନବମୀ ଅବସରରେ ଶ୍ରୀରାମଙ୍କ ବିରାଟ ଶୋଭାଯାତ୍ରା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ପ୍ରଭୁ ଶ୍ରୀରାମଙ୍କ ଫୋଟ ପ୍ରତିକୃତିକୁ ରଥ ଉପରେ ଅବସ୍ଥାପିତ କରାଇ ବିରାଟ ଶୋଭାଯାତ୍ରାରେ ଶତାଧିକ ଲୋକ ରାମ ଧ୍ୱନି ଦେଇ ହାତରେ ହନୁମାନ ଓ ରାମଙ୍କ ଚିହ୍ନ ପତାକା ଧରି ବାଜା ବଜାଇ ବାଣ ଫୁଟାଇ ମେଡିକାଲ ଛକ,କୋର୍ଟ ଛକ, ବଜାର!-->…
ମଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ
ଦାରିଙ୍ଗବାଡି,୧୭/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସୋନପୁର ଗ୍ରାମର ବିକ୍ରମ ଦଣ୍ଡସେନାଙ୍କ ପୁଅ ଟୁଟୁ ଦଣ୍ଡସେନା ଗତକାଲି ସନ୍ଧ୍ୟାରେ ଗ୍ରାମ ନିକଟରେ ଥିବା ଗାହକିଆ ଗ୍ରାମକୁ ବ୍ୟକ୍ତିଗତ କାମରେ ଯାଉଥିଲେ। ହେଲେ ଦବେଡି ଗ୍ରାମ ନିକଟ ଗୁଡ୍ରିପଡ଼ି ଶଙ୍ଖ ବୁଲାଣିରେ ଭାରସାମ୍ୟ ହରାଇ!-->…
ଦାରିଙ୍ଗବାଡିରେ ଧୁମ୍ଧାମରେ ଶ୍ରୀରାମ ନବମୀ ପାଳନ
ଦାରିଙ୍ଗବାଡି,୧୭/୪ : ଦାରିଙ୍ଗବାଡିରେ ଧୁମ୍ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ଶିଵ ମନ୍ଦିର ପରିସରରେ ଏକତ୍ରିତ ହୋଇ ସାମୁହିକ ହନୁମାନ ଚାଳିଶା ପାଠ କରାଯିବା ସହ ସେଠାରୁ ମଟର ସାଇକେଲ ଶୋଭାଯାତ୍ରା ବାହାରିଥିଲା। ଶତାଧିକ ଶ୍ରୀରାମଭକ୍ତ ଦାରିଙ୍ଗବାଡି ସମେତ ସିମନବାଡି ଓ!-->…