Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଧାୟକଙ୍କ ଆସିକା ମେଡିକାଲ ପରିଦର୍ଶନର ପ୍ରଭାବ : ୩ ଜଣ ସେବିକାଙ୍କୁ ଡେପୁଟେସନରେ ପଠାଇଲେ ସିଡିଏମଓ…
ଆସିକା : ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଗତ ୧୧ ତାରିଖ ଦିନ ବିଧାୟକ ସରୋଜ କୁମାର ପାଢ଼ୀ ଅଚାନକ ଗସ୍ତ କରିଥିଲେ l ବିଧାୟକ ଶ୍ରୀ ପାଢ଼ୀ ରୋଗୀ ମାନଙ୍କ ସହ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରୁଥିବା ବେଳେ କିଛି ରୋଗୀ ଏବଂ ସମ୍ପର୍କୀୟ ମାନେ କାର୍ଯ୍ୟରତ ସେବିକା ସଠିକ ସ୍ୱାସ୍ଥ୍ୟ ସେବା!-->…
ଡ଼ବଲ ଇଞ୍ଜିନ ସରକାର ରେ ଡବଲ ପରିବା ଦର..!ସରକାର ଙ୍କ ହୁକୁମ ମାନୁନାହାନ୍ତି ବାବୁ ମାନେ…!!
ନିୟନ୍ତ୍ରଣ ବାହାରେ ପରିବା ଦର ଗ୍ରାହକ ମୁଣ୍ଡରେ ଚଡକ...
ସରକାର ଙ୍କ ଗାଁ, ଗାଁ କୁ ରାସ୍ତା ଧର୍ମକୁ ଆଖିଠାର : ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆ ଭରସା…
ବର୍ଷା ଦିନେ ପିଲାଙ୍କ ପାଠ ପଢା ଠପ...
ଉମରକୋଟ /ଝରିଗାଁ(୧୯/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନଥିବା ବେଳେ ବର୍ଷା ଦିନ ମାନଙ୍କରେ ଯାତାୟାତରେ ନାହିଁ ନ ଥିବାର ସମସ୍ୟାର ସଂମ୍ମୁଖୀନ ହେଉଛନ୍ତି ଆଦିବାସୀ ଉପାନ୍ତ!-->!-->!-->…
ଗଞ୍ଜାମ ଜିଲ୍ଲା ରେ ନିର୍ମିତ ହୋଇ ଥିବା ନୂତନ ବସ ଷ୍ଟାଣ୍ଡ ଗୁଡିକ କାର୍ଯ୍ୟକ୍ଷମ କେବେ..? ଭୁତ କୋଠି ପାଲଟିଛି…
ସ୍କୁଲ, କଲେଜ ଓ ମୋ ବସ ଟ୍ରାଫିକ ସମସ୍ୟା ର ମୂଳ ସୂତ୍ରଧର....
ଏବିଭିପିର ଚଳିତ ମାସ ୧୮ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ…
ଫୁଲବାଣୀ : ଫୁଲବାଣୀ ସ୍ଥିତ ମା ନାରାୟଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ସନ୍ଧ୍ୟାରେ ଏବିଭିପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କନ୍ଧମାଳ ଜିଲ୍ଲାରେ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ୬୦୦୦ ଅଧିକ ସଦସ୍ୟ ଥିବା ଆକଳନ କରାଯାଇଛି । ଚଳିତ ମାସ!-->!-->!-->…
ମା ଗୃହ, ଗର୍ଭବତୀ ମା ମାନଙ୍କ ସହିତ ବିଧାୟକଙ୍କ ଆଲୋଚନା…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ନବ ନିର୍ବାଚିତ ବିଧାୟକ ମାନ୍ୟବର ଉମାଚରଣ ମଲ୍ଲିକ ବାଲନ୍ଦାପଡା ଠାରେ ସ୍ୱାତୀ ଦ୍ୱାରା ପରିଚାଳିତ ମା ଗୃହକୁ ଗତକାଲି ପରିଦର୍ଶନ କରି ଗର୍ଭବତୀ ମା ମାନଙ୍କ ସହିତ ଆଲୋଚନା କରିଥିଲେ । ସ୍ଥାନୀୟ ପାଞ୍ଚ ଗୋଟି ପଂଚାୟତ ତଥା ବାଲନ୍ଦାପଡା, ଲୁଇସିଂ,!-->!-->!-->…
ହନୁମାନ ପଇସା(ତମା କାସୁ) ଚୋରି ମାମଲାରେ ଚାରି ଗିରଫ
ମାଲକାନଗିରି,୧୮।୭ : ମାଲକାନଗିରି ପୋଲିସ ଏକ ଚୋରି ମାମଲାରେ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ସଦର ବ୍ଲକ ତଣ୍ଡିକି ଗ୍ରାମର କେକର ନାରାୟଣ ନାମକ ବ୍ୟକ୍ତି ଗତକାଲି ଥାନାରେ ଏକ ଅଭିଯୋଗ କରିଥଇଲେ ଯେ, ତାଙ୍କ ଘରକୁ!-->…
ବ୍ୟାଟେରୀ ସ୍କୁଟି ଓ ବାଇକ ମୁହାମୁହିଁ ଧକ୍କା, ସ୍କୁଟି ଚାଳକ ଗୁରୁତର
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନରେ ଥିବା ଲାକୋଟି ଅଞ୍ଚଳର ବବ୍ଲୁ ସାହୁ ୪୨ ବର୍ଷ ନିଜର ସ୍କୁଟିକୁ ନିଜ ଘର ସାମ୍ନାରେ ଛିଡ଼ା କରି ନିଜର ଝିଅ ସହିତ କଥା ହେଉଥିବା ବେଳେ କୁଆଁରମୁଣ୍ଡା ପଟୁ ଗୋଟିଏ ପଲ୍ସର ବାଇକରେ ଦୁଇ ଜଣ ଯୁବକ ଦୃତ ଗତିରେ ଆସି ସ୍କୁଟିରେ!-->…
ମାନବିକତା ଦେଖାଇଲେ କଲେଗାଁ ଉଚ୍ଚ ବିଧ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ
ଉମରକୋଟ /ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ଫଳରେ ଅଟୋରେ ବସିଥିବା ଜଣେ ଲୋକ ଗୁରୁତର ଆହତ ହୋଇଛନ୍ତି।ସୂଚନା ପ୍ରକାରେ କଲିକତା ଅଞ୍ଚଳର ଶିବା ଦେବନାଥ ନାମକ ଜଣେ ଚାରା ବ୍ୟବସାୟୀ ଝରିଗାଁ ତଥା ଆଖପାଖ ବ୍ଳକରେ ବିଭିନ୍ନ!-->…
ଡ୍ରେନ୍ ନିୟମିତ ସଫା ହେଉନି : ଗାଁରେ ପଶିଲା ଡ୍ରେନ ପାଣି, ରାସ୍ତାକୁ ଓହ୍ଲାଇଲେ ଲୋକେ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବୁଡାପଡ଼ା ଗ୍ରାମବାସୀ ୭ ନମ୍ବର ରାଜ୍ୟ ରାଜପଥର ଦୁଇ ପାର୍ଶ୍ଵରେ ତିଆରି କରାଯାଇଥିବା ଡ୍ରେନ୍ କୁ ନିୟମିତ ସଫା କରାଯାଉ ନଥିବା ଯୋଗୁଁ ବାରମ୍ବାର ଡ୍ରେନର ମଇଳା ଆବର୍ଜନା ପାଣି ଗାଁରେ ପଶିଯିବାରୁ!-->…