Browsing Category

ଆଞ୍ଚଳିକ

ଦଶମାସର ଭତ୍ତା ଟଙ୍କା ଖାଇଲା କିଏ.. ? ତଦନ୍ତ ପାଇଁ ଦାବୀ

ଛତ୍ରପୁର : ଛତ୍ରପୁର ପଞ୍ଚାୟତ ସମିତିରେ ଭତ୍ତା ଟଙ୍କା ବଣ୍ଟନରେ ଅନିୟମିତତା ଦେଖାଦେଇଛି l ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ଅଗସ୍ତିନୂଆଗାଁ ଗ୍ରାମର ଅନୁଛାୟା ପଣ୍ଡାଙ୍କ ୧୦ ମାସର ବିଧବା ଭତ୍ତା ଟଙ୍କା ମିଳିନାହିଁ l ସେହିପରି ଲକ୍ଷ୍ମୀ ପଲେଇ ଙ୍କ ୨ ମାସର ଟଙ୍କା

ସମୁଦ୍ରରେ ବୁଡି ୧୪ ବର୍ଷର ବାଳକ ମୃତ

ଛତ୍ରପୁର. : ଚମାଖଣ୍ଡି ଥାନା ଅନ୍ତର୍ଗତ ବନ୍ଦର ଓ ରେ କତୁରୁ ନିକଟରେ ଥିବା ସମୁଦ୍ର ରେ ବୁଡି ଜଣେ ୧୪ ବର୍ଷର ବାଳକର ମୃତ୍ୟୁ ଘଟିଛି l ମୃତ ବାଳକ ଜଣକ ହେଲେ ଶ୍ରୀ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ରାମାୟାପଲ୍ଲୀ ଗ୍ରାମର ଜି. ଦାନିସ ବୋଲି ସୂଚନା ମିଳିଛି | ମିଳିଥିବା ସୂଚନାମୁତାବକ ଜି.

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ଗଞ୍ଜାମ ଜିଲ୍ଲାର ଯୁବକ ସ୍ଵାବଲମ୍ବୀ ହୋଇପାରୁଛନ୍ତି ; ସମୀକ୍ଷା ବୈଠକ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କାର୍ଯ୍ଯକାରୀ ହୋଇଥିବା ପ୍ରଧାନ ମନ୍ତ୍ରୀ ବିଶ୍ଵକର୍ମା ଯୋଜନାରେ ଗଞ୍ଜାମ ଜିଲ୍ଲାର ଯୁବକ ଗଣ ସ୍ଵାବଲମ୍ବୀ ହେବାରେ ସକ୍ଷମ ହୋଇପାରୁଛନ୍ତି । ଗୁରୁବାର ଦିନ ଓସୱ।ନ ଦ୍ବାରା ଆୟୋଜିତ ସମିକ୍ଷା ବୈଠକରେ ଏହା ମତ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି

ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ଵାର ରଥ ଉପରେ ସୁନାବେଶରେ ଝଲସି ଉଠିଲେ ଶ୍ରୀଜୀଉ

ଛତ୍ରପୁର : ସୁନାବେଶରେ ଝଲସି ଉଠିଲେ ଶ୍ରୀ ଜୀଉ । ଛତ୍ରପୁର ସହରର ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥ ଉପରେ ଶ୍ରୀଜୀଉ ଙ୍କ ସୁନାବେଶ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରୀକରୀତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, ସୁଦର୍ଶନ

ରାଜ୍ୟ ସରକାର ସମ୍ବିଧାନକୁ ହତ୍ୟା କରୁଛି : ଏମଏଏସଏମ

ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ମିଳୁ ବ୍ରହ୍ମପୁର : ସମସ୍ତଙ୍କୁ ସମାନ ଓ ଯଥାର୍ଥ ନ୍ୟାୟ ପ୍ରଦାନ ବ୍ୟବସ୍ଥା, ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ, ଲଳିତ କୁମାରକୁ ତୁରନ୍ତ ଗିରିଫ,ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା, ଛେପ ପକାଇ ଜୋତା ଚଟେଇବା, ଜୀବନରେ

ନିସର୍ତ୍ତ ରେ ଖବର ପ୍ରସାରଣ ପରେ ପଡିଲା ପ୍ରଭାବ, ପାଇପ ମରାମତି କଲେ ଠିକାଦାର…

ହିଞ୍ଜିଳିକାଟୁ ୧୮!୭ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୫ ପାଟଣା ସାହିରେ ଜନସ୍ବାସ୍ଥ୍ୟ ବିଭାଗର ପାଇପ୍‌ ଫାଟି ପାଣି ନଷ୍ଟ ହୋଇଥିବା ନେଇ ରବିବାର ନିସର୍ତ୍ତ ରେ ଖଵର ପ୍ରସାରଣ ହୋଇଥିଲା।୧୫ ଦିନରୁ ଉର୍ଦ୍ଦ ହେଵ ପାଣି ଯୋଗାଣ ବେଳେ ଅନବରତ ରୋଡ ଉପରେ ଭାସୁଥିଲା।ରୋଡରେ ପାଣି

ଅସରାଏ ବର୍ଷାରେ ଫୁଲବାଣୀ ସହର କୂତ୍ରିମ ବନ୍ୟା…

କନ୍ଧମାଳ : ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷାରେ ଫୁଲବାଣୀ ସଦର ମହକୁମା ମୁଖ୍ୟ ବଜାର ରାସ୍ତା,ଗଲିକନ୍ଦି ଉପରେ ଆଣ୍ଠୁଏଆଣ୍ଠୁଏ ପାଣି, ପଙ୍କ ମଇଳା ଦେଖିବାକୁ ମିଳିଛି lଏହି ଫଳରେ ରାସ୍ତାର ପାଣି ଡ୍ରେନରେ ଯିବା ପରିବର୍ତ୍ତେ ଦୋକାନ ,ଗୃହ,ଘର ଭିତରେ ପାଣି ଢେଉ ହୋଇ ପ୍ରବେଶ କରିଥିଲା l ଏହି

ସୀମାନ୍ତରେ ମାଓ ସହିଦ ସ୍ତମ୍ଭକୁ ଧ୍ଵଂସ କଲେ ଯବାନ

ମାଲକାନଗିରି, ୧୭।୭ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର କିଷ୍ଟରାମ ଜଙ୍ଗଲରେ ମାଓବାଦୀଙ୍କ ସହିଦସ୍ତମ୍ଭକୁ ଧ୍ବଂସ କରିଛନ୍ତି ଯବାନ ମାନେ । ସୂଚନା ଅନୁଯାୟୀ କିଷ୍ଟରାମ ଜଙ୍ଗଲରେ ପୋଲିସ ଓ ଭିଭିନ୍ନ ବାଟାଲିଆନର ଯବାନ ମାନେ ମାଓ ଦମନ ନିମନ୍ତେ ତଲାସି ଅଭିଯାନ କରୁଥିଲେ

ନାଗ ସାପରେଫଣା ପ୍ରଭୁ ଜଗନ୍ନାଥଙ୍କ ରୂପ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ମାଲକାନଗିରି, ୧୭।୭ : ନାଗ ସାପ ଫଣାରେ ଦେଖା ଗଲା ପ୍ରଭୁ ଜଗନ୍ନାଥଙ୍କ ନୟନ, ବିରଳ ସାପକୁ ଦେଖିବାକୁ ଭିଡ ଜମାଇଲେ ସହ ସହ ଲୋକେ । କିଛି ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କୁମୁଟିଗୁଡା ସାହିରେ । ସାହିରେ ରହୁଥିବା ଆଇନଜୀବୀ ରାମ ପ୍ରସାଦ ପଟନାୟକଙ୍କ ଘର

ପ୍ରତିଶୃତି ପାଳନ ନହେବାରୁ ପୌର ପରିଷଦ ସମ୍ମୁଖରେ ଅଳିଆ ପକାଇ ପ୍ରତିବାଦ ଜଣାଇଲେ ଚାଷୀ

ମାଲକାନଗିରି, ୧୭।୭ : ମାଲକାନଗିରି ସଦର ମହକୁମା ମାଉଲି ମା ମନ୍ଦିର ସାହି ୱାର୍ଡ ନଂ. ୬ର ଜଣେ ଚାଷୀ ତାଙ୍କ ଜମିରେ ୱାର୍ଡ ନଂ. ୩, ୬ ଓ ୭ର ଅଳିଆ ସବୁ ବର୍ଷା ପାଣିରେ ଭାସି ଆସି ଜମି ରହୁଥିବାରୁ ଗତ ଚାରିବର୍ଷ ହେଲା ଚାଷ କରିବାରେ ସମସ୍ୟା ଭୋଗିବା ସହ ଏ ସମ୍ବନ୍ଧରେ ବାରମ୍ବାର ପ୍ରଶାସନିକ