Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିକିଟୀରେ ବିଶ୍ୱ ସର୍ପ ଦିବସ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ବାହିନୀପତି ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସର୍ପ ସଚେତକ ଗଣପତି ସାହୁ!-->…
ଗୋମାଂସ ବୋଝେଇ କଣ୍ଟେନର ଜବତ : ମୁଖ୍ୟଅଭିଯୁକ୍ତଙ୍କୁ ଗିରଫ ଦାବୀ
ଛତ୍ରପୁର : ଛତ୍ରପୁର ଡିଆରଡିଏ ଛକ ନିକଟରେ ମଙ୍ଗଳବାର ସକାଳେ ଏକ ଗୋମାଂସ ବୋଝେଇ କଣ୍ଟେନର ଜବତ ହୋଇଛି l କଲକତା ରୁ ଟିଏନ ୦୪ ଏୟୁ ୫୬୫୫ ନଂ ଏକ କଣ୍ଟେନର ଯୋଗେ ଗୋରୁ ମାଂସ ନେଇ ଚେନ୍ନାଇ ଅଭିମୁଖେ ଯାଉଥିବା ଏକ କଣ୍ଟେନର କୁ କୌଣସି ପ୍ରକାରେ ସୂଚନା ପାଇଁ ବଜରଙ୍ଗଦଳ ସଦସ୍ୟ ଓ ସ୍ଥାନୀୟ ଯୁବକ!-->…
ପଲ୍ଲୀ ବିକାଶ ତରଫରୁ ବୃକ୍ଷରୋପଣ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୋଡଙ୍ଗି ଗ୍ରାମରେ ରିଖ ମଙ୍ଗଳବାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘“ପଲ୍ଲୀ ବିକାଶ” ଆନୁକୂଲ୍ୟରେ ‘‘ବୃକ୍ଷରୋପଣ’” କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ପଲ୍ଲୀବିକାଶ ଅନୁଷ୍ଠାନର କୋଷାଧ୍ୟକ୍ଷ ଆଲୋକ କୁମାର ନାୟକ!-->…
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା
ଫୁଲବାଣୀ ୧୬।୭ : ଫୁଲବାଣୀ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ, ଆଜି ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ମାମଲାର ୧୪ ଜଣ ସାଖି, ଡାକ୍ତରୀ ରିପୋର୍ଟ ଏବଂ ପିଡିତାଙ୍କ ବୟାନ ଆଧାରରେ ଦୋଷୀ ସାବ୍ୟସ୍ତ କରି ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧!-->…
କନ୍ଧମାଳରେ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି
କନ୍ଧମାଳ,୧୬/୦୭ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ ସାର୍ତ୍ତାଗୁଡ ନିକଟ ପିଲା ସାଲୁଙ୍କୀ ନଦୀ କୂଳରେ ଏକ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି କରାଯାଇଛି। ପରିଷଦର ସଭାପତି ଦିଲୀପ କୁମାର ସାହାଣୀ ଙ୍କ ନେତୃତ୍ଵ ରେ ଏକ!-->…
ଆଜି ବିଶ୍ୱ ସର୍ପ ଦିବସ, ଝିଅଟି ପିଲାଟି ଦିନରୁ ସାପ ଧରିବା ଅଭ୍ୟାସ, ଏ ପର୍ଯ୍ୟନ୍ତ ଧରିଛନ୍ତି ୨୦୦ରୁ ଅଧିକ ସାପ ।
ବ୍ରହ୍ମପୁର : ଆଜି ବିଶ୍ୱ ସର୍ପ ଦିବସ । ଲୋପ ପାଇବାକୁ ବସିଲାଣି ବହୁ ପ୍ରାଣୀ ଜୀବଙ୍କ ବଂଶ। ସର୍ପଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସୁରକ୍ଷା ଦେବା ଆବଶ୍ୟକ ରହିଛି । ଏଭଳି ସ୍ଥଳେ ବ୍ରହ୍ମପୁରର ଜଣେ ନାବାଳିକା ଦୁଃସାହାସିକ କାର୍ଯ୍ୟ ଜାରି ରଖିଛନ୍ତି। ଝିଅଟିଏ ହୋଇ ଵି 14 ବର୍ଷ ହେଲା!-->!-->!-->…
ଗୋଳନ୍ଥରା ଥାନା ଅନ୍ତର୍ଗତ ଜଗନାଥପୁରରେ ବଧୂହତ୍ୟା ଅଭିଯୋଗ
ପୋଲିସ ଆଖିରେ ଧୂଳିଦେଇ ଥାନାରୁ ଅଭିଯୁକ୍ତ ଫେରାର…
ବ୍ରହ୍ମପୁର : ଭଉଣୀଙ୍କୁ ହତ୍ୟା କରାଯିବା ଅଭିଯୋଗ ଆଣିଛନ୍ତି ଭାଇ ରାଜେଶ କୁମାର ମହାରଣା।ଗୋଳନ୍ଥରା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଓଡ଼ିଆରପି କଲୋନୀରେ ନବବଧୂ ରାଣୀ ମହାରଣା ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆରୁଆ ପଲ୍ଲୀ!-->!-->!-->!-->!-->…
ଅସରାଏ ବର୍ଷା ରେ ଖାଇ ଯାଉଛି ରାସ୍ତା,ସମାଧାନ ପାଇଁ ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ଦାବୀ…
ଉମରକୋଟ /ଝରିଗାଁ(୧୬/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଚିତାବେଡା ଗ୍ରାମ ଠାରୁ ଚେପଟିଆମ୍ବା ଗ୍ରାମକୁ ଯିବା ମଝି ରାସ୍ତାରେ ଥିବା କସମ ନାଳ ନିକଟରେ ଅଳ୍ପ ବର୍ଷା ପାଣି ଯୋଗୁଁ ରାସ୍ତା ନଷ୍ଟ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ!-->!-->!-->…
ମୁଖ୍ୟମନ୍ତ୍ରୀ ଙ୍କ ଜନ ଶୁଣାଣି ପ୍ରତ୍ୟେକ ଜିଲ୍ଲା ରେ ହେଲେ ଲୋକେ ଉପକୃତ ହେବେ : “ଆଇନ ଜିବୀ ଡାକ୍ତର ସୁବ୍ରତ…
ବ୍ରହ୍ମପୁର:୧୬-୭ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରେ ଜନ ଶୁଣାଣି ରେ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ତର୍ଜମା କରୁଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସହ ସହ ଲୋକେ ଜନ ଶୁଣାଣି କୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କ ରେ ପଜିକୃତ କରୁଛନ୍ତି। ଏହି ଜନ!-->…
ଲକ୍ଷ୍ମୀ ବସଷ୍ଟାଣ୍ଡ ଭାଙ୍ଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ସରପଞ୍ଚ…
ଉମରକୋଟ /ଝରୀଗାଁ ( ୧୬/୦୭/୨୦୨୪)ଓଡ଼ିଶା ରାଜ୍ୟର ପୂର୍ବତମ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସର ଶୁଭାରମ୍ଭ କରି ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଲକ୍ଷ୍ମୀ ବସ ଗଡ଼ିବା ପରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପଂଚାୟତରେ ଲକ୍ଷ୍ମୀ ବସ ଷ୍ଟାଣ୍ଡ!-->!-->!-->…